ରାଜ୍ୟରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ବର୍ଷା ସହ କିଛି କିଛି ସ୍ଥାନରେ ପବନର ବେଗ ବୃଦ୍ଧି ପାଇ ୫୦ରୁ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । ଏହି କ୍ରମରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଆଦି…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

ଟାଙ୍ଗୀ / ରାକେଶ କୁମାର ଜଗଦେବ  : ବାଇକ ଦୁର୍ଘଟଣାରେ   ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର । ଏଭଳି ଦୁର୍ଘଟଣା ଘଟିଛି  ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ । ମୃତକଙ୍କ ନାମ କାଳିଆ ପ୍ରଧାନ( ୨୩  ବର୍ଷ ) ଓ ଗୁରୁତର ଙ୍କ ନାମ ଓମ ପ୍ରକାଶ ଶତ୍ରୁ୍ସଲ୍ୟ (୧୯ ବର୍ଷ) ହୋଇଥିବା ବେଳେ…
Read More...

ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଘଟଣା ସ୍ଥଳରେ ଜଣେ ମୃତ

 ଭୁବନେଶ୍ବର:  ଭୁବନେଶ୍ବର ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କର ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ସୂଚନା ଅନୁଯାୟୀ , ପଳାସୁଣୀ ଛକରେ ଶନିବାର…
Read More...

ପ୍ରୟାଗରାଜ ମହାକୁମ୍ଭରେ ବୁଢ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଆଜି ଠାରୁ ୩ଦିନିଆ ଉତ୍ତର ପ୍ରଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ କାଳରେ ସେ ମହାକୁମ୍ଭରେ ବୁଡ ପକାଇବେ । ଏହା ପରେ ଅଯୋଧ୍ୟାରେ ରାମଲଲାକୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ…
Read More...

ଆଜି ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଆଜି ଚାମ୍ପିଅନ୍ସ ଟ୍ରଫିରେ ହାଇ ଭୋଲଟେଜ୍ ମ୍ୟାଚ । ସୁପରସଣ୍ଡେରେ ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଆରମ୍ଭ ହେଲାଣି କାଉଣ୍ଟ ଡାଉନ । କିଏ ହାରିବ ଆଉ କିଏ ଜିତିବ, ତାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ନ୍ୟୁଜିଲାଣ୍ଡ ଠାରୁ…
Read More...

ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକଙ୍କ ବିରୁଦ୍ଧରେ ତିରିଙ୍ଗ ଥାନାରେ ଲିଖିତ ଅଭିଯଗ

ମୟୁରଭଞ୍ଜ / ସତ୍ୟାନାରୟଣ ପାଲ : ଶିକ୍ଷୟିତ୍ରୀ ସୁରେଖା ମଲ୍ଲିକଙ୍କ ବିରୁଦ୍ଧରେ ତିରିଙ୍ଗ ଥାନାରେ ଅଭିଯଗ ।  ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଙ୍କ ଅଭିଭାବକ ଅମନ ମହାପାତ୍ର ସଂସ୍କୃତ ଶିକ୍ଷୟତ୍ରୀ ସୁରେଖା ମଲ୍ଲିକ…
Read More...

ସୁବର୍ଣ୍ଣପୁର ସହର ରେ ଥିବା ଘୋଡାଘାଟ ପଡା ର ରୋହିତ ନାଏକ ନିଖୋଜ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରର ଘୋଡାଘାଟପଡା ଅଞ୍ଚଳର ରୋହିତ ନାଏକ(୨୩) ବର୍ଷ ନିଖୋଜ। ସେ ନିକଟରେ ମୃତ୍ୟୁ ବରଣ କରିଥିବା କଲେଜ କ୍ୟାଣ୍ଟିନ ମାଲିକ ଦିଲିପ ନାଏକ ଙ୍କ ପୁତ୍ର ଅଟନ୍ତି। ଏ ନେଇ ଟାଉନଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରଖୁଛି। ଘଟଣାରୁ ପ୍ରକାଶ…
Read More...

ନ୍ୟାୟ ପାଇଁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ : ASIଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

ଭୁବନେଶ୍ୱର:  କମିଶନରେଟ ପୋଲିସକୁ ଲଜ୍ଜା ।  ବର୍ଦ୍ଦି ରେ ଲାଗିଲା କଳଙ୍କ । ନ୍ୟାୟ ପାଇଁ ଥାନା କୁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ।  ମହିଳା ଥାନା ରେ ଅଭିଯୋଗ ପରେ ପୋଲିସ ASI ଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ । ଗିରଫ ପୋଲିସ କର୍ମଚାରୀ ହେଲେ ରଂଜିତ ଦାସ । ସେ ନୟାପ୍ଲଲ୍ଲୀ…
Read More...

ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି “ସୁଭଦ୍ରା ଶକ୍ତି ମେଳା ୨୦୨୫”

ଭୁବନେଶ୍ୱର: ଫେବୃଆରୀ ୨୨, ୨୦୨୫ ରେ ଜନତା ମଇଦାନ, ଭୁବନେଶ୍ବରରେ ପ୍ରଥମ ଥର ପାଇଁ “ସୁଭଦ୍ରା ଶକ୍ତି ମେଳା ୨୦୨୫” ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥ‌ିବା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌) ଏବଂ ଉତ୍ପାଦକ ଗୋଷ୍ଠୀ (ପିଜି)ଙ୍କ ଅଂଶଗ୍ରହଣ କରିବା ସହ…
Read More...

ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଗଲା ଜୀବନ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଗାଧୋଇବାକୁ ଯାଇ ପୋଖରୀରେ ବୁଡି  ଗଲା ଜୀବନ। ଏଭଳି ଘଟଣା ଘଟିଛି  ଚମ୍ପୁଆ ଥାନା ଚଉଠିଆ ଗ୍ରାମରେ  । ତେବେ ମୃତକ ଜଣଙ୍କ ୫୫ ବର୍ଷିୟ ଜଳଧର ବାରିକ  ।  ସୂଚନା ଅନୁସାରେ ଜଳଧର ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ସେ ଅନେକ ସମୟ ପରେ ବି ଘରକୁ…
Read More...