ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ମାଓଗଡ

ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ମାଓଗଡ । ଦିନକୁ ଦିନ ମାଓବାଦୀ ମାନେ ହିଂସା ପଥକୁ ତ୍ୟାଗ କରି ଆତ୍ମ ସମର୍ପଣ କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨୦୧୧ ରୁ ମାଓବାଦୀଙ୍କ ଚଳପ୍ରଚଳ ରହିଥିବା ବେଳେ ଜିଳ୍ଲାର ୧୩ଟି ବ୍ଳକରୁ ୧୧ଟି ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ଥିଲା । ଜିଲ୍ଲାରେ କେକେବିଏନ (…
Read More...

ପୁଷ୍ପା ଷ୍ଟାଇଲରେ ଆତଙ୍କ ସୃଷ୍ଟି କରିବା ପଡିଲା ମହାଙ୍ଗା

ପୁଷ୍ପା ଷ୍ଟାଇଲରେ ଆତଙ୍କ ସୃଷ୍ଟି କରିବା ସହ ଦାଦାଗିରି ଦେଖାଇବା ପଡିଲା ମହାଙ୍ଗା । ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଲା ପୋଲିସ । କିଛିଦିନ ତଳେ ଜଣେ ଆଇନଜିବିଙ୍କୁ ଆକ୍ରମଣ ଓ ଗୌତମ ନଗର କଦଳୀ ଗୋଦାମ ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରି ଜଣେ ଓକିଲ ଙ୍କୁ ଆକ୍ରମଣ କରିଥିବା…
Read More...

ସାପ୍ତାହିକ ହାଟ ସମସ୍ୟା ପାଇଁ ଜନତା-ପୋଲିସ ବୈଠକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ଏନଏସି ର ବହୁ ପୁରାତନ ହାଟରେ ସୁଧାର ଆଣିବାପାଇଁ ଅତିରିକ୍ତ ଏସପିଙ୍କ ଉଦ୍ୟମରେ ପୋଲିସ-ଜନତା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ହିନ୍ଦୋଳ ଏନଏସି ୱାର୍ଡନଂ-୮ ଗୁଣ୍ଡିଚାମଣ୍ଡପ ହାଟପଡିଆରେ ବହୁବର୍ଷଧରି…
Read More...

ଜଣେ ପ୍ରାପ୍ତବୟସ୍କ ମହିଳା ବା ଝିଅଙ୍କ ସ୍ୱାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତିରେ କୌଣସି ବାଧା ନାହିଁ

ମାନ୍ୟବର ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ, ସ୍ୱାଧୀନ ଭାବରେ ବଞ୍ଚିପାରିବେ ପ୍ରାପ୍ତ ବୟସ୍କ ଝିଅ । ବାପା-ମା’ କିମ୍ବା ଶ୍ୱଶୁର ଘର ଲୋକେ, ଘରେ ରହିବାକୁ କରିପାରିବେ ନାହିଁ ବାଧ୍ୟ । ହାଇକୋର୍ଟ କହିଛନ୍ତି ଏଭଳି କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଜଣେ ପ୍ରାପ୍ତବୟସ୍କ ମହିଳା…
Read More...

ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ

ବାଲେଶ୍ୱର ସାଂସଦ ପ୍ରତାପ ଶଡଙ୍ଗୀ ଖୋଲିଲେ । କହିଲେ, ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ । ମୋତେ କିଣିବାକୁ ଚେଷ୍ଟା କରିଥିଲେ, ଏବଂ ମୋ ପାଖକୁ ନେତାଙ୍କୁ ପଠେଇଥିଲେ । କିନ୍ତୁ ମୁଁ ମନା କରିଥିଲି ଏବେ ବି ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି କାରଣ ତାଙ୍କର ଆଉ ସେ କ୍ଷମତା…
Read More...

ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ

ଶୁକ୍ରବାର ରାଜ୍ୟ ସରକାର ଜମ୍ମୁ ଓ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏହା ସହ ରଶ୍ମିରଞ୍ଜନ ହୋଉଛନ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ । ଏନେଇ ଗତବର୍ଷ ନଭେମ୍ବର ମାସ ୨୧ ତାରିଖରେ…
Read More...

ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଲୁଚିଥିଲା ଗାଁର ପାଣି ଟାଙ୍କି ଉପରେ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ । ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଲୁଚିଥିଲା ଗାଁର ପାଣି ଟାଙ୍କି ଉପରେ । ଖବର ପାଇ ଘଟଣା ସ୍ଥଳକୁ ପୋଲିସ ଓ ଦମକଳବାହିନୀ ପହଞ୍ଚିଥିଲେ । ପାଣି ପ୍ରକଳ୍ପ ଉପରକୁ ଦମକଳ…
Read More...

ଏଜେଣ୍ଟ ସାଜି ଖୋଲୁ ଥିଲେ ମ୍ୟୁଲ ଆକାଉଣ୍ଟ

ରାଜଧାନୀର ବିଭିନ୍ନ ବ୍ୟାଙ୍କ ମାନଙ୍କରେ ଆକାଉଣ୍ଟ ଖୋଲାଯାଇ ହେଉଥିବା ଅପବ୍ୟବହାରକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଗତ କିଛିଦିନ ଧରି ଅପରେସନ ସାଇବର କବଚ ମାଧ୍ୟମରେ ଚାଲିଛି ଧରପଗଡ ଅଭିଯାନ । ଅପରେସନ ଜରିଆରେ ମ୍ୟୁଲ ଆକାଉଣ୍ଟ ଖୋଲିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୩ ଭାଇଙ୍କୁ ଗିରଫ କରି…
Read More...

ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର

ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ  ସରକାର । ଏକାଥରକେ ଏକାଧିକ ବରିଷ୍ଠ ପ୍ରଶାସକଙ୍କୁ ଅଦଳବଦଳ କରାଯାଇଛି । ଅଦଳବଦଳ ଅନୁଯାୟୀ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ବଦଳ କରାଯାଇ ତାଙ୍କ ସ୍ଥାନରେ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କୁ ଅଣାଯାଇଛି  ।…
Read More...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପରମାନନ୍ଦ ମହାନ୍ତିଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଯାଜପୁର ଜିଲା ଧର୍ମଶାଳା ବ୍ଲକର ପ୍ରାକ୍ତନ ବିଧାୟକ ପରମାନନ୍ଦ ମହାନ୍ତିଙ୍କ ୧୧୦ ତମ ଜ୍ରନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ରସୁଲପୁର ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ପ୍ରେସ୍ କ୍ଲବ କୁଆଖିଆ ପକ୍ଷରୁ ଏହି ଉତ୍ସବ ପାଳିତ ହୋଇଥିଲା । କ୍ଲବର ସଭାପତି ବିଶ୍ୱନାଥ…
Read More...