ଶିକ୍ଷକ ବସନ୍ତ ରଣାଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ

ମାଲକାନଗିରି :- ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ  ହୋଇଥିବା ଶିକ୍ଷକ ବସନ୍ତ କୁମାର ରଣାଙ୍କୁ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ୱର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି ଜାତୀୟ ସ୍ତର ସଫଳତାରେ ଜିଲ୍ଲାପାଳ ନିଜର ଖୁସି ବ୍ୟକ୍ତ କରିବା ସହ…
Read More...

ବିଜେଡି ଭାଙ୍ଗୁଛି, ବିଜେଡି ସେଲିବ୍ରେସନ କରୁଛି

କେବେ ବିଜେଡିର ଗଡ ଯାଜପୁରକୁ କୁହାଯାଉଥିବା ବେଳେ, ଏବେ ପରିସ୍ଥିତି କିନ୍ତୁ ପୁରା ଭିନ୍ନ ।  କାରଣ ଏବେ ଗେରୁଆ ମୟ ହେବାରେ ଲାଗିଛି ଯାଜପୁର । ବିଜେଡିର ଟାଣୁଆ ନେତା ନିଜକୁ କହି, ଛାତିରେ ହାତ ପିଟୁଥିବା ଜିଲ୍ଲାର ଅନେକ ନେତାଙ୍କ ସତ୍ତେ, ଏବେ ବିଜେଡି ହାତରୁ ଯାଜପୁର ଗଲାଣି । କିଛିଦିନ ତଳେ…
Read More...

ଏସପିଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ

ଦେହରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଆଉ ସେ ପୁଣି ଏସ୍ପିଙ୍କ ଅଫିସରେ । ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ଜଣେ ମହିଳା, ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ହେଲେ କିଛି ଅଘଟଣ ଘଟିବା ପୂର୍ବରୁ, ପେଟ୍ରୋଲ ବୋତଲକୁ ଛଡାଇ ନେଲେ ପୋଲିସ । ଏବଂ ମହିଳା…
Read More...

ଡିଲରମାନଙ୍କ ତୀବ୍ର ଆନ୍ଦୋଳନ

ରାସନ ଡିଲରମାନଙ୍କ ତୀବ୍ର ଆନ୍ଦୋଳନ। ଦାବି ପୂରଣ ହେଉନଥିବାରୁ ବିହାର ପାଟନାରେ ତାତିଲେ ରାସନ ଡିଲର। ବିକ୍ଷୋଭ ସହ ବ୍ୟାରିକେଡ ଭାଙ୍ଗିଛନ୍ତି । ରାସ୍ତା ଅବରୋଧ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ ଦେଇଛନ୍ତି । ଏପଟେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଲାଠିମାଡ଼ ସହ ପାଣିମାଡ…
Read More...

ପିଲାଙ୍କୁ ଭେଟି ଫେରୁଥିବା ବେଳେ ଦୁର୍ଘଟଣା

ଆଶ୍ରମ ସ୍କୁଲରୁ ପିଲାଙ୍କୁ ଭେଟି ଫେରୁଥିବା ବାଟରେ ଦୁର୍ଘଟଣା । ଆଜି ଅପରାହ୍ନ ସମୟରେ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳର ବଂପର୍ଡା ଠାରେ ଥିବା ଆଶ୍ରମ ସ୍କୁଲରୁ ପିଲାଙ୍କୁ ଭେଟ କରି ବାଇକରେ ଫେରୁଥିଲେ । ହେଲେ ଝରବହାଲ ରୁ ସରନ୍ କୋର୍ଟ  ଯାଇଥିବା ରାସ୍ତାରେ, ଦୁଇ ଜଣ ବାଇକ ଆରୋହୀ…
Read More...

ହରଡ ଘଣାରେ ୟୁଟ୍ୟୁବର

ଚର୍ଚ୍ଚିତ ୟ୍ୟଟ୍ୟୁବର ଅରମାନ ମଲ୍ଲିକ୍ । ଏବେ ହରଡ ଘଣାରେ ପଡି ଯାଇଛନ୍ତି ଏହି ୟୁଟ୍ୟୁବର ଜଣକ । କାହାକୁ ରଖିବେ, ଆଉ କାହାକୁ ଛାଡିବେ । ସେହି ଚିନ୍ତା ଏବେ ଅରମାନଙ୍କୁ ଘାରିଛି ।  କାରଣ ଏହାରି ଭିତରେ ଅରମାନଙ୍କୁ  କୋର୍ଟ ସମନ କରିଛନ୍ତି । ଯେଉଁ ଦୁଇ ପଚ୍ନୀଙ୍କ ନେଇ ବ୍ଲଗିଂ ଜରିଆରେ ସେ…
Read More...

ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ଭାବି, ଯୁବକଙ୍କୁ ହତ୍ୟା କରିଦେଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର, କାଙ୍କେର ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ଏଭଳି ବର୍ବରତା ସମସ୍ତଙ୍କୁ ସ୍ତବ୍ଧ କରିଛି । ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଛୋଟେବେଠିଆ ଥାନା ଅଞ୍ଚଳର…
Read More...

ଗୋପାଳପୁର ଗଣଦୁଷ୍କର୍ମ ମାମଲା

ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲା । ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ, ଅଭିଯୁକ୍ତ ଓମ୍ ପ୍ରଧାନର ଜାମିନ ଆବେଦନକୁ ଏଡିଜେ -୨ କୋର୍ଟ ଖାରଜ କରିଛନ୍ତି I ଅଭଯୁକ୍ତ ଓମ୍‌ର ଓକିଲ କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ | ହେଲେ ଏହାକୁ ସରକାରୀ ଓକିଲ ବିରୋଧ…
Read More...

ଦଳ ପାଇଁ ବିରାଟ ସମସ୍ୟା

ଗୋଟେପଟେ ଦଳର ସ୍ଥିତି ବିଗୁଡୁଥିବା ବେଳେ, ହଠାତ୍ ଦଳର ମୁଖିଆଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା । ଏବେ ଦଳ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି । ମୁଖିଆଙ୍କ  ହସ୍ପିଟାଲରେ ରହଣି ରାତ୍ରୀର ଘଟଣା, ବୋଧେ ଆଉ କାହାକୁ ଅଛପା ନାହିଁ । ଯେଉଁ ରାତିରେ ବିଜେଡି ନେତା ଆଉ ବିଜେଡି ନେତାଙ୍କ କଳିକୁ…
Read More...

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ

ମ୍ୟାଚ୍ ଖେଳିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଋତୂପର୍ଣ୍ଣା ପଣ୍ଡା ଓ ଶ୍ୱେତାପର୍ଣ୍ଣା ପଣ୍ଡା । ଅଗଷ୍ଟ ୨୫-୩୧ ପର୍ଯ୍ୟନ୍ତ ଆୟୋଜିତ ପ୍ୟାରିସ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ, ଭାରତକୁ ରିପ୍ରେଜେଣ୍ଟ କରିବାକୁ ଯାଉଛନ୍ତି ଏହି ଦୁଇ ଭଉଣୀ । ସେଥିଲାଗି ଆଜି ଲୋକସେବା ଭବନରେ,…
Read More...