ପ୍ରଳୟଙ୍କାରୀ କାଳବୈଶାକୀ ନେଲା ୧୬ ଜୀବନ…

ଉତ୍ତରାଖଣ୍ଡରେ ଦୁଇ ଦିନରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି।  ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ମଧ୍ୟରେ ଉତ୍ତର ପ୍ରଦେଶର ବିଭିନ୍ନ ପ୍ରାନ୍ତରେ ହଠାତ୍ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଏହି କାଳବୈଶାଖୀ ଝଡ଼ ଯୋଗୁଁ ସାରା ରାଜ୍ୟରେ ଶତାଧିକ ଗଛ, ଟିଣ ଛପର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି…
Read More...

ଚିହ୍ନି ପାରିଲାନି ମେସି, ଉପସ୍ଥିତ ବୁଦ୍ଧି ଖଟାଇଲେ ମହିଳା…

ଆଜି କାଲିର ଡିଜିଟାଲ ଯୁଗରେ ଦସ୍ତଖତ ବଦଳରେ ବାୟୋମେଟ୍ରିକ ବ୍ୟବହାର ହେଉଛି । ଯେଉଁଥିରେ ଆଖି ସ୍କାନ କିମ୍ବା ଫେସ୍ ସ୍କାନ ବା ଆଙ୍ଗୁଠି ସ୍କାନ ଦରକାର ପଡୁଛି । ସେ ରାସନ ଦୋକାନ ହେଉ କିମ୍ବା କୈାଣସି ଯୋଜନା ଅପ୍ଲାଏ କରିବା ହେଉ । ସେହିପରି ତେଲେଙ୍ଗାନାର ମହବୁବାବାଦ ଜିଲ୍ଲାରେ ସମାନ ଘଟଣା…
Read More...

ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ପ୍ରାକ୍-ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଗଜପତି ଜିଲ୍ଲା  ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆସନ୍ତା ରଥ ଯାତ୍ରା ପାଳନ ଉପଲକ୍ଷେ ପ୍ରାକ୍-ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।   ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ  ଅଧ୍ୟକ୍ଷତାରେ  ଅନୁଷ୍ଠିତ…
Read More...

ରାମସାଗର ପରିଦର୍ଶନ କରି ତିନୋଟି ବୃହତ ଜଳାଶୟର ପୁନରୁଉଦ୍ଧାର କଲେ ବିଧାୟକ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂରୂପେଶ କୁମାର ପାଣିଗ୍ରାହୀ । ସନ୍ଧ୍ୟା ସମୟରେ ବିଧାୟକ ରାମସାଗରର ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି…
Read More...

ଲୋଡ଼ ସମୟରେ ଖସିପଡ଼ିଲା ଆଇରନ ଗ୍ରାଫ୍, ଡ୍ରାଇଭର ମୃତ…

ଜାହାଜ ରେ ଆଇରନ ଲୋଡ଼ ସମୟରେ ଘଟିଲା ଅଘଟଣ, କ୍ରେନ୍ ସହାୟତାରେ ଆଇରନ ଲୋଡ଼ ହେଉଥିବା ସମୟରେ ହଠାତ ହାଇୱା ଉପରେ ଆଇରନ ଗ୍ରାଫ୍ ଖସିପଡ଼ିଲା  ଓ ଘଟଣା ସ୍ଥଳରେ ଡ୍ରାଇଭର ମୃତ, ଘଟଣା ଘଟିଛି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ରେ ରହିଥିବା CQ-1 ବର୍ଥ ରେ । ଗତକାଲି ବର୍ଷା କାରଣରୁ ଆଇରନ ଗୁଣ୍ଡ…
Read More...

ଓଏଏସ୍ ରେ ସଫଳତା ପରେ ବିରେନ୍ଦ୍ର କୁମାର ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା…

ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତର ଯୁବ ପ୍ରତିଭା ବିରେନ୍ଦ୍ର କୁମାର ଜେନା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ସଫଳତା ଅର୍ଜନ କରିବା ପରେ ନିଜ ଜନ୍ମମାଟିକୁ ଫେରିଥିବା ବେଳେ ପଞ୍ଚାୟତବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି।…
Read More...

ବ୍ୟକ୍ତିଗତ ଜମି ବିବାଦ ଓ ମାମଲା ରୁଜୁ କରାଯାଇ ନଥିବା ବିରୁଦ୍ଧରେ ଥାନା ଘେରାଉ…

ବାଲିଚନ୍ଦ୍ରପୁର ,ବ୍ୟକ୍ତିଗତ ଜମି ବିବାଦ ସହିତ ଥାନାରେ ମାମଲା ରୁଜୁ କରାଯାଇନଥିବା ପ୍ରତିବାଦରେ ଆଜି ସନ୍ଧ୍ୟାରେ ଚାରିନଙ୍ଗଳ ପଞ୍ଚାୟତ ଗହରନଗର ଦଳିତ ସାହିର ବହୁ ସଂଖ୍ୟକ ପୁରୁଷ ଓ ମହିଳା ବାଳିଚନ୍ଦ୍ରପୁର ଥାନା ଘେରାଉ କରି ନ୍ୟାୟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ…
Read More...

ବ୍ୟାଟ୍ ଫୋପାଡ଼ି ଆଉଟ୍ ହେଲେ ସୁଦର୍ଶନ…

ଚଳିତ ବର୍ଷର ଆପିଏଲରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି। ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେIPL 2026 କ୍ୱାଲିଫାୟର-୨ ମୁକାବିଲା ସମୟରେ ପୁଣି ଥରେ ଏକ ଦୃଶ୍ୟ ସାମ୍ନାକୁ ଆସିଲା ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଶୁକ୍ରବାର ପିସିଏ ଷ୍ଟାଡିୟମରେ ଅନୁଷ୍ଠିତ ଏକ ରୋମାଞ୍ଚକର…
Read More...

ସ୍ୱାମୀ ଦ୍ୱାରା ସ୍ତ୍ରୀର ପରିବାରକୁ ଅପମାନିତ କରିବା ସମ୍ପର୍କରେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ…

ସ୍ୱାମୀ ଦ୍ୱାରା ସ୍ତ୍ରୀର ପରିବାରକୁ ଅପମାନିତ କରିବା ସମ୍ପର୍କରେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଛତିଶଗଡ଼ରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଭାଇଙ୍କ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ସମାଜକୁ ଏକ ଦର୍ପଣ ଦେଖାଇଛନ୍ତି।…
Read More...

ଦିଲ୍ଲୀ ହାଇକୋର୍ଟରେ କକ୍ରୋଚ୍ ଜନତା ପାର୍ଟି (CJP)କୁ ଏକ ବଡ଼ ଝଟକା…

ଦିଲ୍ଲୀ ହାଇକୋର୍ଟରେ କକ୍ରୋଚ୍ ଜନତା ପାର୍ଟି (CJP)କୁ ଏକ ବଡ଼ ଝଟକା ଲାଗିଛି। ଶୁକ୍ରବାର, ମେ 29 ତାରିଖରେ, କୋର୍ଟ ଅଭିଜିତ୍ ଦୀପକେଙ୍କ ନେତୃତ୍ୱାଧୀନ କକ୍ରୋଚ୍ ଜନତା ପାର୍ଟି (CJP)ର ପୂର୍ବତନ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ତୁରନ୍ତ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେବାକୁ ମନା…
Read More...