ପୁଣି ମହଙ୍ଗା ହେଲା ଏଲପିଜି ସିଲିଣ୍ଡର, ଜାଣନ୍ତୁ କେତେ ବଢିଛି ମୂଲ୍ୟ…

ଭାରତରେ ପୁଣି ଥରେ ଏଲପିଜି ସିଲିଣ୍ଡର ମହଙ୍ଗା ହୋଇଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ହଠାତ୍ 29 ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ, ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା। ସରକାର ଏହି ଏଲପିଜି ମୂଲ୍ୟ ବୃଦ୍ଧି ଉପରେ ଏକ ବିବୃତ୍ତି ଜାରି କରିଛନ୍ତି।…
Read More...

Instagram ବ୍ୟବହାରକାରୀଙ୍କ ପାଇଁ Meta ଲଞ୍ଚ କଲା 299 ଟଙ୍କାର ପ୍ରିପେଡ୍ ପ୍ଲାନ୍…

ଏଣିକି ଭାରତୀୟ ବ୍ୟବହାରୀଙ୍କ ଦେୟଯୁକ୍ତ ହେବ ଇନଷ୍ଟାଗ୍ରାମ । ବ୍ୟବହାରକାରୀ ମାନେ Instagram Plus ପାଇଁ ₹299 ଟଙ୍କା ଦେବାକୁ ପଡିବ । ଏହି ପ୍ଲାନ୍ ଅଧୀନରେ, Instagram ବ୍ୟବହାରକାରୀମାନେ ଅନେକ ନୂତନ ବୈଶିଷ୍ଟ୍ୟ ପାଇବେ। ଯେଉଁଥିରେ ଅନ୍ୟ ବ୍ୟବହାରକାରୀଙ୍କ କାହାଣୀ ଦେଖିବା ପାଇଁ ଏକ…
Read More...

ସଚିନ ତେନ୍ଦୁଲକରଙ୍କ ୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ 2026 ଏସୀୟ କ୍ରୀଡ଼ା, ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ପାଇଁ ମନୋନୀତ କରାଯାଇଛି। ଗତ ଦୁଇଟି ଲଗାତାର ସିଜିନ୍ ପାଇଁ ଆଇପିଏଲ୍ ରେ ବିପର୍ଯ୍ୟୟ ସୃଷ୍ଟି କରିବା ପରେ, ବୈଭବ ଟିମ୍ ଇଣ୍ଡିଆରେ ସାମିଲ ହୋଇ ସଚିନ ତେନ୍ଦୁଲକରଙ୍କ ଐତିହାସିକ ରେକର୍ଡ…
Read More...

୨୩ ବର୍ଷ ପୂର୍ବେ ଛାଡପତ୍ରରେ ମିଳିଥିବା ୩.୫ କୋଟି ଟଙ୍କା ୮୫ କୋଟି ଟଙ୍କା କିପରି ହେଲା?

ପରକିୟାପ୍ରୀତି ପଡିଲା ମହଙ୍ଗା । ୨୩ ବର୍ଷର ଆଇନଗତ ଲଢେଇ ପରେ ସ୍ତ୍ରୀ ନେଲେ ଛାଡପତ୍ର ତାସହ ନେଲେ ମୋଟା ଅଙ୍କର ଅର୍ଥ । ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ମହିଳା ବର୍ଷା ଗୋହିଲଙ୍କୁ ୨୩ ବର୍ଷର ଛାଡପତ୍ର ଆଇନଗତ ଲଢ଼େଇ ପରେ ୬.୬ ନିୟୁତ ପାଉଣ୍ଡ କିମ୍ବା ୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା…
Read More...

ବୋର୍ଡ – ନିଗମର ଖାଲି ଥିବା ପଦବୀର ତଥ୍ୟ ଦେଲେ ବିଭାଗ, ବଢିଲା ଲବିରେ ଥିବା ନେତାଙ୍କ ଆଶା

ବିଭିନ୍ନ ବିଭାଗ ଅଧୀନରେ ଆସୁଥିବା ବୋର୍ଡ ନିଗମରେ କେତେ ପଦବୀ ଖାଲି ଅଛି ଏବଂ ନୂଆ ସରକାର ଆସିବା ପରେ କେତେ ନିଯୁକ୍ତି ହୋଇଛି ତାର ତଥ୍ୟ ମାଗିଥିଲେ ସରକାର। ନିର୍ଦ୍ଦେଶ ଅନୁସାରେ ତଥ୍ୟ ଦେଇଛନ୍ତି ବିଭାଗ। 17 ଟି ବିଭାଗରେ 32 ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି। ନୂଆ ସରକାର ଆସିବା…
Read More...

ଚେସ୍ ଷ୍ଟାର ଆର ପ୍ରଜ୍ଞାନାନନ୍ଦା ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି

ଯୁବ ଭାରତୀୟ ଚେସ୍ ଷ୍ଟାର ଆର ପ୍ରଜ୍ଞାନାନନ୍ଦା ଓସ୍ଲୋରେ ଅନୁଷ୍ଠିତ ପ୍ରତିଷ୍ଠିତ ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ଉପସ୍ଥିତି ପ୍ରଜ୍ଞାନାନନ୍ଦାଙ୍କ ପଥକୁ ବହୁତ କଷ୍ଟକର କରିଦେଇଥିଲା। ଏହି ଅଭିଜିତ…
Read More...

ଶୁଭେନ୍ଦୁ ସରକାର ଆସୁ ଆସୁ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ…

ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଏବଂ ବଙ୍ଗଳା କ୍ରିକେଟ ଆସୋସିଏସନର ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ କରାଯାଇଛି। ଗାଙ୍ଗୁଲିଙ୍କୁ ଏବେ Z ବର୍ଗ ବଦଳରେ Y ବର୍ଗର ସୁରକ୍ଷା ମିଳିବ। ପଶ୍ଚିମବଙ୍ଗର…
Read More...

ଜୁନାଗଡ଼ରୁ ବ୍ରହ୍ମପୁର, ରାଉରକେଲାରୁ କେନ୍ଦୁଝରଗଡ଼ ପର୍ଯ୍ୟନ୍ତ ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ

ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ତହସିଲର ମୂଳ ଓଡ଼ିଆ ନାମ ସଂଶୋଧନ ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ ୫୦ରୁ ଅଧିକ ସ୍ଥାନର ନାମକୁ ସେମାନଙ୍କର ମୂଳ ଓଡ଼ିଆ ଉଚ୍ଚାରଣ ଓ…
Read More...

କୋଇଡାରେ ସିରିଜ୍ ଦୁର୍ଘଟଣା, ଦୁଇ ମୃତ ତିନି ଗୁରୁତ୍ୱର…

ସୁନ୍ଦରଗଡ଼ କୋଇଡା ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା। ଦୁର୍ଘଟଣା ରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଗୋଟିଏ ଦିନରେ ଦୁଇ ଦୁର୍ଘଟଣା ୨ମୃତ ତିନି ଗୁରୁତ୍ୱର ହୋଇଥିବା ସୂଚନା ଆସୁଛି। କୋଇଡା ଥାନା 520 ଜାତୀୟ ରାଜପଥ ଗଲା ସନ୍ଧ୍ୟାରେ ବାଇକ୍ ସହ ହାଇୱା ଧକ୍କା ହେବାରୁ ଜଣେ ବାଇକ୍ ଚାଳକଙ୍କ…
Read More...

ପୁରୁଣା ଗୀତ କୁ ନୂଆ ରୂପ ରେ ଆଣିଲେ ନିର୍ଦେଶକ ରୁଦ୍ର ମନ…

ପାହାଡ ସେପାଖେ ତୁମଘର ଦୀର୍ଘ 20ବର୍ଷ ପରେ ନୂଆ ଭରସନ ରେ ତିଆରି ହେଇଛି । ଗୀତକାର ନିଜାମଙ୍କ ସୁନ୍ଦର ଲେଖାକୁ ସଂଗୀତ ନିର୍ଦେଶକ ବିଜୁ ସ୍ୱାଇଁ ଭେଟିଥିଲେ ଓଡ଼ିଆ ଦର୍ଶକ ଙ୍କୁ. କିନ୍ତୁ ତାଙ୍କୁ ନୂଆ ରୂପରେ ନିର୍ଦେଶକ ରୁଦ୍ର ମନ. କିଚକେଶ୍ବରୀ ଫିଲ୍ମସ ବ୍ୟାନର ରେ ନିର୍ମାଣ କରିଛନ୍ତି। ଗୀତ…
Read More...