ସଫେଇ ନାଁରେ ବର୍ଷକ ମଧ୍ୟରେ ୨ ଥର ବିଲ୍ କରି ଲୁଟି ନେଇଛନ୍ତି ୬୨ ହଜାର ଟଙ୍କା
କାକଟପୁର ବ୍ଲକ କୁରୁଜଙ୍ଗ ଗ୍ରାମ ପଞ୍ଚାୟତ କୁରୁମ ବୌଦ୍ଧପୀଠ ଏବେବି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ସହ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ସଫେଇ ନାଁରେ ବର୍ଷକ ମଧ୍ୟରେ ୨ ଥର ବିଲ୍ କରି ୬୨ ହଜାର ଟଙ୍କା ଲୁଟି ନେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ସୂଚନା ଅନୁଯାୟୀ ବୌଦ୍ଧ ପୀଠ…
Read More...
Read More...