ମହାକାଶରେ ସ୍ପେଡେକ୍ସ ମିଶନ ସଫଳ କଲା ଇସ୍ରୋ

ନୂଆଦିଲ୍ଲୀ:  ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍‌ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ସହ ସ୍ପେସ୍ ଡକିଂ କ୍ଷେତ୍ରରେ ବିଶ୍ବର…
Read More...

ଠକ ଦମ୍ପତିଙ୍କୁ ଜେରା କରିବ ଆୟକର ବିଭାଗ

ଭୁବାନଶ୍ୱର: ଠକ ଦମ୍ପତିଙ୍କୁ ଜେରା କରିବ ଆୟକର ବିଭାଗ। ରାଜଧାନୀରୁ ଠକ ଦମ୍ପତି ହଂସିତା ଓ ଅନିଲ ମହାନ୍ତି ଗିରଫ ଘଟଣା। ଉଭୟଙ୍କୁ ଜେରା କରିବ ଆୟକର ବିଭାଗ।  ପଚରାଉଚରା ପାଇଁ କୋର୍ଟ ରେ ଆବେଦନ କଲା ଆୟକର ବିଭାଗ। ଅନୁମତି ମିଳିଲେ ଝାରପଡା ଜେଲ ରେ ଉଭୟ ଙ୍କୁ ଜେରା କରିବ ତଦନ୍ତକାରୀ ଟିମ।…
Read More...

ସ୍କୁଲ ସ୍ତରରେ ଲାଗୁହେଲା ଜାତୀୟ ଶିକ୍ଷାନୀତି-୨୦୨୦

ଭୁବନେଶ୍ୱର: ସ୍କୁଲ ସ୍ତରରେ ଲାଗୁହେଲା ଜାତୀୟ ଶିକ୍ଷାନୀତି-୨୦୨୦।  ଏହି ‘ଜାତୀୟ ଶିକ୍ଷାନୀତି’ ୨୦୨୪-୨୫ରୁ ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ। ଏନେଇ ଖୁବଶୀଘ୍ର ଆସିବ ମାର୍ଗଦର୍ଶିକା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଗଲା…
Read More...

ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗରେ ବାହାରିଲା ନିଷ୍କର୍ସ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗରେ ବାହାରିଲା ନିଷ୍କର୍ସ। ସ୍ୱାଭାବିକ ହେଲା  ନୀତିକାନ୍ତି।   ନୀତିକାନ୍ତି ବନ୍ଦ ର  ସମାଧାନକୁ ନେଇ ଜିଲ୍ଲାପାଳ ଓ ଦେବୋତ୍ତର କମିଶନ ଙ୍କ ଅଧକ୍ଷତରେ ବସିଥିବା  ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଚଂଚଳ ରଣା।  …
Read More...

ନନ୍ଦନକାନନରେ ବାଘ ଶାବକ ମୃତ: ୨୭କୁ ଖସିଲା ବାଘ ସଂଖ୍ୟା

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଶାବକ ମୃତ । ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକରୁ ମୃତ୍ୟୁ ଘଟିଛି । ବାଘ ଛୁଆଟି ଅସୁସ୍ଥ ଥିବାରୁ ତାକୁ ନନ୍ଦନକାନନ ଚିକିତ୍ସାଳୟର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଛି । ସେପଟେ ଶାବକର…
Read More...

80 ବର୍ଷରୁ ଅଧିକ ବୟସ ଏବଂ 80 ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ମାସିକ ପେନସନ 3500 କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର 80 ବର୍ଷ ବା ତା’ଠାରୁ  ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ 80 ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ 3500 ଟଙ୍କା ପେନସନ ପାଇବେ । ପୂର୍ବରୁ ସେମାନେ 1200 ଟଙ୍କା ପେନସନ ପାଉଥିବା ବେଳେ ଏଥିରେ 2300 ଟଙ୍କା ବୃଦ୍ଧି କରାଯାଇ 3500 ଟଙ୍କା…
Read More...

ମନ୍ଦିରକୁ ନେଇ ଯେଉଁମାନେ ରାଜନୀତି ରୋଟି ସେକିବାକୁ ଚାହୁଁଛନ୍ତି  ବନ୍ଦ କରନ୍ତୁ : ଆଇନମନ୍ତ୍ରୀ

ଭୁବନେଶ୍ୱର: ସିଧାସଳଖ ଭାବେ କୌଣସି ବି ଜାଗାରେ ଠାକୁରଙ୍କ ନିତିକାନ୍ତିରେ ବ୍ୟାଘାତ ଘଟିଲେ ସରକାର ଏହାକୁ ଗୁରୁତର ସହକାରେ ଦେଖିବେ। ଆଯୌତିକ ଭାବେ ନିତିକାନ୍ତି ବନ୍ଦ ହୋଇଥିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବେ ସରକାର।ଏହି ଘଟଣା ଏକ ଛୋଟ ସମସ୍ୟା କୁ ନେଇ ଘଟିଛି। ସେ…
Read More...

ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ

କଟକ : ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ  ସୂଚନା ଦେଲେ ବିଏସଇ  ଉପସଭାପତି  ନିହାର ରଂଜନ ମହାନ୍ତି । ବୋର୍ଡରୁ  ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବହାର ହେବ ।  ୧୮୩ ଟି ସେଣ୍ଟରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବାକ୍ସରେ  ଲାଗିବ ଡିଜିଟାଲ…
Read More...

ଓଏଏସ ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବରେ ନିଯୁକ୍ତ

ଭୁବନେଶ୍ୱର : ଓଏଏସ ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି । ଆଲୋକ ପ୍ରଧାନ କେନ୍ଦୁଝର ଏଡିଏମ ଭାବେ କାଯ୍ୟ କରୁଥିଲେ । ନୂଆ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Read More...

ଖୋ ଖୋରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ

ନୂଆଦିଲ୍ଲୀ: ପ୍ରଥମ ଥର ଆୟୋଜିତ ଖୋ ଖୋ ବିଶ୍ୱକପରେ ମହିଳା ପ୍ରତିଯୋଗିତା ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଭାରତ ବଡ ବିଜୟରୁ ଅଭିଯାନ ଆରମ୍ଭ କରି ଅନ୍ୟ ଦଳକୁ ସତର୍କ କରାଇଛି । ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ ଭାରତ ୧୫୭…
Read More...