ୱାଙ୍ଖଡ଼େରେ ଆଜି ଉନ୍ମୋଚିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି
ବ୍ୟୁରୋ : ୱାଙ୍ଖଡ଼େ ଷ୍ଟାଡିୟମ୍ରେ ବୁଧବାର ଭାରତୀୟ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପ୍ରତିମୂର୍ତ୍ତିକୁ ମଙ୍ଗଳବାର ଶେଷ ସ୍ପର୍ଶ ଦିଆଯାଇଛି। ୱାଙ୍ଖ୍ଡ଼େ ପରିସରରେ…
Read More...
Read More...