ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିବେ ୨ଟି ମହାବଳ ବାଘ

ମୟୁରଭଞ୍ଜ: ଶିମିଳିପାଳକୁ ଆସିବେ ନୂଆ ଅତିଥି । ଆସନ୍ତା ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିବେ ୨ଟି ମହାବଳ ବାଘ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିମିଳିପାଳର ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ରର ଯାଇଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହ ମଧ୍ୟରେ ଶିମିଳିପାଳକୁ ଦୁଇଟି ମହାବଳ…
Read More...

ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

 ବରଗଡ: ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହା ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୧୦ ଦିନ ଧରି ଚାଲିବ । ଏଥର  ୭୭ ବର୍ଷ‌ରେ ପଦାର୍ପଣ କରିବାକୁ ଯାଉଛି। ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ଆଜି ଏକ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ

ଜମ୍ମୁକାଶ୍ମୀର: ଘାଟିରେ ସେନାକୁ ବଡ଼ ସଫଳତା। ଜମ୍ମୁକାଶ୍ମୀରର ବାରମୁଲ୍ଲାରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଉତରୀ କାଶ୍ମୀରର ଉରି ସେକ୍ଟରରେ କଣ୍ଟ୍ରୋଲ୍ ଲାଇନ୍ ଦେଇ…
Read More...

ରୋହିଣୀ ପ୍ରଶାନ୍ତି ବିହାର ଅଞ୍ଜଳରେ ଥିବା ସ୍କୁଲ ବାହାରେ ବିସ୍ଫୋରଣ

ନୂଆଦିଲ୍ଲୀ: ଅଶାନ୍ତ ହେଲା ଦିଲ୍ଲୀ । ଶୁଭିଲା ଭୟଙ୍କର ବିସ୍ଫୋରଣ ଶଦ୍ଦ । ଆଜି ସକାଳୁ ରୋହିଣୀ ସ୍ଥିତ ପ୍ରଶାନ୍ତି ବିହାର ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି ।ଯାହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଚାଞ୍ଚଲ୍ୟ । ଏହି ବିସ୍ଫୋରଣ କେନ୍ଦ୍ରୀୟ ରିଜର୍ଭ ପୋଲିସ ସ୍କୁଲ ନିକଟ ଅଞ୍ଚଳ ଥରି ଉଠିଥିଲା । ପରେ…
Read More...

ବିଧାନସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ଡିଜିପିଙ୍କ ବଦଳି ପାଇଁ ନିର୍ଦ୍ଦେଶ

ଝାଡଖଣ୍ଡ  : ବିଧାନସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ଡିଜିପିଙ୍କ ବଦଳି ପାଇଁ ନିର୍ଦ୍ଦେଶ। ଆଜି ନିର୍ବାଚନ ଆୟୋଗ ଡିଜିପି ଅନୁରାଗ ଗୁପ୍ତାଙ୍କ ବଦଳି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା   ଅନୁଯାୟୀ , ନିର୍ବାଚନ ଆୟୋଗ ତୁରନ୍ତ ଗୁପ୍ତାଙ୍କ ବଦଳି କରିବା ସହ ତାଙ୍କ…
Read More...

ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ : ୨ ଯବାନ ଶହୀଦ

ଛତିଶଗଡ଼ : ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝମାଡ଼ସ୍ଥିତ ମୋହନ୍ଦୀରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି।  ଏହି ବିସ୍ଫୋରଣରେ ଦୁଇ ଜଣ ଯବାନ ଶହୀଦ  ହୋଇଛନ୍ତି । ବିସ୍ଫୋରଣ ପରେ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ମୃତ୍ୟୁ ଘଟିଥିବା ସୂଚନା…
Read More...

ପ୍ରକାଶ ପାଇଲା ୨୦୨୨ର ଓଏଏସ୍ ରେଜଲ୍ଟ ; ଆଗରେ ମହିଳା

ଭୁବନେଶ୍ବର: ପ୍ରକାଶ ପାଇଲା ୨୦୨୨ ଓଏଏସ୍ ରେଜଲ୍ଟ । ଟପ୍ ଫାଇଭରେ ୩ ଜଣ ମହିଳା ରହିଛନ୍ତି । ସେହିପରି ଟପ୍ ଟେନରେ ୫ ଜଣ ମହିଳା ରହିଥିବା ବେଳେ ୫ ଜଣ ପୁରୁଷ ରହିଛନ୍ତି । ସେହିପରୀ ମୋଟ ୬୮୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଶ୍ବେତାଶ୍ରୀ ମହାପାତ୍ର ଓଏଏସ ଟପ୍ପର ହୋଇଥିବା ବେଳେ…
Read More...

ଆତଙ୍କ ଖେଳାଇଥିବା କୁମ୍ଭୀର କୁ କାବୁ କରିଛନ୍ତି ମତ୍ସ୍ୟଜୀବୀ

ପୁରୀ : ପୁରୀ ଜିଲ୍ଲାରେ ଆତଙ୍କ ଖେଳାଇଥିବା କୁମ୍ଭୀର କୁ କାବୁ କରିଛନ୍ତି ମତ୍ସ୍ୟଜୀବୀ । କୁମ୍ଭୀରକୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ ମତ୍ସ୍ୟଜୀବୀ । ଖବରପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, କୁମ୍ଭୀରଟି ଚୁପରିଙ୍ଗି ବ୍ରିଜ…
Read More...

ବାଣ ଭିଡିବା ବେଳେ ବିସ୍ଫୋରଣ ୪ ଜଣ ନାବାଳକ ଗୁରୁତର

ଖଲ୍ଲିକୋଟ : ବାଣ ଭିଡିବା ବେଳେ ବିସ୍ଫୋରଣ । ବାଣ ବିସ୍ଫୋରଣରେ ୪ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି ଏହି ଅଘଟଣ । ଗୁରୁତର ୪ ନାବାଳକଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।…
Read More...

ପୁରୀରୁ ବ୍ରାଉନସୁଗର ଜବତ ସହ ୩ ଜଣ ଗିରଫ

ପୁରୀ:  ପୁରୀ ବାସେଳୀ ସାହି ଥାନା ଅଞ୍ଚଳରୁ ବ୍ରାଉନସୁଗର ଜବତ। ଶ୍ରୀ ସେତୁ ନିକଟରେ ବ୍ରାଉନସୁଗର ବିକ୍ରି ଚାଲିଥିବା ବେଳେ ଚଢାଉ କରିଛି ପୋଲିସ ।ଏହି ସମୟରେ ୪୦୪ ଗ୍ରାମର ଧଳା ଜହର ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଶ୍ରୀ ସେତୁ  ନିକଟରେ ବ୍ରାଉନସୁଗର ବିକ୍ରି…
Read More...