Browsing Category
ଦୁର୍ଘଟଣା
ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା
ବାହାର ରାଜ୍ୟକୁ କାମ କରିବାକୁ ଯାଇ, ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବକଡାବେଡା ଗ୍ରାମର ମୃତକଙ୍କ ପରିବାରକୁ ଭେଟିଲେ ଝରୀଗାଁ ବିଧାୟକ ଶ୍ରୀଯୁକ୍ତ ନରସିଂହ ଭତ୍ରା । ପରିବାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପରିବାର ପିଛା ଚାରିଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ । …
Read More...
Read More...
ସମଲ ବ୍ୟାରେଜର କେନାଲରେ ଭାସିଗଲେ ହରିଆ ଦେହୁରୀ
ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ର ସମଲ ବ୍ୟାରେଜର କେନାଲ ରେ ଭାସିଯାଇ ଜଣେ ମୃତ। ମୃତକ ଜଣକ କୁଲେଇ ଗ୍ରାମର ହରିଆ ଦେହୁରୀ ବୟସ 65ବର୍ଷ ବୋଲି ଜଣାପଡିଛି । ଦୈନନ୍ଦିନକାର୍ଯ୍ୟ ସାରି ବିଲରୁ ଫେରି ଆଜି ଅପରାହ୍ନ ଦୁଇଟା ବେଳେ କେନାଲ ଗାଧଉଥିବା ସମୟରେ ପାଦ ଖସିଯାଇ ଗଭୀର ସ୍ରୋତ ରେ ଭାସିଯାଇଥିଲେ…
Read More...
Read More...
ଦିଲ୍ଲୀ-ଏନ୍ସିଆରରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ସକାଳୁ ସକାଳୁ ଭାରି ବର୍ଷା । ନୋଏଡ଼ା, ଗୁରୁଗ୍ରାମ ଅଞ୍ଚଳରେ ବି ତୁହାକୁ ତୁହା ବର୍ଷା । ବର୍ଷା ଯୋଗୁଁ ସହରର ବିଭିନ୍ନ ଗଳିକନ୍ଦିରେ ଜମିଲା ପାଣି । ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ଜନଜୀବନ ଅସ୍ତବ୍ୟସ୍ତ । ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ…
Read More...
Read More...
କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡିଗଲେ ୩ଜଣ…
କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ୩ ଯୁବକ ମୃତ । ପୃଥକ ପୃଥକ ସ୍ଥାନରେ ବୁଡିଯାଇ ୩ ଜଣଙ୍କର ମୃତୁ୍ୟ ହୋଇଛି । ଇକୋ ରିଟ୍ରିଟ୍ ନିକଟରେ ବୁଡିଗଲେ ୨ ଜଣ । ଅନ୍ୟଜଣେ ଚନ୍ଦ୍ରଭାଗା ନିକଟରେ ବୁଡି ଯାଇଥିଲେ । ଗୋପ ମେଡିକାଲରେ ୨ ମୃତ ଘୋଷଣା କଲେ ଡାକ୍ତର । ସେମାନେ ଭୁବନେଶ୍ୱରର ହୋଇଥିବା…
Read More...
Read More...
ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ସରଣ୍ଡା ବସ୍ ଷ୍ଟାଣ୍ଡ ଛକରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ…
ବରଗଡ଼:- ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ସରଣ୍ଡା ବସ୍ ଷ୍ଟାଣ୍ଡ ଛକରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ବିଶାଖାପାଟଣାରୁ ଝାରସୁଗୁଡ଼ା ବେଦାନ୍ତ ଫ୍ୟାକ୍ଟ୍ରିକୁ ଯାଉଥିବା ଆଲୁମିନିୟମ ବୋଝେଇ ଟ୍ୟାଙ୍କରରେ ଶଟ୍ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା…
Read More...
Read More...
ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଏନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ବର୍ଷା ଘଡଘଡି ସହ ଝଡ ତୋଫାନର ପୂର୍ବାସନୁମାନ କରି ପୁରୀ , କେନ୍ଦ୍ରପଡା ,ମୟୂରଭଞ୍ଜ,ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,…
Read More...
Read More...
ରାସ୍ତା ପାରି ହେବା ବେଳେ ଶିଶୁପୁତ୍ରକୁ ଧକ୍କା ଦେଲା ବାଇକ୍
ରାସ୍ତା ପାରି ହେବା ବେଳେ ଶିଶୁପୁତ୍ରକୁ ଧକ୍କା ଦେଲା ବାଇକ୍। ୪ବର୍ଷର ଶିଶୁପୁତ୍ର ଉପରେ ଛାଡ଼ିଗଲା ବାଇକ୍। ପରିବାର ସହ ଚେକ୍ ଅପ୍ ପାଇଁ ଆସିଥିଲେ କ୍ଲିନିକ୍। ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ରାସ୍ତା ପାରି ହେବା ବେଳେ ହାତ ଛାଡ଼ି ଦେଇଥିଲେ ମାଆ।…
Read More...
Read More...
ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ପୋଡ଼ିଯିବା ଘଟଣା: ବାପା ମା’ଝିଅକୁ ମାରି ମୋ ପୁଅକୁ ଫସାଇଛନ୍ତି
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କାଠିଆପଡ଼ା ଅଞ୍ଚଳର ଛାତ୍ରୀ ଆତ୍ମାହୁତି ମାମଲା। ଧରାପଡ଼ିଲା ବ୍ଲାକମେଲର ପୁରୁଷ ବନ୍ଧୁ। ଯୁବତୀଙ୍କ ବୟଫ୍ରେଣ୍ଡ୍କୁ ପୁଲିସ ଅଟକ ରଖିଛି। ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ବିଲିକଣା ପଞ୍ଚାୟତ ତେରୋଇ ଗାଁର ପ୍ରମୋଦ ବେହେରା। ପ୍ରମୋଦକୁ ଚେନ୍ନାଇରୁ ଧରିଲା ପୋଲିସ ।…
Read More...
Read More...
କଣ୍ଟେନରରେ ନିଆଁ ଲାଗି ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି
ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ନିକଟରେ ଛତ୍ରପୁର ଜାତୀୟ ରାଜପଥରେ ସ୍କୁଟି କଣ୍ଟେନରରେ ଲାଗିଲା ନିଆଁ । ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି । ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ସ୍କୁଟି ବୋଝେଇ ଟ୍ରକ୍ । ପ୍ରାୟ ୧ଘଣ୍ଟା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।…
Read More...
Read More...
OTET ପ୍ରଶ୍ନପତ୍ର ଲିକ୍ ମାମଲା; ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡ
କଟକ: OTET ପ୍ରଶ୍ନପତ୍ର ଲିକ୍ ମାମଲା । ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ଆସନ୍ତା ୧୧ ଓ ୧୨ ତାରିଖରେ ଉଭୟଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ତେବେ…
Read More...
Read More...