ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା,ଦୁଇ ମ୍ୟାଚ ଖେଳିବେନି କେଏଲ ରାହୁଲ

ଏସିଆ କପ ପୂର୍ବରୁ ଟିମକୁ ବଡ ଝଟକା । ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି କେଏଲ ରାହୁଲ । ପାକିସ୍ତାନ ଓ ନେପାଳ ବିପକ୍ଷ ମ୍ୟାଚ ଖେଳି ନପାରନ୍ତି କେଏଲ ରାହୁଲ । ଏନେଇ ସୂଚନା ଦେଇଛନ୍ତି ଟିମର କୋଚ ରାହୁଲ ଦ୍ରାବିଡ । ବେଙ୍ଗାଲୁର ଅଲୁରରେ ଚାଲିଥିବା ଏସିଆ କପରେ ଚାଲିଥିବା କ୍ୟାମ୍ପ…
Read More...

ଏସିଆ କପରେ ବିରାଟଙ୍କ ନୂଆ ହେୟାର କଟ

ଏସିଆ କପ ପୂର୍ବରୁ ବିରାଟଙ୍କ ନୂଆ ଲୁକ ଦେଖିବାକୁ ମିଳିଛି । ନୁଆ ହେୟାର କଟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋହଲି ନିଜ ଇନଷ୍ଟା ଷ୍ଟୋରୀ ରେ ନୂଆ ହେୟାର ସେୟାର କରିଛନ୍ତି । ସେ ଫଟୋ ସେଆର କରି ଳେଖିଛନ୍ତି ‘ସବୁବେଳେ ଟପ୍‌ କାମ କରନ୍ତି, ମାଇଁ ମ୍ୟାନ୍‌ ଅଲଫହାଦ…
Read More...

ରାକ୍ଷୀପୁର୍ଣ୍ଣିମା ଭେଟ , ୨୦୦ଟଙ୍କା ଶସ୍ତା ହେଲା ସିଲିଣ୍ଡର

ରାକ୍ଷୀପୁର୍ଣ୍ଣିମା ଭେଟି ।ଦରଦାମରେ ଘାଣ୍ଟି ହେଉଥିବା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି । ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ୨୦୦ଟଙ୍କା ସବସିଡି ଘୋଣୋ କରିଛନ୍ତି । ଉଜ୍ଜ୍ୱଳା ଯୋଜନା ଅଧୀନରେ ଥିବା…
Read More...

ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ବଡାମତଳିଆ  ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମେନେଜର ନବରତ୍ନ ଗିରିଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇଛନ୍ତି  ଶହ ଶହ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନେ  । ସେଥିପାଇଁ  ବ୍ୟାଙ୍କ କାର୍ଯ୍ୟାଳୟରେ  ତାଲା ପକାଇ ଦେଇଥିଲେ । ସେମାନଙ୍କ କହିବା…
Read More...

ତୋଷଖାନ ମାମଲାରେ ଇମ୍ରାନ ଖାନକୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ: ତୋଷଖାନ ଦୁର୍ନିୀତି ମାମଲାରେ ଇମ୍ରାନ ଖାନକୁ ଆଶ୍ୱସ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପିଟିଆଇ ମୁଖ୍ୟ ଇମ୍ରାନ ଖାନକୁ ଇସଲାମାବାଦ ହାଇକେର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଜେଲରୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ହାଇକେର୍ଟ ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ଉପରେ…
Read More...

ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜରିମାନା

ରାଇରଙ୍ଗପୁର : ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜରିମାନା l ଆଜି ମାନ୍ୟବର ଅଦାଲତ ଏକ ହତ୍ୟା ଘଟଣାର ରାୟ ଶୁଣାଇଛନ୍ତି l ଘଟଣା ଟି ଗତ ତା 29-07-2022 ରିଖ ବାଦାମପାହାଡ଼ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମରେ ଘଟିଥିଲା l ଏହି ଘଟଣାରେ ଆସାମୀ ଶ୍ୟାମ…
Read More...

ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ

ପୁରୀ : ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ । ସେହିଦିନ ବଳଭଦ୍ରଙ୍କର ମଧ୍ୟ ଜନ୍ମଦିନ । ଭଉଣୀ ସୁଭଦ୍ରା ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପାଟରା ବିଷୋୟୀ ସେବାୟତା ଚାରୋଟି ବଡ ରାକ୍ଷୀ ହ…
Read More...

କୋଟା ଛାତ୍ର ମୃତ୍ୟୁ ମାମଲାରେ ଲାଗିବ ରୋକ

ରାଜସ୍ଥାନ କୋଟାରେ ପାଠର ଚାପରେ ନେଉଛି ପିଲାଙ୍କ ଜୀବନ । ରାଜସ୍ଥାନର କୋଟାରେ ଏକ କୋଚିଂ ସେଣ୍ଟର ନିଟ ଆଶାୟୀ ଦୁଇ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏହି ମାମଲାରେ ଲଗାଣ ଲଗାଇବା ପାଇଁ ‘ଅଧା ଦିନ ପଢା ଏବଂ ଅଧାଦିନ ମସ୍ତି’ କରବେ । ଆତ୍ମହତ୍ୟା କରିବାକୁ ପ୍ରବୃତ୍ତି ରଖୁଥିବା ପିଲାଙ୍କୁ…
Read More...

“ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ର”ର ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା କ୍ୟାପିଟାଲ ଥାନା ଫାଣ୍ଡିରେ ଏକ "ମେଡିକୋ-ଲିଗାଲ୍ ଫ୍ୟାସିଲିଟେସନ୍ କେନ୍ଦ୍ର" ର ଶୁଭାରମ୍ଭ କରାଯାଇଛି । ଏଥିରେ ମାନ୍ୟବର ରାଜ୍ୟ ସଭାର ସାଂସଦ ସୁଜିତ କୁମାର, ମୁଖ୍ୟ ଅତିଥି ଭାବେ ଯୋଗ…
Read More...

ମିନାଝୋଲା ଶୈାବପିଠ ନିକଟସ୍ଥ ବଂଶଧାରା ନଦୀରେ ଭାସିଗଲେ ଦୁଇ ଜଣ ଶିଶୁ

ଗୁଣପୁରରୁ (ଦୀପକ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମିନାଝୋଲା ଶୈାବ ପିଠ ନିକଟରେ ଅଘଟଣ। ବଂଶଧାରା ନଦୀ ପାଣି ସ୍ରୋତରେ ଭାସିଗଲେ ଦୁଇଜଣ । ଦୁଇଜଣ  ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ ବୟସ ୯ ଆଉ ଜଣେ ନାବାଳିକା ସ୍ମୁତି ବଡସେଟ୍ ବୟସ ୧୦ ରହିଥିବା ସୂଚନା। ସମୁଦାୟ ପାଞ୍ଚଜଣ…
Read More...