କୋଇଲା ବୋଝେଇ ଟ୍ରେନ୍‌‌ରେ ଅଗ୍ନିକାଣ୍ଡ

ଟିଟିଲାଗଡ଼: ଟ୍ରେନ୍‌‌ରେ ଅଗ୍ନିକାଣ୍ଡ ।  କୋଇଲା ବୋଝେଇ ଟ୍ରେନ୍‌‌ରେ ଅଗ୍ନିକାଣ୍ଡ ଘଟିଛି।  ବଡ଼ମାଳ ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ  ଲାଗିଯାଇଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆଁକୁ ଆୟତ୍ତ  କରିଛି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା…
Read More...

ଦିଲ୍ଲୀ ବାୱାନାର ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆ ଦିଲ୍ଲୀ : ରାଜଧାନୀ ଦିଲ୍ଲୀ ବାୱାନାର ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ 17 ଟି ଦମକଳ ଗାଡି ଆସି ପହଞ୍ଚିଥିଲା । ଏହି ଅଗ୍ନକାଣ୍ଡରେ କାହାରି ଜୀବନ ହାନି ଘଟିଥିବା ଏପର୍ଯ୍ୟନ୍ତ ସୂଚନା ନାହିଁ ।  ଏହି ବିସ୍ଫୋରଣ ଯୋଗୁଁ କୋଠା…
Read More...

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି

ନୂଆ ଦିଲ୍ଲୀ : ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଶୁବମନ ଗିଲ୍‌ଙ୍କୁ ନୂତନ ଟେଷ୍ଟ ଅଧିନାୟକ ଭାବରେ ମନୋନୀତ କରାଯାଇଛି। ରିଷଭ ପନ୍ତ ଟେଷ୍ଟରେ ନୂତନ ଉପ-ଅଧିନାୟକ ହୋଇଛନ୍ତି। ୧୮ ଜଣିଆ ଟେଷ୍ଟ ଟିମ୍‌ ଘୋଷଣା କରିଛି ବିସିସିଆଇ । ଶୁଭମାନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉଇକେଟ…
Read More...

ମିଆଁମାରରେ ୪.୦ ତିବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ପୁଣି ଥରିଲା ମିଆଁମାର । ଆଜି ପୁଣି ଥରେ ମିଆଁମାରରେ ଶକ୍ତ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୪.୦ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର କଭୀରତା ୧୦ କିଲୋମିଟର ରହିଥିବା କୁହାଯାଉଛି । ଯାହା ଫଳରେ ଘରୁ ସମସ୍ତେ ବାହାରି ଆସିଥିଲେ । ଏଥିରେ କାହାରି…
Read More...

୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୦୮୦ ଟଙ୍କା

ଭୁବନେଶ୍ୱର : କାଲି କମିଥିଲା ହେଲେ ପୁଣି ଆଜି ବଢ଼ିଛି ସୁନା ଦର । ବର୍ତ୍ତମାନ ବାହାଘର ସିଜିନ୍ ଥିବାରୁ ସୁନାଦରର ବୃଦ୍ଧି ସୁନା ପ୍ରେମୀଙ୍କ ମୁଣ୍ଡରେ ଚଡ଼କ ପକେଇଛି। ତେବେ ଯଦି ଆପଣ ଆଜି ଦେଖିବେ ଉଭୟ ୨୨ ଓ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦର ବଢିଛି। ପ୍ରତ୍ୟେକ କ୍ଷେତ୍ରରେ ୪୦୦ ଟଙ୍କା…
Read More...

ତ୍ରିଶୂଳିଆରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ବଦଳିବ ମେଟ୍ରୋ ଡିପିଆର  

ଭୁବନେଶ୍ୱର : ବଦଳିବ ମେଟ୍ରୋ ଡିପିଆର। ତ୍ରିଶୂଳିଆ ରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ନୂଆ ଡିପିଆର ପ୍ରସ୍ତୁତ କରାଯିବ।ମେଟ୍ରୋ ରୁଟ କଣ ରହିବ, କେଉଁ ପର୍ଯ୍ୟନ୍ତ ଯିବ ସେ ସବୁ କଥା ନେଇ ଦୁଇ ତିନି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। କେମିତି ହେଲେ ଭଲ…
Read More...

କେନ୍ଦୁଝର ଏସ୍ଡିଜେଏମ କୋର୍ଟରେ ରାଜା ଚକ୍ର ହାଜର

କେନ୍ଦୁଝର : କୋର୍ଟରେ ହାଜର ହେଲେ ରାଜା ଚକ୍ର । କେନ୍ଦୁଝର ଏସ୍ଡିଜେଏମ କୋର୍ଟରେ ରାଜା ଚକ୍ର ହାଜର ହୋଇଛନ୍ତି । ତାଙ୍କ ସହ ଅନ୍ୟ ଦୁଇ ସହଯୋଗୀ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି । ସେପଟେ ଅନ୍ୟ ଏକ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ସୂଚନା ଅନୁଯାୟୀ , ଗନ୍ଧମାର୍ଦ୍ଦନ…
Read More...

ଖୁବଶୀଘ୍ର ରାଜଧାନୀରେ ଚାଲିବ ହାଇଡ୍ରୋଜେନ ବସ

ଭୁବନେଶ୍ବର: ଖୁବଶୀଘ୍ର ରାଜଧାନୀରେ ଚାଲିବ ହାଇଡ୍ରୋଜେନ ବସ । ପ୍ରାରମ୍ଭିକ ଭାବେ ୩ ଟି ହାଇଡ୍ରୋଜେନ୍ ବସ ଚାଲିବ। ଏ ନେଇ MOU ସରିଛି।  ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭୁବନେଶ୍ବରରେ ଜନଗହଳିପୂର୍ଣ୍ଣ…
Read More...

ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଙ୍କ ପାଇଁ ଟ୍ଵିନ ସିଟି ରେ ବଢୁଛି ଅପରାଧ: କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଙ୍କ ପାଇଁ ଟ୍ଵିନ ସିଟି ରେ ବଢୁଛି ଅପରାଧ।  ବସ୍ତି ରୁ ବାର୍ ସବୁଠି ମାତିଛନ୍ତି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ।  ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି। ଚେକ୍ ଦେବାକୁ ନଗର ଉନ୍ନୟନ ବିଭାଗ ଓ ଅବକାରୀ ବିଭାଗର ବଡ ଆକ୍ସନ ପ୍ଲାନ।…
Read More...

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁା

ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁା । ସ୍ୱାଭାବିକ ତାରିଖର ୮ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳ ପରେ ଏବେ ଓଡ଼ିଶାରେ ମୌସୁମୀ ସଅଳ ଆସିବା ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ପ୍ରାକ୍ ମୌସୁମୀ ପାଣିପାଗ ସକ୍ରିୟ ରହିଛି । ବିଭିନ୍ନ ଜିଲ୍ଲାରେ…
Read More...