କୋଇଲା ଟ୍ରକ ଭଡା ବୃଦ୍ଧି ଦାବୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରିବହନ ବନ୍ଦ

ତାଳଚେର/ଉତ୍ତମ ଦାଶ: ତାଳଚେର କୋଇଲା ଖଣିର ବିଭିନ୍ନ ସେକ୍ଟର କୋଇଲା ଖଣିରୁ ବିଭିନ୍ନ କଳ କାରଖାନାକୁ ରୋଡ଼ ସେଲ ମାଧ୍ୟମରେ ଟ୍ରକ ଯୋଗେ କୋଇଲା ପରିବହନ ହୋଇଥାଏ । ଏହି ଟ୍ରକ ମାଲିକ ମାନେ କୋଇଲା ଖଣି ଦ୍ୱରା ପ୍ରଭାବିତ ଓ ଆଞ୍ଚଳିକ ଜମିହରା କ୍ଷତିଗ୍ରସ୍ତ ପ୍ରଜା ମଧ୍ୟ । ଭିଟାମାଟି ସହିତ…
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ଜିଆରଏସ୍

କୋରେଇ/ ସୁନୀଲ ଓଝା: ଲାଞ୍ଚ ନେବା ବେଳେ ଧରାପଡିଲେ ଜିଆରଏସ୍ । ସୂଚନା ଅନୁଯାଇ କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତ ର ଏଜଝ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗୋଳେଇପୁର ପଞ୍ଚାୟତର ଜିଆରଏସ୍ ଦିଲୀପ ଦୀକ୍ଷିତ । ଗୋଳେଇପୁର ର ତେଲିଆ ଗ୍ରାମ ରୁ ରଂଜିତ ପ୍ରଧାନ ଙ୍କ ପାଖରୁ ୧୦୦୦…
Read More...

ଇସ୍ରାଏଲରୁ ଆସିଥିବା ଆଫ୍ରିକୀୟ ସିଂହୀ ବିନିର ମୃତ୍ୟୁ

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ। ସିଂହୀ ବିନିର ହେଲା ମୃତ୍ୟୁ। ଇସ୍ରାଏଲରୁ ଆସିଥିବା ସିଂହୀ ବିନିର ମୃତ୍ୟୁ। ଗତ ୫ଦିନ ହେବ ଅସୁସ୍ଥ ଥିଲା ବିନି। ୩ଟି ଡାକ୍ତରୀ ଟିମ୍ ଦ୍ଵାରା ଚାଲିଥିଲା ଚିକିତ୍ସା। ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ସିଂହୀ ବିନୀର ଆଜି ମୃତ୍ୟୁ…
Read More...

ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟରୁ ଖସି ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା। ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟରୁ ଖସି ପଡ଼ିଲେ ମହିଳା। ଆଠ ତାଲାରୁ ଖସି ମହିଳାଙ୍କ ମୃତ୍ୟୁ। ମହିଳାଙ୍କ ନାମ ଦିପ୍ତିମୟୀ ଦାସ୍। ଛାତ ଉପରେ ବୁଲୁଥିବା ବେଳେ ଘଟିଲା ଅଘଟଣ। ଶବ ଜବତ୍ ସହ ନନ୍ଦନକାନନ ଥାନା ପୁଲିସର ତଦନ୍ତ। ନନ୍ଦନକାନନ ଥାନା ଅନ୍ତର୍ଗତ…
Read More...

ଆଇପିଏଲ ୨୦୨୪ରେ ପନ୍ତଙ୍କ ଖେଳିବା ସୁନିଶ୍ଚିତ

ମୁମ୍ବାଇ: ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆଜିକାଲି ସୁସ୍ଥ ହେଉଛନ୍ତି । ଗତ ବର୍ଷ ଏକ କାର ଦୁର୍ଘଟଣାରେ ପନ୍ତ ଆହତ ହୋଇଥିଲେ ଅର୍ଥାତ୍ ୨୦୨୨ ଡିସେମ୍ବର ମାସରେ, ଯାହା ପରେ ସେ ବର୍ତ୍ତମାନ ପର୍ୟ୍ୟନ୍ତ ବୃତ୍ତିଗତ କ୍ରିକେଟ୍ ଫେରି ପାରି ନାହାଁନ୍ତି। ତେବେ ସେ ଜାତୀୟ…
Read More...

ବାଦାମ ପାହାଡ଼ ରେଳ ଷ୍ଟେସନ ନିକଟରୁ ଜବରଦଖଲ ଉଚ୍ଛେଦ; ଥଇଥାନ ପାଇଁ ନିବେଦନ କଲେ ଦୋକାନୀ ଓ ବସ୍ତି ବାସିନ୍ଦା

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ: ମୟୁରଭଞ୍ଜ ଜିଲ୍ଲା,କୁସୁମୀ ବ୍ଲକ ବାଦାମ ପାହାଡ଼ ରେଳ ଷ୍ଟେସନ ଉନ୍ନତି କରଣ ନିମନ୍ତେ ଜବରଦଖଲ ଉଚ୍ଛେଦ କରାଯାଉଛି। ସ୍ଥାନୀୟ ଦୋକାନୀଙ୍କୁ ଥଇଥାନ ନେଇ ସରକାରଙ୍କୁ ନିବେଦନ କରିଛନ୍ତି ଦୋକାନୀ ଓ ବସ୍ତି ବାସିନ୍ଦା।ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବାଦାମ…
Read More...

ଭାଲୁ ଆକ୍ରମଣରେ ମହିଳା ମୃତ

କୋକସରା/ଗଣେଶ ଭାତି: ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା କୋକସରା ବ୍ଲକ ଆମପାଣି ଗ୍ରାମପଞ୍ଚାୟତ ପାତ୍ରବସା ଗ୍ରାମର ଭବାନୀ ବାଗ ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡଙ୍ଗା ଗ୍ରାମରେ ଘଟିଛି ଏହି ଅଘଟଣ ନିକଟରେ ଥିବା ଗ୍ରାମ ତେତେଲପଡାରୁ ନାଟକ…
Read More...

ଚଣ୍ଡିଖୋଲ ମହାବିନାୟକ ପୀଠରେ ବିଜେଡି କର୍ମୀ ବୈଠକ

ବଡଚଣା/ ବେଦପ୍ରକାଶ ନାୟକ: ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ ମହାବିନାୟକ ପୀଠରେ ଆଜି ୧୬ନମ୍ବର ଜୋନ୍ ର ତଥା ଦର୍ପଣ, ଭୂଷଣ୍ଡପୁର, ସିହା, ଶାଳପଡା,କାଇମାଟିଆ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ଆନୁକୁଲ୍ୟରେ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ବୈଠକରେ…
Read More...

ନାନୋଇଙ୍କୁ ରୌପ୍ୟ, ରୋଜି, ଅର୍ଶୀଙ୍କୁ କାଂସ୍ୟ

ଭୁବନେଶ୍ୱର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ମଙ୍ଗଳବାର ଓଡ଼ିଶାକୁ ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୪୮ରେ (୯ ସ୍ବର୍ଣ୍ଣ, ୧୪ ରୌପ୍ୟ, ୨୫ କାଂସ୍ୟ) ପହଞ୍ଚିଛି। ଏହି ୩ଟି ଯାକ ପଦକ କାନୋଇଂରୁ ଆସିଛି। କାନୋଇଂ…
Read More...

ବିଶ୍ୱକପ ପାଇଁ ହାର୍ଦ୍ଦିକଙ୍କ ବଦଳରେ ପ୍ରସିଦ୍ଧ କୃଷ୍ଣା କାହିଁକି ପାଇଲେ ସୁଯୋଗ?

ମୁମ୍ବାଇ: ବିଶ୍ୱକପ ମଝିରେ ଭାରତୀୟ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ବାଂଲାଦେଶ ମ୍ୟାଚ୍ ସମୟରେ ଗୋଡରେ ଆଘାତ ଲାଗିଥିବାରୁ ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ତିନୋଟି ମ୍ୟାଚ୍ ଖେଳିବାରେ ସକ୍ଷମ ହୋଇନଥିଲେ। ବର୍ତ୍ତମାନ ତାଙ୍କୁ ବିଶ୍ୱକପ ଦଳରୁ ବାଦ…
Read More...