Browsing Category

ଦୁର୍ଘଟଣା

କଣ୍ଟେନରରେ ନିଆଁ ଲାଗି ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି

ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ନିକଟରେ ଛତ୍ରପୁର ଜାତୀୟ ରାଜପଥରେ ସ୍କୁଟି କଣ୍ଟେନରରେ ଲାଗିଲା ନିଆଁ । ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି । ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ସ୍କୁଟି ବୋଝେଇ ଟ୍ରକ୍‍ । ପ୍ରାୟ ୧ଘଣ୍ଟା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।…
Read More...

OTET ପ୍ରଶ୍ନପତ୍ର ଲିକ୍‌ ମାମଲା; ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡ

କଟକ: OTET ପ୍ରଶ୍ନପତ୍ର ଲିକ୍‌ ମାମଲା । ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ଆସନ୍ତା ୧୧ ଓ ୧୨ ତାରିଖରେ ଉଭୟଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ତେବେ…
Read More...

ଘାଇକୁ ଖସିଲା ସିଆରପିଏଫ ଯବାନଙ୍କ ଗାଡି; ୨ ଯବାନ ସହିଦ

ଜମ୍ମୁ;ବସନ୍ତଗଡରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ସିଆରପିଏଫ ଯବାନଙ୍କ ଗାଡି ଗଭୀର ଘାଇକୁ ଖସିପଡିଛି । ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲା କଣ୍ଡୱା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଏହି ଦୁର୍ଘଟଣାରେ ୨ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର ଦଳ ଉପସ୍ଥିତ…
Read More...

ପଞ୍ଜାବ ମୋହାଲିରେ ଅକ୍ସିଜେନ ସିଲିଣ୍ଡର ପ୍ଲାଣ୍ଟରେ ବିସ୍ଫୋରଣ…

ପଞ୍ଜାବର ମୋହାଲିରେ ବୁଧବାର ଏକ ଅକ୍ସିଜେନ ସିଲିଣ୍ଡର ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମୋହାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଘଟଣାଟି…
Read More...

ମୁଁ 40 ବର୍ଷରୁ ଅଧିକ ସମୟ ଧରି ବିରୋଧୀ ଦଳରେ ଅଛି… ମୋ ଠାରୁ ଟିଉସନ ନିଅ, ଜେପି ନଡ୍ଡା ରାଜ୍ୟସଭାରେ ଏମିତି…

ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ଦିନ ସଂସଦର ଉଚ୍ଚ ସଦନରେ ବିଜେପି ସାଂସଦ ଜେପି ନଡ୍ଡା ବିରୋଧୀ ଦଳକୁ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ସମାଲୋଚନା କରିଥିଲେ। ଜେପି ନଡ୍ଡା କହିଥିଲେ ଯେ ବିରୋଧୀ ଦଳ ଯେଉଁ ହଙ୍ଗାମା…
Read More...

6 ଓଡ଼ିଆ ଶ୍ରମିକଙ୍କର ଶରୀର ନିଜ ଗାଁରେ ପହଁଚିଲା…

ଗତକାଲି ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଥିବା ଏକ ପଥର କୁଆଁରୀରେ ପଥର ବ୍ଲାଷ୍ଟ ସମୟରେ 6 ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର 4 ଜଣ ଓ ମୋହନା ବ୍ଲକ ଅଲୋରା ଗାଁରା ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଆଲୋରା ଗାଁର ଦୁଇ ମୃତ ଯୁବକ ହେଉଛନ୍ତି…
Read More...

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ  ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ପାରଳାଖେମୁଣ୍ଡି ପୌର ପରିଷଦ ସମେତ କେରାଣ୍ଡି, କତଳକଇଠା,ରାଣୀପେଣ୍ଠ ଓ…
Read More...

ଶ୍ରାବଣ ମାସର ଶେଷ ସୋମବାରରେ ଭାସିଗଲେ କାଉଡିଆ ଭକ୍ତ

ସାଲେପୁର ଅଞ୍ଚଳରେ ଆଜି ସକାଳୁ ଏକ ଅଘଟଣ ଘଟିଯାଇଛି।ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ  ମହାଦେବଙ୍କୁ ଜଳାଅଭିସେକ କରିବା ପାଇଁ ଆଜି ସକାଳୁ  ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗ୍ରାମର ରବୀନ୍ଦ୍ର କରଙ୍କ ପୁଅ ଅମୃତ କୁମାର କର(୨୫) ବଟେଶ୍ବର ଗ୍ରାମର ନିକଟରେ ଚିତ୍ରୋପଳା ନଦୀରୁ ପାଣି…
Read More...

ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ସଜେଇ ହୋଇଛି ଝୁଲଣ କୁଞ୍ଜ

ପୁରୀ: ଆଜିଠୁ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ଭିଭିନ୍ନ ମଠ ବାଡ଼ି ମାନଙ୍କରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ । ସମଗ୍ର…
Read More...

ଆନ୍ଧ୍ରପ୍ରଦେଶର ବାପାଟଲାରେ ଥିବା ଗ୍ରାନାଇଟ ଖାଦନରେ ଅଘଟଣ

ବିଜୟୱାଡା:- ଆନ୍ଧ୍ରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର। ଆନ୍ଧ୍ରପ୍ରଦେଶରେ ପଥର ଖଣିରେ ବ୍ଲାଷ୍ଟିଂ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲାର ବାଲିକୁରାଭା ନିକଟରେ ସତ୍ୟକୃଷ୍ଣ ଗ୍ରାନାଇଟ୍ ଖଣିରେ ପଥରର ଏକ ବଡ଼ ଅଂଶ ଧସି…
Read More...