ଅଠରବାଙ୍କୀରୁ ନେହେରୁବଙ୍ଗଳା ରାସ୍ତାକଡ ପାଇପଲାଇନରୁ ତେଲ ଲିକ୍
ପାରାଦୀପ : ପରାଦୀପରେ IOCL ଅଣ୍ଡରଗ୍ରାଉଣ୍ଡ ପାଇପଲାଇନରୁ ତେଲ ଲିକ । ଅଠରବାଙ୍କୀରୁ ନେହେରୁ ବଙ୍ଗଳା ରାସ୍ତାକଡ ପାଇପଲାଇନରୁ ତେଲ ଲିକ୍ ହୋଇ ହଜାର ହଜାର ଲିଟର ଅଶୋଧିତ ତୈଳ ନଷ୍ଟ ହୋଇଯାଇଛି । ହେନ୍ତାଳବଣ ଓ କାଉଡିଆ ନଦୀ ଜଳରେ ଅଶୋଧିତ ତୈଳ ମିଶିଛି । ତେବେ ନିକଟରେ ଏକ ଜାରକିନ୍…
Read More...
Read More...