ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

0

ଭୁବନେଶ୍ୱର:ଓଡିଶା ଅଗ୍ନିଶମ ସେବା ବିଭାଗରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟଆୟକ ଅନୁମୋଦନ କରିଛନ୍ତି । ଏଥିରେ ରହିଛି ତିନି ଗୋଟି ଷ୍ଟେସନ ଅଫିସର ପଦବୀ ରହିଛି । ତା’ସହ ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ ବଦବୀ ସୃଷ୍ଟି ହେବା ଦ୍ୱାରା ଆହୁରି ଅଧିକ ଦକ୍ଷ ଗାବେ ଲୋକଙ୍କୁ ସେବା ଯୋଗାଇଦେବ ବୋଲି ଆଶା କରାଯାଏ ।