ବ୍ୟବସାୟୀଙ୍କୁ ଆକ୍ରମଣ କରି୧୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ନବରଙ୍ଗପୁର:  ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ । ମୁଖା ପିଦ୍ଧି ଆସି ୧୫ ଲକ୍ଷ ଟଙ୍କା ଲୁଟିଲେ ଲୁଟେରା । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ।  ଦିନ ଦ୍ବିପହରରେ ୬ ଜଣ ଦୁର୍ବୃତ୍ତ ମୁଖାପିନ୍ଧି ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି…
Read More...

କୁହୁଡି ଘେରରେ ରାଜ୍ୟ ; ୩ଜିଲ୍ଲାକୁ ୟେଲ୍ଲୋ ଆଲର୍ଟ

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଶୀତ । ତା ସାଙ୍ଗକୁ କୁହୁଡି ।  ଏନେଇ ୩ ଜିଲ୍ଲାକୁ  ୟେଲ୍ଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।  କଳାହାଣ୍ଡି ,  କନ୍ଧମାଳ  ଏବଂ  କୋରାପୁଟକୁ ସତର୍କ କରାଯାଇଛି । ଅନ୍ୟପଟେ ଆସନ୍ତା ୧୭ରୁ ରାଜ୍ୟରେ ପୁଣି ବଢିବ ଶୀତ । ସ୍ୱାଭାବିକଠାରୁ  ୨ରୁ ୪…
Read More...

କେଜ୍ରିୱାଲଙ୍କ ବିରୋଧରେ ରୁଜୁ ହେବ ମାମଲା , ଇଡିକୁ ଅନୁମତି ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ସହିତ ଜଡିତ କଥିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଇଡିକୁ ଅନୁମତି ଦେଇଛି। ପୂର୍ବରୁ, ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା…
Read More...

ଉତ୍ତର ଭାରତରେ ଶେଷ ହେଲା ଶୀତ ଛୁଟି ଖୋଲିବ ସ୍କୁଲ

ନୂଆଦିଲ୍ଲୀ : ବର୍ତ୍ତମାନ ଦିଲ୍ଲୀ – ଏନସିଆର  ସମେତ  ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।  ଏହା ସହିତ ଘନ କୁହୁଡି ଆହୁରି ବଢିଯାଇଛି ।   ଏଭଳି ପରିସ୍ଥିତିରେ  ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ   ଅଭିଭାବକଙ୍କ ମନରେ  ପ୍ରଶ୍ନ ସୃଷ୍ଟି ହେଉଛି ।  ଉତ୍ତରଭାରତର ଅଧିକାଂଶ ରାଜ୍ୟରେ…
Read More...

କଳାବାଘ ଛାଲ ଜବତ : ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ

ଶିମିଳିପାଳ : ଶିମିଳିପାଳରେ ଜବତ କଳାବାଘ ଛାଲ । ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ମାଷ୍ଟରମାଇଣ୍ଡ ଫେରାର ରହିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳର ବଣିଆଦର ଓ ଦୁବଲାଖୁଣ୍ଟା ଅଞ୍ଚଳରୁ ପୃଥକ ପୃଥକ ଭାବେ ୪ଜଣଙ୍କୁ ଗିରଫ କରାଯାଇଛି ।…
Read More...

ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଜଳଭାଗରେ ବିଶ୍ୱ ପୁଣି ଦେଖିବ ଭାରତର ଶକ୍ତି । ଭାରତର ଶକ୍ତି ଦେଖି, ଶତ୍ରୁ ଛାତିରେ ଛନକା । INS ସୁରତ, ନୀଳଗିରି ଓ ବାଗସିର ସମର୍ପିତ ହୋଇଛି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେନାବାହିନୀର ବୀର ଯବାନଙ୍କୁ ପିଏମ…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି : ପାଞ୍ଚ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ମାଘ କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ହେବ। ଶ୍ରୀମନ୍ଦିରରେ ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜିଉ ମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ। ଏଥିପାଇଁ…
Read More...

୨ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ : ମନ୍ତ୍ରୀ

ଭୁବନେଶ୍ୱର : ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । । କହିଛନ୍ତି , ଆଜି ବୈଠକରେ ନିଶ୍ଚିତ ନିର୍ଯ୍ୟାସ ବାହାରିବ । ୨ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ । ଯଦି ସେବାୟତ ନିଯୋଗଙ୍କ ସମସ୍ୟା…
Read More...

ଏୟାରପୋର୍ଟରୁ ଧରା ହେଲା ୪ କୋଟିର ଦାମୀ ନିଶାଦ୍ରବ୍ୟ  

ଭୁବନେଶ୍ବର:  ଏୟାରପୋର୍ଟରୁ ଧରା ହେଲା ୪ କୋଟିର ଦାମୀ ନିଶାଦ୍ରବ୍ୟ  । କଷ୍ଟମସ୍‌ ଅଧିକାରୀମାନେ ଜଣେ କେରଳୀ ଚାଲାଣକାରୀଙ୍କୁ ଧରିଛନ୍ତି । ଚାଲାଣକାରୀ ଜଣକ ବିସ୍କୁଟ୍‌ ପ୍ୟାକେଟ୍‌ରେ ଭର୍ତ୍ତି କରି ଏହି ଗଞ୍ଜେଇ ଆଣୁଥିଲେ । ଉକ୍ତ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କ ଲଗେଜ୍‌ ଯାଞ୍ଚ…
Read More...

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ବନ୍ଦ କରିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ବନ୍ଦ କରିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ରହିବ । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର…
Read More...