କାନ୍ଦିବାରୁ ଶିଶୁକୁ ନିସ୍ତୁକ ମାଡ

ଯୁବକଙ୍କ ଅମାନୁଷିକ କାଣ୍ଡ। ଗାଧେଇବା ବେଳେ କାନ୍ଦିବାରୁ, ପିଲାକୁ ନିସ୍ତୁକ ମାଡ଼ ମାରିଲା ବାପା ।  ମାତ୍ର ୬ ମାସର ଶିଶୁ ପୁତ୍ରିକୁ ମାଡ ମାରି ଲହୁ ଲୁହାଣ କରିଲା ବାପା। ଏହାକୁ ଦେଖି ଜୀବନ ବିକଳରେ ଝିଅକୁ ଧରି ଥାନାକୁ ଦୌଡିଲେ ମାଆ। ଆଉ ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ । ଯାହାପରେ ମାଡ଼ ମାରିଥିବା ବାପାକୁ ଅଟକ ରଖିଛି ଲକ୍ଷ୍ମୀ ସାଗର ଥାନା ପୋଲିସ ।