ବୁଲା କୁକୁର ମାନଙ୍କୁ ସାର୍ବଜନୀନ ସ୍ଥାନରେ ଦିଆଯିବ ନାହିଁ ଖାଦ୍ୟ

ନୂଆଦିଲ୍ଲୀ:- ବୁଲା କୁକୁର ମାମଲାରେ ଶୁକ୍ରବାର ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ । ଏଣିକି ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲଗାଯିବ ରୋକ୍‌ । କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦିଆଯିବ । ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ…
Read More...

ଆଜି ଠାରୁ ଆରମ୍ଭ ହୋଇଛି ମହାପ୍ରଭୁ ହେଲା ରଥଭଙ୍ଗା କାମ

ପୁରୀ:- ଆଜି ଠାରୁ ଆରମ୍ଭ ହୋଇଛି ମହାପ୍ରଭୁ ହେଲା ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ରଥଭଙ୍ଗା ଚାଲିଛି । ପ୍ରଥମେ ଦେବଦଳନ ରଥର କାଠ ଭଙ୍ଗାଚାଲିଥିବାବେଳେ, ପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଏହା ପରେ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ଏହା ପରେ ପ୍ରତିବର୍ଷ ପରି…
Read More...

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ଓ ବସ୍‍ ସେବା

ଭୁବନେଶ୍ୱର:- ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ବସ୍‌ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ । ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି । ସେହିପରି…
Read More...

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ହିତୈଷିଣି ସମାଜ ପକ୍ଷରୁ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ

ଗଜପତି:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣି ସମାଜ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ହିତୈଷିଣି ସମାଜ ପକ୍ଷରୁ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି  କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ…
Read More...

ରାଜ୍ୟସ୍ତରୀୟ ସୃଜନ କମିଟି ଓ ୱାର ରୁମ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର:- ରାଜ୍ୟସ୍ତରୀୟ ସୃଜନ କମିଟି ଓ ୱାର ରୁମ କମିଟି ଗଠନ କଲା କଂଗ୍ରେସ । ସୃଜନ ଅଭିଯାନ ମାଧ୍ୟମରେ ଓଡ଼ିଶାର ୩୫ ଗୋଟି ଜିଲ୍ଲାରେ କଂଗ୍ରେସ କମିଟି ସଭାପତି ଚୟନ ପ୍ରକ୍ରିୟା ନିମନ୍ତେ ଅଖିଳ ଭାରତ କଂଗ୍ରେସ କମିଟି ୩୫ ଜଣ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଏହି…
Read More...

ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍‌ ଆନାସ୍ଥେସିଆ ୟୁନିଟ୍

ଭୁବନେଶ୍ୱର:-  ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍‌ ଆନାସ୍ଥେସିଆ ୟୁନିଟ୍। ଏଣିକି ଆନାସ୍ଥେସିଆ ଡାକ୍ତରଙ୍କ ପାଇଁ ଆଉ କଟକ ବଡ଼ ମେଡିକାଲ ଉପରେ ଶିଶୁଭବନ ନିର୍ଭର କରିବେ ନାହିଁ। ଏଥିପାଇଁ ୪ଟି ଆନାସ୍ଥେସିଆ ମେସିନ୍ ଓଡ଼ିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍…
Read More...

ମହିଳା ଦିନିକିଆ ବିଶ୍ବକପ୍ ଲାଗି ଭାରତୀୟ ଦଳ ଘୋଷିତ ହୋଇଛି

ନୂଆଦିଲ୍ଲୀ:- ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ ମହିଳା ବିଶ୍ୱକପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି । ସୁସ୍ଥ ହୋଇଥିବାରୁ ପେସ୍‌ ବୋଲର ରେଣୁକା ସିଂହ ଓ ଅଲ୍‌ରାଉଣ୍ଡର…
Read More...

ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ…

କେନ୍ଦ୍ରାପଡା:- ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ମହୁ ସମବାୟ ସମିତିରୁ ଖରିଫ୍‌ ଋଣ କରାଇଦେବା ପାଇଁ ଜଣେ…
Read More...

ଛାତ୍ରୀଛାତ୍ରଙ୍କୁ ମିଳିବ ୧୧ ଦିନ ମଧ୍ୟାନ୍ନ ଭୋଜନର ଚାଉଳ ସହ ରନ୍ଧା ବାବଦକୁ ଟଙ୍କା

ଭୁବନେଶ୍ୱର:- ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କାରଣରୁ ମେ ୫ ପରିବର୍ତ୍ତେ ୨୩ ଏପ୍ରିଲରୁ ସ୍କୁଲ ବନ୍ଦ ରଖାଯାଇଥିଲା । ଏହି ସମୟ ମଧ୍ୟରେ ୧୧ ଦିନ ମଧ୍ୟାନ୍ନ ଭୋଜନ ଦିଆଯାଇ ନଥିଲା । ସେନେଇ ଏବେ ରାଜ୍ୟର ସମସ୍ତ ଶିଶୁ (ବାଲ୍‌) ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ…
Read More...

ମୁନିଗୁଡା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟରେ ଏନ୍‌ଏସି ଘୋଷଣା ପାଇଁ ଦାବୀ

ମୁନିଗୁଡ଼ା:- ମୁନିଗୁଡ଼ା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟର ସହଯୋଗରେ ଏନ୍‌ଏସି ଘୋଷଣା ପାଇଁ ଦାବୀ ତୀବ୍ର ହୋଇଛି। ଏହି ଦାବୀକୁ ସମର୍ଥନ କରି ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା । ପ୍ରଗତି ମଞ୍ଚ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ଏନ୍‌ଏସି ଘୋଷଣା ହେବ ନାହିଁ, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ…
Read More...