IPL ୨୦୨୬ ଫାଇନାଲ୍ ପାଇଁ ହୋଟେଲ ଓ ବିମାନ ଭଡା ଦ୍ୱିଗୁଣା…
IPL 2026 ଫାଇନାଲ୍ ଯେତିକି ପାଖେଇ ଆସୁଛି, କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ଶୀର୍ଷରେ ପହଞ୍ଚିଛି। ମେ 31 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ ପାଇଁ ସାରା ଦେଶର କ୍ରିକେଟ୍ ପ୍ରେମୀମାନେ ପ୍ରବଳ ଉତ୍ସାହ ଅନୁଭବ କରୁଛନ୍ତି।…
Read More...
Read More...