ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସଏମସି ଚେୟାରପର୍ସନ ପ୍ରମିଳା ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ମୃତିକା ଶିଳ୍ପୀ ଦୁଲ୍ଲଭ ରଣା…
Read More...

ମହାକୁମ୍ଭରେ ବୁଡ ପକାଇଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ମହାକୁମ୍ଭରେ ପହଞ୍ଚଛନ୍ତି । ସେ ସଙ୍ଗମରେ ବୁଡ ପକାଇଛନ୍ତି । ଅକ୍ଷୟ କୁମାର ସଙ୍ଗମରେ ବୁଡ ପକାଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି ।ସଙ୍ଗମରେ ବୁଡ ପକାଇବା ପରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏହି ବ୍ୟବସ୍ଥା ପାଇଁ ପ୍ରଶଂସା କରିଛନ୍ତି । ବୁଡ…
Read More...

ତ୍ୱରିତ ନ୍ୟାୟ ଦିଅ : ନେପାଳ ଏନଏଚଆରସି

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଶୀଘ୍ର ତଦନ୍ତ ସାରି ନ୍ୟାୟ ଦେବାକୁ ନେପାଳ ମାନବାଧିକାର କମିଶନ ଚିଠି ଲେଖିଛନ୍ତି । ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି । ଚିଠିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର…
Read More...

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ :  କନ୍ଧମାଳ ବରିଷ୍ଠ ନଗରିକ ସଂଘ  ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସନ ସାଇନ ହସପିଟାଲ ପକ୍ଷରୁ ବିଶେଷଜ୍ଞ ଡାକ୍ତରମାନେ ୩୦୦ରୁ ଅଧିକ ରୋଗୀଙ୍କୁ ପରୀକ୍ଷା କରିଥିଲେ। ଚିକିତ୍ସା…
Read More...

ଭୁବନେଶ୍ୱର କଟକରେ AI କ୍ୟାମେରା ଲଗାଯିବ: ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ

ଭୁବନେଶ୍ବର : ଟୁଇନ ସିଟିକୁ ଜଗିବ AI କ୍ୟାମେରା। ଭୁବନେଶ୍ୱର କଟକରେ ହାଇ ରିଜୋଲ୍ୟୁସନ AI କ୍ୟାମେରା ଲଗାଯିବ ବୋଲି କହିଛନ୍ତି ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂହ । ସେ କହିଛନ୍ତି ଏବେ ରାଜଧାନୀରେ ଶହେ କ୍ୟାମେରା ରହିଛି ।…
Read More...

ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି

ଗୁଣୁପୁର / ଦୀପକ କୁମାର ପଣ୍ଡା: ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଆଚପା ନାଳରେ ପଡି ରହିଛି ଜଣେ ବ୍ୟକ୍ତିଙ୍କ ମୃତ ଦେହ । ତେବେ ମୃତ ବ୍ୟକ୍ତି ଙ୍କ ନାମ ସୋନୁ କୁମାର ସିଂ ହୋଇଥିବା ବେଳେ ବିହାର ରାଜ୍ୟର ଗୟା ଜିଲ୍ଲାର ସେରଘାଟ ଅଞ୍ଚଳ ର…
Read More...

ରାଜ୍ୟ ସ୍ତରିୟ ଟ୍ରାପ ଓ ଡବଲ୍ ଟ୍ରାପ ସୁଟିଙ୍ଗ ପ୍ରତିଯୋଗିତାରେ ତିନଟି ସ୍ବର୍ଣ୍ଣ ଓ ରୌପ୍ଯ ହାତେଇଲେ  ଓଡିଆ ପୁଅ

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ: ପୁଣି ୱେଷ୍ଟ ବେଙ୍ଗାଲରେ ଚମକିଲେ ଓଡିଆ ପୁଅ। ରାଜ୍ୟ ସ୍ତରିୟ ଟ୍ରାପ ସୁଟିଙ୍ଗ ଓ ଡବଲ୍ ଟ୍ରାପ ସୁଟିଙ୍ଗ ପ୍ରତିଯୋଗିତାରେ ୱେଷ୍ଟବେଙ୍ଗାଲ ତରଫରୁ ଭାଗନେଇ ତିନଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ଯ ପଦକ ହାସଲ କରିଛନ୍ତି ଏହି ଓଡିଆ ଯୁବକ । ସେ ଓଡିଆ ପୁଅ ଜଣକ…
Read More...

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରିବାର ସହ ଯାଇ ରାମଲାଲାଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ଦିରରେ ଆଳତି କରିବା ସହ ପ୍ରଭୁଙ୍କ ଭବ୍ୟ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ମୋହନ ମାଝୀ । ସେପଟେ ଗତକାଲି ଅପରାହ୍ନରେ…
Read More...

ଡେଡଲାଇନରୁ ବିଳମ୍ବିତ ହେଉଛି କାରଣ ମରାମତି କାମ ସରିନାହିଁ : ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଡେଡଲାଇନରୁ ବିଳମ୍ବିତ ହେଉଛି କାରଣ ମରାମତି କାମ ସରିନାହିଁ। ଯେତିକି ଆକଳନ କରାଯାଇଥିଲା ତା ଠୁ ଅଧିକ ମରାମତି କାମର ଆବଶ୍ୟକତା ରହିଛି। ପୁରା ଆକଳନ ଏପର୍ଯ୍ୟନ୍ତ ହୋଇପାରିନି। ଆଉ ମାସେ କିମ୍ବା ଦୁଇ ମାସ ଲାଗିବ ମରାମତି ପାଇଁ, ଏହାପରେ ଗଣତି ମଣତି  ପ୍ରକ୍ରିୟା ଆରମ୍ଭ…
Read More...

ଆଜି ଆସିବ ପିଏମ କିସାନ ଯୋଜନାର ୧୯ ତମ କିସ୍ତି ଟଙ୍କା ପାଇବେ ଚାଷୀ

ଦିଲ୍ଲୀ : ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଆସିବ ପିଏମ କିସାନ ଯୋଜନାର ୧୯ ତମ କିସ୍ତି ଟଙ୍କା । ବିହାରରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି…
Read More...