ଭୁବନେଶ୍ୱର (ହରପ୍ରସାଦ ବିଷୋଇ):-ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଭେଟିଲା ବିଜେଡି…ଭାରତୀୟ ଜନତା ପାର୍ଟିର ପୁରୁଣା ରୋଗ ଆରମ୍ଭ ହୋଇଛି । ଓଡ଼ିଶାରେ ମନ ପୁରିଲା ନାହିଁ ଦିଲ୍ଲୀରେ ଯାଇ ପହଁଚିଲେ ଭାରତୀୟ ଜନତା ପାର୍ଟିର ସତସାହସ ଥିଲେ କୁହନ୍ତୁ ସେ ମହିଳା କିଏ । ମା ଉପରେ ରାଗି ଜଣେ ମହିଳା ଙ୍କୁ ବଦନାମ କରିବାକୁ ସେଲ୍ଫ ହେଲ୍ପ ଗ୍ରୁପ ନାମରେ କମ୍ପ୍ଲନ କରୁଛନ୍ତି । ଯଦି ସେହି ମହିଳାଙ୍କୁ ଜାଣିଛନ୍ତି ତାଙ୍କ ନାଁ କୁହନ୍ତୁ ବା କୋଉ ସ୍ଥାନରେ ହଉଥିଲା ସେ କଥା କୁହନ୍ତୁ । ବିଜେପି ହାରିଲା ବେଳେ ଏ ଟାଇପର ଡ୍ରାମା କରନ୍ତି । ଏ ଘଟଣାର ଫୋରେସିକ examination ହଉ ବୋଲି ଆଜି ଆମେ CEO ଙ୍କୁ ଭେଟି ଜଣାଇଛୁ .. ଆଶା ଅଛି ନିଶ୍ଚିତ examination ହେବ ଏବଂ ଧମନଗର ବାସୀ 3 ତାରିଖ ଦିନ ଯେଉଁ ନିଷ୍ପତି ନେବେ ସେଥିରେ ଉଚିତ ଯବାବ ଦେବେ ।