ପୋଲିସ – ମାଓବାଦୀ ଗୁଳି ବିନିମୟ : ୨ମାଓବାଦୀ ମୃତ୍ୟୁ

ମାଲକାନଗିରି : ମାଲକାନଗିତି ସୀମା ଛତିଶଗଡର ସୁକୁମା ଜିଲ୍ଲାରେ ପୋଲିସ – ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଏହି ଗୁଳି ବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତାଡମେଟଲା ଓ ଦୁଲେଡ ଜଙ୍ଗଲରେ ମାଓ ଶିବିର ଚାଲୁଥିବା ସୂଚନା ମିଳିବା ପରେ ସିଆରପିଏଫ ଯବାନ ଅପରେସନ ଆରମ୍ଭ କରିଥିଲେ ।…
Read More...

ସିମକାର୍ଡ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଏଣିକି ସିମକାର୍ଡ କିଣିବା ପଡିବ ମହଙ୍ଗା । ନୂଆ ସିମକାର୍ଡ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସିମକାର୍ଡ କିଣିବା ଓ ଏହାକୁ ଆକ୍ଟିଭେଟ କରିବା ପ୍ରକ୍ରିୟା ଜଟିଳ ହେବ । ଏନେଇ କେନ୍ଦ୍ର ସରକାର ନୂଆ ନିୟମ ଲାଗୁକରିବାକୁ ଯାଉଛନ୍ତି । ଜଣେ ବ୍ୟକ୍ତି ନାଁ ରେ ଏବେ ଅଧିକ…
Read More...

ଆଜି ହେଉଛି ଗୁରୁଦିବସ ତଥା ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ

ଭୁବନେଶ୍ୱର: ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ । ଆଜି ହେଉଛି ଗୁରୁଦିବସ ତଥା ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୟନୀ ଅବସରରେ ପାଳନ କରାଯାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା…
Read More...

ରିଲିଜ ପୂର୍ବରୁ ଯବାନ କ୍ରେଜ, ୯ କୋଟି ଆଡଭାନ୍ସ ବୁକିଂ

ମୁମ୍ବାଇ: ରିଳିଜ ପୂର୍ବରୁ ‘ଯବାନ’ କ୍ରେଜ । ସରା ଦେଶ ଦର୍ଶକ ଶାହାରୁଖ ଖାନଙ୍କ ‘ଯବାନ’ ଦେଖିବାକୁ ଉତ୍ସାହିତ ଅଛନ୍ତି । ତେବେ ଏହା ସିନେମା ହଲରେ ଆସିବା ପୁର୍ବରୁ ଏହାର କ୍ରେଜ ସବୁଆଡେ ଦେଖିବାକୁ ମିଳୁଛି । ଏବେସୁଦ୍ଧା ପ୍ରାୟ ୫ଲକ୍ଷ ଟିକେଟ ବୁକିଂ କରିସାରିଲାଣି । ସାରାଦେଶରେ ଆଡଭାନ୍ସ…
Read More...

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି ,ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ପଟ୍ଟା ଦେବାପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା । ଏ ସମସ୍ୟା ସଂପର୍କରେ ଜନସାଧାରଣ 5T ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ 5T…
Read More...

ଆସନ୍ତୁ ଜାଣିବା ଅପରାଜିତା ଫୁଲର ଉପକାରିତି

ଅପରାଜିତା ଫୁଲ ମହାଦେବ ଖୁବ ପ୍ରିୟ ହୋଇଥାଏ । ଏହି ଅପରାଜିତା ଫୁଲ ସମସ୍ତଙ୍କ ବାଢିରେ ହୋଇଥାଏ । ଲତା ହୋଇ ଚାରିଆଡେ ମାତିଥାଏ । ଅପରାଜିତାର କୌଣସି ଯତ୍ନ ନେବାକୁ ପଡେନି । ଅପରାଜିତା ଫୁଲ ଯେତିକି ସୁନ୍ଦର ସେତିକି ସ୍ୱାସ୍ଥ୍ୟାକର । ଅପରାଜିତାରେ ଅନେକ ଔଷଧୀୟ ଗୁଣ ଥାଏ ତେବେ ଆସନ୍ତୁ ଜାଣିବା…
Read More...

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

ଆହତ ହୋଇଥିବାରୁ  ଏସିଆ କପରେ  ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ ପଡିଛନ୍ତି ବ୍ୟାଟସମ୍ୟାନ୍ କେଲ ରାହୁଲ । ଯାହାଫଳରେ ରାହୁଲ ଭାରତୀୟ ଦଳ ସହ ଶ୍ରୀଲଙ୍କା ଯାତ୍ରା କରିନଥିଲେ । ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ସୋମବାର ଫିଟନେସ ପରୀକ୍ଷା ହେବ…
Read More...

ଭାରତ ପାକିସ୍ତାନ ମ୍ୟାଚ ବେଳେ ଷ୍ଟାଡିୟମରେ କମ୍ପିଲା ରାମ ନାମ

ଭାରତ ପାକିସ୍ତାନ ମ୍ୟାଚ ବେଳେ କମ୍ପିଲା ରାମ ନାମ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଶ୍ରୀଲଙ୍କା ଷ୍ଟାଡିୟମରେ ବାଜିଲା ‘ରାମ ସିୟା ରାମ’ଗୀତ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀଲଙ୍କାର ପଲ୍ଲେକେଲେ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା…
Read More...

ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି

ଆଜି ଭାରତ ନେପାଳ ମଧ୍ୟରେ ଲଢେଇ । ଏଥି ପାଇଁ କ୍ରିକେଟ ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଭରି ରହିଛି । ଏହି ମ୍ୟାଚରେ ଯିଏ ଜିତିବ ସେ ସୁପର ଫୋରକୁ ଯିବ । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବା ନିସ୍ପତି ନେଇଛି । ନେପାଳ ଟିମ ଭାରତୀୟ ଟିମ ଭଳି ଶକ୍ତିଶାଳୀ ନୁହେଁ । ତେଣୁ ଭାରତ ଜିତିବାର ଅଧିକ…
Read More...

ଛେଳି ଚୋରକୁ, ଜୋତା ମାଳ ପିନ୍ଧାଇ ବୁଲାଇଲେ ଲୋକେ

ବସ୍ତା (ଅଜିତ କୁମାର ସାହୁ): ଛେଳି ଚୋରକୁ ନିର୍ଧୁମ ଛେଚିଲେ ଓ  ବେକରେ ଜୋତାମାଳ ପିନ୍ଧାଇ  ଗାଁ ଦାଣ୍ତରେ ବୁଲାଇଲେ ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ  ବାଲେଶ୍ବର ଜିଲ୍ଲା ବସ୍ତା ଥାନା  ସାନଖୁଡି ଗ୍ରାମର କରୁଣାକର ଦାସ ସେହି ଗ୍ରାମର…
Read More...