Browsing Category
ଦେଶ ବିଦେଶ
ଦିଲ୍ଲୀ ବିସ୍ଫୋରଣରେ ବଢ଼ିଲା ମୃତ୍ୟୁସଂଖ୍ୟା, ସେପଟେ ଗିରଫ ହେଲା ଦ୍ବିତୀୟ ସହଯୋଗୀ
Delhi Blast: ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି । LNJP ହସ୍ପିଟାଲ୍ରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ପରେ ସଂଖ୍ୟା ୧୫କୁ ବୃଦ୍ଧି । ସେପଟେ ଘଟଣାରେ ଦ୍ବିତୀୟ ସହଯୋଗୀ ଗିରଫ ହୋଇଛି । ଦ୍ବିତୀୟ ସହଯୋଗୀ ଜସିର ବିଲାଲ ୱାନିକୁ ଗିରଫ କଲା NIA । ଶ୍ରୀନଗରରୁ ଗିରଫ, ଆକ୍ରମଣ ପାଇଁ…
Read More...
Read More...
ଆୱାମୀ ଲିଗକୁ “ଧ୍ୱଂସ” କରିବା ଏତେ ସହଜ ନୁହେଁ- ହସିନା
ସୋମବାର ଦିନ ଶେଖ ହସିନାଙ୍କ "ମାନବତା ବିରୋଧୀ ଅପରାଧ" ମାମଲାର ବହୁ ପ୍ରତୀକ୍ଷିତ ରାୟ ପାଇଁ ବାଂଲାଦେଶ ପ୍ରସ୍ତୁତ ହେଉଥିବା ବେଳେ, ସେ ତାଙ୍କ ସମର୍ଥକମାନଙ୍କୁ ଏକ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ଦଳ ଆୱାମୀ ଲିଗକୁ "ଧ୍ୱଂସ" କରିବା ଏତେ ସହଜ ନୁହେଁ କାରଣ ଏହା "ମାଟି ଏବଂ ଲୋକଙ୍କୁ ବୃଦ୍ଧି…
Read More...
Read More...
ଟ୍ରମ୍ପଙ୍କ ଧମକ, ରୁଷ ସହ ବ୍ୟବସାୟ କଲେ ମିଳିବ କଠୋର ଦଣ୍ଡ
ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ, ରୁଷ ସହିତ ବାଣିଜ୍ୟ କରୁଥିବା ଯେକୌଣସି ଦେଶ ଏଣିକି ଅତ୍ୟନ୍ତ କଠୋର ପ୍ରତିବନ୍ଧକର ସମ୍ମୁଖୀନ ହେବ। ଟ୍ରମ୍ପ କହିଛନ୍ତି ଯେ ତାଙ୍କ ପ୍ରଶାସନ ଏବଂ ରିପବ୍ଲିକାନ ସାଂସଦମାନେ ମସ୍କୋକୁ ଟାର୍ଗେଟ କରି କଠୋର ଆଇନ…
Read More...
Read More...
ମୃତ୍ୟୁଦଣ୍ଡ ରାୟକୁ ଏକ ମିଥ୍ୟା ବିଚାର ବୋଲି କହିଛନ୍ତି ଶେଖ୍ ହାସିନା
ମାନବତା ବିରୋଧୀ ଅପରାଧ ପାଇଁ ଢାକାର ଏକ କୋର୍ଟ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ଆୱାମୀ ଲିଗ୍ ନେତା ଶେଖ୍ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ବର୍ତ୍ତମାନ ଭାରତରେ ନିର୍ବାସିତ ଥିବା ୭୮ ବର୍ଷୀୟା ହସିନା ଏହି ରାୟକୁ ଏକ ମିଥ୍ୟା ବିଚାର ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ…
Read More...
Read More...
ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ
ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଷ୍ଟାଡିୟମର ୬ଟି…
Read More...
Read More...
ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡ, ପଛରେ ଅଛନ୍ତି ଏହି ଦୁଇ ମାଷ୍ଟରମାଇଣ୍ଡ
ନୂଆଦିଲ୍ଲୀ: ବାଙ୍ଗଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି । ବାଙ୍ଗଲାଦେଶରେ ହିଂସା ମାମଲାରେ ଏହି ରାୟ ଦେଇଛନ୍ତି ଢାକା କୋର୍ଟ। କୋର୍ଟ ତାଙ୍କୁ ଜୁଲାଇ ବିଦ୍ରୋହ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜୁଲାଇ ୨୦୨୪ରେ, ଢାକାରେ ବାଂଲାଦେଶୀ ଛାତ୍ରମାନେ…
Read More...
Read More...
IPL 2026: ବଡ଼ ଘୋଷଣା କଲା ରାଜସ୍ଥାନ ରୟାଲ୍ସ
IPL 2026: IPL ୨୦୨୬ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସର ବଡ଼ ଘୋଷଣା କରିଛି । ଦଳ ପାଇଁ ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ଟିମ୍ କୁମାର ସାଙ୍ଗାକାରଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ନିଲାମ ପୂର୍ବରୁ, ଫ୍ରାଞ୍ଚାଇଜ୍ ମଧ୍ୟ IPL ଇତିହାସରେ…
Read More...
Read More...
ଇସ୍ତଫା ଦେଲେ ନୀତିଶ , ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ
ଇସ୍ତଫା ଦେଲେ ନୀତିଶ । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ଆଜି ରାଜଭବନ ଯାଇ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ନୀତିଶ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସୋମବାର ରାଜ୍ୟ କ୍ୟାବିନେଟର ଏକ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା…
Read More...
Read More...
ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ଚେତାବନୀ, କଡ଼ା ଜବାବ ଦେବୁ…
ନୂଆଦିଲ୍ଲୀ: ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ଚେତାବନୀ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଡ଼ା ବାର୍ତ୍ତା ଦେଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ । ଅପରେସନ ସିନ୍ଦୂର ଏକ ଟ୍ରେଲର ଥିଲା, ପୂରା ଫିଲ୍ମ ବାକି ଅଛି । ୮୮ ଘଣ୍ଟାର ଅପରେସନ ସିନ୍ଦୂର କେବଳ…
Read More...
Read More...
ସାଉଦି ଆରବରେ ବସ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁ ଜୀବନ୍ତ ଜଳିଗଲେ
ସୋମବାର ସାଉଦି ଆରବରେ ଏକ ବଡ ବସ ଦୁର୍ଘଟଣା ଘଟିଛି । ବସ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମକ୍କାରୁ ବସ୍ଟି ମଦିନା ଅଭିମୁଖେ ଯାଉଥିବାବେଳେ ବଡ଼ ଅଘଟଣ ଘଟିଛି । ମୁଫାରିହାଟ ନିକଟରେ ବସଟି ଏକ ତେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଧକ୍କା…
Read More...
Read More...