ଏମଭି ୭୯ ରାମ ନାଗରଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

କାଲିମେଳା ;ତାଣ୍ଡାବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମଭି ୭୯ (ରାମ ନାଗର)ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ହନୁମାନ ମନ୍ଦିର ପରିସର ରୁ ଶୋଭାଯାତ୍ରା ଆରମ୍ଭ ହୋଇ ସମ୍ପୂର୍ଣ୍ଣ ଏମଭି ୭୯ ଅଞ୍ଚଳ ଦେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ଟିକୁ ତାଣ୍ଡାବାଇ…
Read More...

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

କାମାକ୍ଷାନଗର (ସୁମିତ୍ରା ମିଶ୍ର );-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଏହିକାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାମାକ୍ଷାନଗର ବଜରଙ୍ଗ ଦଳ ଓ ବିଜେପି ଦଳ ମିଳିତ ଏହି…
Read More...

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀଙ୍କ ବିଷମକଟକ ଆଇଟିଆଇ ଗସ୍ତ

ବିଷମକଟକ ରବିନ୍ଦ୍ର କୁମାର ସାହୁ  ;-ମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ,ଓଡିଶା ମହୋଦୟ ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ, ଗଜବାହାଲ, ବିଷମକଟକକୁ ପରିଭ୍ରମଣ କରିଥିଲେ । ମନ୍ତ୍ରୀ ଆଇଟିଆଇର  ସମସ୍ତ ବିଭାଗକୁ ପରିଦର୍ଶନ କରିବା ସହ ଏକ ଆକର୍ଷଣୀୟ…
Read More...

ପଦକ ପାଇବେନି ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ;ରୌପ୍ୟ ପଦକ ଆବେଦନକୁ ଖାରଜ କଲେ ସିଏଏସ୍

ପଦକ ଆଶା ଭାଙ୍ଗିଲା । ପଦକ ପାଇବେନି ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ । ନିରାଶ କଲେ ସିଏଏସ । ରୌପ୍ୟ ପଦକ ଆବେଦନକୁ ଖାରଜ କଲେ ସିଏଏସ୍ । ଓଜନ ବୃଦ୍ଧି ଯୋଗୁଁ ଅଯୋଗ୍ୟ ଘୋଷଣା ହୋଇଥିଲେ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା…
Read More...

୧୧ତମ ଥର ପାଇଁ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲାଲକିଲ୍କା; ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ । ୧୧ତମ ଥର ପାଇଁ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଧିକ ଥର ପତାକା ଉତ୍ତୋଳନ କରିଛନ୍ତି । ଚଳିତ ବର୍ଷ ସ୍ୱାଧିନରା ଦିବସ ଅଭିଭାଷଣ ଥିଲା…
Read More...

ଆଜି ଦେଶ ପାଳନ କରୁଛି ୭୮ ତମ ସ୍ବାଧୀନତା ଦିବସ;ସବୁଠି ଜାତୀୟ ସଂଙ୍ଗୀତ ଗାନ

ଭୁବନେଶ୍ୱର ;ଆଜି ହେଉଛି ୭୮ତମ ସ୍ୱାଧିନତା ଦିବସ । ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଉଛନ୍ତି ୧୫୦କୋଟି । ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ମଧ୍ୟ ପାଳୁଛନ୍ତି ସ୍ୱାଧିନତା ଦିବସ । ଦେଶକୁ ସ୍ୱାଧିନ କରିବା ପାଇଁ କେତେ ଯେ ବୀରପୁତ୍ର ନିଜର ରକ୍ତ…
Read More...

୧୭ରୁ ବିଧାୟକଙ୍କ ପାଇଁ ଦୁଇଦିନିଆ କର୍ମଶାଳା;ବିଧାନସଭା ଆଲୋଚନାରେ କେମିତି ଭାଗ ନେବେ ?

ଭୁବନେଶ୍ୱର;୧୭ରୁ ବିଧାୟକଙ୍କ ପାଇଁ ଦୁଇଦିନିଆ କର୍ମଶାଳା | ବିଧାନସଭା ଆଲୋଚନାରେ କେମିତି ଭାଗ ନେବେ ? ନିଜ ଅଞ୍ଚଳର ସମସ୍ୟାକୁ କି କିଭଳି ପ୍ରଭାବୀ ଢଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ । । ବିରୋଧୀ ବିଧାୟକମାନେ ଗଠନମୂଳକ ଚର୍ଚ୍ଚାରେ କେମିତି ଅଂଶ ଗ୍ରହଣ କରିବେ। ଏଥିପାଇଁ ବିଧାନସଭା…
Read More...

ଓଡିଶା ଫେରିଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ପାରୁଲ ଗୁପ୍ତା

ଭୁବନେଶ୍ୱର; ଓଡିଶା ଫେରିଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ପାରୁଲ ଗୁପ୍ତା। ୨୦୧୦-ବ୍ୟାଚ୍ ଆଇପିଏସ୍ ଅଧିକାରୀ ପାରୁଲ ଗୁପ୍ତା। ବର୍ତ୍ତମାନ ଡେପୁଟି ଡାଇରେକ୍ଟର, ଇଣ୍ଟେଲିଜେନ୍ସ ବ୍ୟୁରୋ ଭାବରେ କାର୍ୟ୍ୟ କରୁଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି ତୁରନ୍ତ ପ୍ରଭାବ ସହିତ ତାଙ୍କ ହୋମ କ୍ୟାଡରକୁ…
Read More...

ଝାରସୁଗୁଡାରେ ଗ୍ୟାସ୍ ଲିକ୍ ; ଜଣେ ଶ୍ରମିକ ମୃତ ,୫ ଜଣ ଅସୁସ୍ଥ

ଝାରସୁଗୁଡା; ଗ୍ୟାସ୍ ଲିକ୍ ,ଜଣେ ଶ୍ରମିକ ମୃତ, ୫ ଗୁରତର । ଝାରସୁଗୁଡାରେ ଗ୍ୟାସ୍ ଲିକ୍ ,ଜଣେ ଶ୍ରମିକ ମୃତ ,୫ ଜଣ ଅସୁସ୍ଥ । ବୁଢିପଦର ସ୍ଥିତ ଓଡିଶା ମେଟାଲିକ କାରଖାନାରେ ଗ୍ୟାସ ଲିକ୍ । ୫ ଅସୁସ୍ଥଙ୍କୁ ସ୍ଥାନୀୟ ଘରୋଇ ମେଡିକାଲରେ ଭର୍ତ୍ତି ।ମୃତକ ଜଣକ ଠିକା ଶ୍ରମିକ, ଘଟଣାକୁ ନେଇ…
Read More...

ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର ; ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୮ ତାରିଖରେ ଇଷ୍ଟଦେବୀଙ୍କ ନିକଟରେ ଲାଗିବ ନବାନ୍ନ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ଭିତରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଏହି ସମୟରେ…
Read More...