ଗାନ୍ଧୀ ପଡିଆ ଠାରେ ସୋନପୁର ପ୍ରିମିଅର ଲିଗ ୩  ଉଦ୍ଘାଟିତ

ସୋନପୁର : ଆଜି ସକାଳ ସୋନପୁର ପ୍ରିମିଅର ଲିଗ  (SPL-3 )ର ଶୁଭ ଉଦ୍ଘାଟନ  ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ କୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ…
Read More...

୧୦୪୭ ରେ  ଜଣ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ୧୧ ରୋଗୀଙ୍କ ମୃତ୍ୟୁ  ହେଲାଣି

ନୂଆ ଦିଲ୍ଲୀ : କିଛି ବର୍ଷର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି କୋଭିଡ-୧୯ ।  ଥାଣେ ଜିଲ୍ଲାର କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସିପାଲ କର୍ପୋରେସନ (KDMC) ପ୍ରଥମ ଥର ପାଇଁ COVID-19 ମୃତ୍ୟୁ ରିପୋର୍ଟ କରିଛି।  ଯେଉଁଥିରେ ଜଣେ ମହିଳା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…
Read More...

ସୁନା ଖୋଜିବା ସମୟରେ ଚାଲିଯାଇଛି ୪ ଜଣଙ୍କ ଜୀବନ

ଜୟପୁର: ସୁନା ଖୋଜିବା ସମୟରେ ଚାଲିଯାଇଛି ୪ ଜଣଙ୍କ ଜୀବନ। ରାଜସ୍ଥାନର ରାଜଧାନୀ ଜୟପୁରର ସୀତାପୁରା ଶିଳ୍ପାଞ୍ଚଳରେ ଅବସ୍ଥିତ ଅଚଳ ଜୁଏଲସ୍ ପ୍ରାଇଭେଟ୍ ଲିମିଟେଡ୍‌ରେ  ଘଟିଛି ଏଭଳି ଘଟଣା ।  ସୁନା ଏବଂ ରୂପା କଣିକା ବାହାର କରିବା ସମୟରେ ଏକ ସେପ୍ଟିକ୍ ଟ୍ୟାଙ୍କ ଭିତରେ ବିଷାକ୍ତ ଗ୍ୟାସ୍…
Read More...

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି :  ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ…
Read More...

ଆସନ୍ତାକାଲି ନୂଆ ନିଷ୍ପତ୍ତି ଅନୁଯାଇ ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର : ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ | ମୁଖ୍ୟମନ୍ତ୍ରୀ ଙ୍କ ଅଧକ୍ଷତାରେ ବସିବ କ୍ୟାବିନେଟ ବୈଠକ | ଲୋକସେଵ ଭବନ ରେ ବସିବ ବୈଠକ | ଅନେକ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଉପରେ ବାଜିବ ପାରେ ମୋହର | ନୂଆ ନିଷ୍ପତ୍ତି ଅନୁଯାଇ ବସିବ କ୍ୟାବିନେଟ | ଏଣିକି କ୍ୟାବିନେଟ ରେ…
Read More...

ହୁ ହୁ ହୋଇ ବଢୁଛି ସୁନା ଦର: ୧୦ ଗ୍ରାମକୁ ୯୮,୧୩୦ ଟଙ୍କା

ଭୁବନେଶ୍ୱର:  ସୁନା ଦରକୁ ନେଇ ଚିନ୍ତାରେ ଗ୍ରାହକ । ହୁ ହୁ ହୋଇ ବଢୁଛି ସୁନା ଦର । ସୁନା ଦୋକାନରୁ ମୁହଁ ଫେରୋଉଛନ୍ତି ଲୋକେ । ଏହାରି ଭିତରେ ଆଜି ପୁଣି ବଢିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୧୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୯୫୦…
Read More...

ଲଘୁଚାପ ଜନିତ ବର୍ଷା ନେଇ ସବୁ ଜିଲ୍ଲାପାଳ ଙ୍କୁ SRC ଙ୍କ ଚିଠି

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ମଙ୍ଗଳବାର ସୁଦ୍ଧା ଅଧିକ ଘନୀଭୂତ ହେବ। ପରେ ଏହା ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ଦୁଇଦିନ ଧରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ୨୮ ତାରିଖରୁ ଉପକୂଳ…
Read More...

ଆଗାମୀ ୩ ଦିନ ଭିତରେ ଓଡିଶା ଛୁଇଁପାରେ ମୌସୁମୀ ବାୟୁ

ଭୁବନେଶ୍ୱର: ଚଳତ ବର୍ଷ ସଅଳ ଆସୁଛି ମୌସୁମୀ । ଦକ୍ଷଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗକୁ ଅଗ୍ରସର ହେଉଛି । ତେଣୁ ଆଗାମୀ ୩ ଦିନ ଭିତରେ ଓଡିଶା ଛୁଇଁପାରେ ମୌସୁମୀ ବାୟୁ । ସେପଟେ ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ଆଜି ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ…
Read More...

ମିଆଁମାରରେ ୩.୪ ତୀବ୍ରତାର ଭୂକମ୍ପ ରେକର୍ଡ

ନୂଆଦିଲ୍ଲୀ: ଖରା ଦିନ ବର୍ଷା ପରି ମିଆଁମାରରେ ହେଉଛି ଭୂକମ୍ପ । କେତେବେଳେ ବି ହେଉଛି ଭୂକମ୍ପ ଝଟକା । ପୁଣି ବିଳମ୍ବିତ ରାତିରେ ଘଟିଛି ଭୂକମ୍ପ । ଯାହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ସୂଚନା ଅନୁଯାୟୀ, ପୁଣିଥରେ ମିଆଁମାରରେ ଭୂକମ୍ପର ଝଟକା ଅନୁଭୂତ । ଏହା ବିଳମ୍ବିତ ରାତି ପ୍ରାୟ…
Read More...

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ପଞ୍ଚାୟତିରାଜ ମନ୍ତ୍ରୀ :   ବୁଲି ଦେଖିଲେ ମନରେଗା କାର୍ଯ୍ୟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇଥିଲେ  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।  ଏହି ଅବସରରେ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ  ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ଚାଲିଥିବା ମନରେଗା କାମ ମେସିନ୍ ଦ୍ଵାରା କରାଯାଉଥିବା  ଅଭିଯୋଗ ସତ୍ତ୍ୱେ ମଧ୍ୟ ବିଭାଗୀୟ…
Read More...