ପ୍ରେସର କୁକରରେ ପିଟି ଲିଭ ଇନ ପ୍ରେମିକାକୁ ହତ୍ୟା
ଆପଣ ମାନଙ୍କୁ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟକଥା ତ ମନେ ଥିବା ! ଏହି ଘଟଣାଟି ମନରୁ ଲିଭିନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଅନ୍ୟଏକ ଅଭାବନୀୟ ଘଟଣା । ପ୍ରେମିକାକୁ ପ୍ରେସର କୁକରରେ ପିଟି ହତ୍ୟାକରିଲା ପ୍ରେମିକ। ତେବେ ଏପରି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ । ଲିଭ-ଇନ ରିଲେସନରେ…
Read More...
Read More...