କୋରାପୁଟ  ନୌକା ଦୁର୍ଘଟଣାରେ 5 ଜଣ  ବ୍ୟକ୍ତିଙ୍କ   ମୃତ୍ୟୁ :  ମୁଖ୍ୟମନ୍ତ୍ରୀଙ୍କ  ଶୋକ

ଭୁବନେଶ୍ବର  :  ଗତକାଲି   କୋରାପୁଟ ଜିଲ୍ଲାର  ନନ୍ଦପୁର  blockର ପାତାଳୀ  ନଦୀରେ ଏକ ନୌକା  ଦୁର୍ଘଟଣାରେ 5 ଜଣ   ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।  ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ  ଗଭୀର  ଶୋକ  ପ୍ରକାଶ  କରିବା  ସହ  ମୃତକଙ୍କ  ନିକଟ ତମ  ଆତ୍ମୀୟଙ୍କ  ପାଇଁ    ଚାରି ଲକ୍ଷ  ଟଙ୍କା …
Read More...

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସାମାଜିକ ସମରସତା ପ୍ରାନ୍ତ ବୈଠକ ଅନୁଷ୍ଠିତ

ଗଞ୍ଜାମ(ରଜନୀକାନ୍ତ ପାତ୍ର) : ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସାମାଜିକ ସମରସତା ପ୍ରାନ୍ତ ବୈଠକ ଆଙ୍କୁଲି ପଣ୍ଡା କଲୋନୀ ଠାରେ ସମାପନ ହୋଇଯାଇଛି l ବୈଠକରେ ଶ୍ରୀମାନ ଦେବାଜୀ ରାବତ, କେନ୍ଦ୍ରୀୟ ସମ୍ପାଦକ ବିଶ୍ୱହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ପ୍ରବକ୍ତା ଗୌତମ ସରକାର, କଲିକତା କ୍ଷେତ୍ର ପ୍ରମୁଖ…
Read More...

କୋରାପୁଟ ପାତାଳି ନଦୀରେ ଡଙ୍ଗାବୁଡି ଘଟଣା ; ୪ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ପାତାଳୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ୪ଜଣ ମୃତ ଦେହ ଆଜି ଉଦ୍ଧାର ହୋଇଛି । ଓଡ୍ରାଫ ଟିମ ଓ ନନ୍ଦନପୁର ଅଗ୍ନିଶମ ବିଭାଗ ଦ୍ୱାରା ନଦୀରୁ ନିଖୋଜ ୪ ମୃତ ଦେହ ଉଦ୍ଧାର ହୋଇଛି । ଆଜି ଶଶିରେଖା ଆଲର୍ବ, ନବିନା ଆଲର୍ବ, ପୁଷ୍ପାଞ୍ଜଳି ଆଲର୍ବ ଓ କ୍ରାନ୍ତି ସୀମାଙ୍କ…
Read More...

ତିରିଂ ଥାନା ତରଫରୁ ଗରିବ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ

ରାଇରଙ୍ଗପୁର  : ଚଳିତ ବର୍ଷର ପ୍ରବଳ ଶୀତ ପ୍ରବାହ ସ୍ଥାନୀୟ ଇଲାକରା ଜନସାଧାରଣ ଙ୍କ ଜୀବନ ଯାତ୍ରକୁ ବ୍ୟାପକ ରୂପେ ପ୍ରଭାବିତ କରିଛି। ଏହି ଅବସରରେ ତିରିଂ ଥାନା ଅଧିକାରୀ  ଭାସ୍କର ପ୍ରଧାନ ଙ୍କ ଉଦ୍ୟମରେ ସ୍ଥାନୀୟ ଇଲାକାର ଶତାଧିକ ବୃଦ୍ଧ ଓ ବୃଦ୍ଧା ଅସହାୟ ଗରିବ ଲୋକମାନ ଙ୍କୁ ମାଗଣାରେ…
Read More...

ଡାକ୍ତରୀ ଛାତ୍ରଙ୍କୁ ମାଡ ମାରି ୨ ଅଭିଯୁକ୍ତ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଭୀବଭୋଇ ମେଡଇକାଲ କଲେଜ ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ଏହି ଘଟଣାକୁ ନେଇ ତୀବ୍ର ହୋଇଥିଲା ଆନ୍ଦୋଳନ । ହାଉସ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ଜୋରଦାର ହୋଇଛି । ଛାତ୍ରଛାତ୍ରୀମାନେ ମୁଣ୍ଡରେ…
Read More...

ଅସୁରକ୍ଷିତ ରାଜଧାନୀ , ‘ଓଲା’ ଡ୍ରାଇଭରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ

ଭୁବନେଶ୍ୱର : ରାଜଧାନୀରେ ଓଲା ଡ୍ରାଇଭରଙ୍କୁ ଅପହରଣ । ପାତ୍ରପଡା କ୍ରିଷ୍ଣା ବିହାର ଅଂଚଳର ଶଙ୍କର୍ଷଣ ଦାସଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତ କାଲି ରାତିରେ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ସ୍ତ୍ରୀକୁ ଫୋନ କରି ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ମାଗୁଛନ୍ତି । ଭିଡିଓ କଲ…
Read More...

ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ପୁରସ୍କାର ବିତରଣ ସମାରୋହ

ସେମିଳିଗୁଡ଼ା (ଦଶରଥ ମାଛ) :  ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ  ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ନିର୍ଦ୍ଦେଶକ ଅମର କୁମାର ବାଘଙ୍କ ନେତୃତ୍ୱରେ ମହାସମାରୋହରେ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭାରତର ବିଭିନ୍ନ ରାଜ୍ୟରୁ କୋଣ ଅନୁକୋଣରୁ ୭୨୨ ଜଣ ବିଭିନ୍ନ କ୍ଷେତ୍ରରେ…
Read More...

ସୋନପୁର ଗ୍ରାମରେ ବନ ବିଭାଗର  ଚଢାଉ , ପ୍ରାୟ ୪ ପିକପ କାଠ ଜବତ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସୋନପୁର (ଡିଏନକେ) ଗ୍ରାମରେ ବାରମ୍ବାର ବେଆଇନ କାଠ କାମ ଚାଲିଥିବା ଅଭିଯୋଗ ହୋଇଥିଲା । ଫଳରେ  ଓଡିଶା  ଓ ଛତିଶଗଡ ବନ ବିଭାଗର ମିଳିତ ଚଢାଉ ହୋଇଥିଲା । ଏହି ଚଢାଉରେ ଉକ୍ତ ଗ୍ରାମର ୧୩ ଗୋଟି ଘରରୁ ପ୍ରାୟ ୪ ପିକପ ଶାଗୁଆନ କାଠର ଅର୍ଦ୍ଧ…
Read More...

ଘନ କୁହୁଡି ଯୋଗୁ ନୀଳଚକ୍ର ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ପୁରୀ : ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ଲକ୍ଷଲକ୍ଷ ଭକ୍ତ ଦର୍ଶନାର୍ଥି ଓ ପର୍ଯ୍ଯଟକଙ୍କ ଗହଳିଚହଳି।   ଦର୍ଶନକୁ ସୃଙ୍ଖଳିତ କରିବା ପାଇଁ ଭୋରୁ ଅର୍ଥାତ ୪ଟା ୫୦ରେ ମଙ୍ଗଳାଳତୀ ହୋଇ ଦର୍ଶନ ଆରମ୍ଭ କରାଯାଇଛି। ସୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି…
Read More...

ନୂଆବର୍ଷ ପୂର୍ବରୁ ମିଳିପାରେ ଖୁସି ଖବର : ୮ରୁ ୧୦ଟଙ୍କା ପର୍ଯ୍ୟନ୍ତ କମିପାରେ ପେଟ୍ରୋଲ ଡିଜେଲ

ନୂଆଦିଲ୍ଲୀ : ନୂଆବର୍ଷ ପୂର୍ବର ମିଳିପାରେ ଖୁସି ଖବର । କମିପାରେ ପେଟ୍ରେଲ ଡିଜେଲ ଦର । ୮ରୁ ୧୦ ଟଙ୍କା ପର୍ଯ୍ୟନ୍ତ କମିପାରେ ବୋଲି ପ୍ରସ୍ତାବ ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରାଳୟ । ଏବେ କେବଳ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀର ଅପେକ୍ଷା ରହିଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ…
Read More...