Browsing Category

ଦେଶ ବିଦେଶ

ଉପରାଷ୍ଟ୍ରପତି ନିର୍ବାଚନ; ନାମାଙ୍କାନ ଭରିଲେ ବିରୋଧୀ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀ

କଂଗ୍ରେସ ଏବଂ ସମସ୍ତ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉପରାଷ୍ଟ୍ରପତି ପଦ ପାଇଁ ବି ସୁଦର୍ଶନ ରେଡ୍ଡୀଙ୍କୁ ମନୋନୀତ କରାଯାଇଛି। ଆଜି ସେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହିତ କଂଗ୍ରେସର ଅନେକ ବଡ଼ ନେତା ଉପସ୍ଥିତ ଥିଲେ। ଆଜି ନାମାଙ୍କନ ଦାଖଲର ଶେଷ ଦିନ, ଏହା ପୂର୍ବରୁ…
Read More...

ମହିଳା ଦିନିକିଆ ବିଶ୍ବକପ୍ ଲାଗି ଭାରତୀୟ ଦଳ ଘୋଷିତ ହୋଇଛି

ନୂଆଦିଲ୍ଲୀ:- ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ ମହିଳା ବିଶ୍ୱକପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି । ସୁସ୍ଥ ହୋଇଥିବାରୁ ପେସ୍‌ ବୋଲର ରେଣୁକା ସିଂହ ଓ ଅଲ୍‌ରାଉଣ୍ଡର…
Read More...

ସୀମା ବିବାଦରୁ ବାଣିଜ୍ୟ ପର୍ଯ୍ୟନ୍ତ… ଭାରତ-ଚୀନ୍ ସମ୍ପର୍କରେ SCO ସମ୍ମିଳନୀ କ’ଣ ମୋଡ଼ ନେବ?

ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ବରଫ ଭଳି ତରଳିବା ଆରମ୍ଭ କରିଛି। ବେଜିଂରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ନୂତନ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି ଏବଂ ଏବେ ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ରହିଛି।…
Read More...

ଲୋକସଭାରେ ଆଗତ ହେଲା ଅନଲାଇନ ଗେମିଂ ବିଲ୍ -୨୦୨୫

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଲୋକସଭାରେ ଆଗତ ହେଲା ଅନଲାଇନ ଗେମିଂ ବିଲ୍ -୨୦୨୫ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ବିଲ୍ ଆଗତ କରିଛନ୍ତି । କାରଣ ଗେମ୍ ରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଅନଲାଇନ୍ ଗେମିଂ ବିଲ୍ ଆଇନରେ ପରିଣତ ହେଲେ ପ୍ରେତ୍ୟକ…
Read More...

୩୦ ଦିନରୁ ଅଧିକ ଦିନ ଜେଲ୍ ରେ ରହିଲେ ନେତାଙ୍କ ପଦ ଯିବ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ୩୦ଦିନରୁ ଅଧିକ ଦିନ ଜେଲ୍ ରେ ରହିଲେ ନେତାଙ୍କ ପଦ ଯିବ । ଲୋକସଭା ଆଗତ ହେଲା ନୂଆ ବିଲ୍ । ଯେତେ ବଡ ମନ୍ତ୍ରୀ କି ନେତା ହୁଅନ୍ତୁ ୩୦ଦିନରୁ ଅଧିକ ଜେଲ୍ ରେ ରହିଲେ ପଦବୀ ଯିବ ବୋଲି ବିଲ୍ ପାରିତ ହୋଇଛି । ସେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କି କେନ୍ଦ୍ରମନ୍ତ୍ରୀ…
Read More...

ହିମାଚଳ ପ୍ରଦେଶରେ ଲଗାତାର ଦୁଇଟି ଭୂମିକମ୍ପ ଝଟ୍‌କା, ଭୟରେ ଲୋକେ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଲଗାତାର ଦୁଇଟି ଭୂମିକମ୍ପ ଝଟ୍‌କା । ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶର ଚମ୍ବା ଅଞ୍ଚଳ । ପ୍ରଥମଟି ଭୋର ୩ଟା ୨୭ରେ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀତରା ଭୂପୃଷ୍ଠରୁ ୨୦ କିଲୋମିଟର ତଳେ ଥିଲା । ଏହା…
Read More...

ପ୍ରକାଶ ପାଇଲା ନିଟ-ପିଜି ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନିଟ-ପିଜି ପରୀକ୍ଷା ଫଳ । nbe.edu.in ଓ natboard.edu.inରେ ଉପଲବ୍ଧ ହେଉଛି ଫଳ । ପରୀକ୍ଷା ଫଳ ନେଇ ଘୋଷଣା କରିଛି ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ ଇନ ମେଡିକାଲା ସାଇନ୍ସ ବା NBEMS । ନିଟ୍-ପିଜି ୨୦୨୫ ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଚଳିତ ଥର…
Read More...

ରାଜସ୍ଥାନର ମନିକା ବିଶ୍ବକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫

ଜୟପୁର: ରାଜସ୍ଥାନର ମନିକା ବିଶ୍ବକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫ । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିଲା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ । ପୂର୍ବରୁ ୨୦୨୪ ରେ ମନିକାଙ୍କୁ ମିସ୍ ୟୁନିଭର୍ସ ରାଜସ୍ଥାନ ପାଇଁ ଚୟନ କରାଯାଇଥିଲା । ବର୍ତ୍ତମାନ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ର…
Read More...

ଦଳରେ ବୁମରାହ ଇନ୍ ସିରାଜ ଆଉଟ

ନୂଆଦିଲ୍ଲୀ:- ୟୁଏଇରେ ହେବାକୁ ଥିବା ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ…
Read More...

ଇଣ୍ଡିଆ ଆଲାଏନ୍ସ ଉପରାଷ୍ଟ୍ରପତି ପଦ ପାଇଁ ନାମ ଘୋଷଣା

ଇଣ୍ଡିଆ ଆଲାଏନ୍ସ ଉପରାଷ୍ଟ୍ରପତି ପଦ ପାଇଁ ନାମ ଘୋଷଣା କରିଛି। ତେଲେଙ୍ଗାନାର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି। ରେଡ୍ଡୀ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ରେଡ୍ଡୀଙ୍କ ନାମ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…
Read More...