ମ୍ୟାଚ୍ ଜିତିବା ପରେ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ କିସ୍

ଚଳିତ ବର୍ଷ ଆଇ.ପି.ଏଲ୍ ସିଜିନର ପ୍ରଥମ ମ୍ୟାଚ୍, ଗତକାଲି ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ୍ ରେ ବାଙ୍ଗାଲୋର, ୬ ଓ୍ୱିକେଟରେ ବିଜୟ ହାସଲ କରିଛି । ଆଉ ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ୍ ବିରାଟ…
Read More...

ଆଜି ମୁମ୍ବାଇ ଓ କୋଲକତା

ଚଳିତ ସିଜିନର ଓଚଖର ଦ୍ୱିତୀୟ ମ୍ୟାଚ୍, ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ମ୍ୟାଚ ଟି ମୁମ୍ବାଇର ଘରୋଇ ପଡ଼ିଆ, ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ । ଏବଂ ସନ୍ଧ୍ୟା ୭ ଟାରେ ଟସ୍ ପଡିବ। ପୂର୍ବରୁ ଗଓ ପାଞ୍ଚ ଥର ଚାମ୍ପିଅନ୍…
Read More...

ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି

ଆଜିଠାରୁ IPLର 19ତମ ସିଜିନ୍ ଆରମ୍ଭ ହେଉଛି।  ପ୍ରଥମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଅନୁଷ୍ଠିତ ହେବ। ବାଙ୍ଗାଲୋର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାଚ୍ ଟି ବେଙ୍ଗାଲୁରୁର ଘରୋଇ ପଡ଼ିଆ, ଏମ୍. ଚିନ୍ନାସ୍ୱାମୀ…
Read More...

ନବରାତ୍ର ପୂଜାର ଶେଷ ଦିନ

ନୟାଗଡ଼:-  ଜାମୁକୋଣ ସ୍ଥିତ ବୈଷ୍ଣୋଦେବୀ ପୀଠରେ, ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ନବରାତ୍ର ପୂଜା, ଆଜି ସନ୍ଧ୍ୟାରେ ଉଯାପିତ ହେବ। ଏଥିପାଇଁ ବୈଷ୍ଣୋଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ମା’ ବୈଷ୍ଣୋଦେବୀଙ୍କ ପୀଠରେ ପୂଜା ପାଠ, ହୋମ ଯଜ୍ଞ ଏବଂ…
Read More...

ମା’ ଭଗବତୀଙ୍କ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କପ୍ତିପଦା:- ମା’ ଭଗବତୀଙ୍କ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କୁକୁରଢିମା ଗ୍ରାମରେ ଥିବା, ମା’ ଭଗବତୀଙ୍କ ମନ୍ଦିରରେ 18 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ, ଆଜି ସ୍ଥାନୀୟ ଜଳାଶୟରୁ ଏକ…
Read More...

ବିମାନ ଅବତରଣ ବେଳେ ବଡ ଦୁର୍ଘଟଣା

ବିମାନ ଅବତରଣ ବେଳେ ବଡ ଦୁର୍ଘଟଣା । ବିମାନ ସହିତ ଧକ୍କା ହେଲା  ଅଗ୍ନିଶମ ଗାଡି । ଗତକାଲି ବିଳମ୍ବିତ ରାତିରେ ଆମେରିକାର ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ, ଅବତରଣ କରିବା ସମୟରେ ମଣ୍ଟ୍ରିଆଲରୁ ଆସୁଥିବା ଏୟାର କାନାଡା ଏକ୍ସପ୍ରେସର ଏକ ବିମାନ, ରନୱେରେ ଏକ ଅଗ୍ନିଶମ ଗାଡ଼ି ସହିତ ଧକ୍କା…
Read More...

ନ୍ୟୁଜିଲାଣ୍ଡକୁ ୧୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ନ୍ୟୁଜିଲାଣ୍ଡକୁ ୧୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ୱେଲିଂଟନରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡକୁ ୧୯ ରନରେ ପରାସ୍ତ କରି ସିରିଜକୁ ୨-୨ ସମାନ କରିଛି। ପଞ୍ଚମ ମ୍ୟାଚ୍ ୨୫ ମାର୍ଚ୍ଚରେ ହାଗଲି ଓଭାଲରେ ଖେଳାଯିବ। ଆଜି ଦକ୍ଷିଣ ଆଫ୍ରିକା…
Read More...

ପୁସ୍ତକ ପୋଡ଼ିବାକୁ ନେଇ ନେପାଳରେ ବିବାଦ

ନେପାଳ :- ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପୁସ୍ତକ ପୋଡ଼ିବାକୁ ନେଇ, ନେପାଳରେ ବିବାଦ ସୃଷ୍ଟି କରିଛି। ସୂଚନା ଅନୁଶାରେ, ଗତ ଶନିବାର ରାତିରେ ମୋରାଙ୍ଗ ଜିଲ୍ଲାର ମନମୋହନ ଟେକ୍ନିକାଲ୍ କଲେଜରେ ଶହ ଶହ ପୁସ୍ତକ ପୋଡ଼ି ଦିଆଯାଇଛି। ଆଉ ସେଥି ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ…
Read More...

ପାକିସ୍ତାନର ଆକ୍ରମଣକୁ ନିନ୍ଦା

ବାଂଲାଦେଶ :- ଗତକାଲି ରାତିରେ ପାକିସ୍ତାନ, ଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ କରିଛି। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକ, ରାଜଧାନୀ କାବୁଲର ଅନେକ ଅଞ୍ଚଳକୁ ଟାର୍ଗେଟ କରିଥିଲା । ଯେଉଁଥିରେ ଏକ ହସ୍ପିଟାଲ ମଧ୍ୟ ସାମିଲ ଥିଲା। ଫଳରେ ୪୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୫୦…
Read More...

ପୁଣି ବିବାଦରେ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଜାତୀୟ ପତାକାକୁ ଅପମାନ ! ଭାରତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ । ଆଉ ଏହି ମାମଲା ବେଙ୍ଗାଲୁରୁରେ ଦାଖଲ କରାଯାଇଛି। ପୁଣେର ଓକିଲ ୱାଜିଦ ଖାନ ବିଡକର, ଏହି ଅଭିଯୋଗ ଦାଖଲ କରିଛନ୍ତି।ଟି-୨୦ ବିଶ୍ୱକପରେ ଭାରତର ବିଜୟ ପରେ,…
Read More...