କୋଚିଂ ସେଣ୍ଟର ପାଇଁ ସ୍ୱତନ୍ତ୍ର ଆଇନ, ଡମି ସ୍କୁଲ ବନ୍ଦ ପାଇଁ ଡିଇଓଙ୍କ ଦ୍ୱାରା ଛାତ୍ର, ଶିକ୍ଷକ ବାଇଓମେଟ୍ରିକ…

ଭୁବନେଶ୍ୱର ;ଭୁବନେଶ୍ୱର ତା ୫ରିଖ ରାଜ୍ୟରେ ଛତୁ ଫୁଟିଲା ଭଳି ମାଳ ମାଳ କୋଚିଂ ସେଣ୍ଟର ଖୋଲା ଯାଇଛି l ସୁରକ୍ଷା ବ୍ୟବସ୍ଥା ଥାଉ ନଥାଉ, ସକାଳୁ ରାତି ପର୍ଯ୍ୟନ୍ତ, କିଏ ପାଠ ପଢାଉଛି ତାର ଠିକଣା ନାହିଁ l ଏପରି ବେଧଡ଼କ ଭାବେ ପୁରା ଦିନ ଦ୍ବିପ୍ରହରେ ପାଠ ପଢ଼ାକୁ ଏକ ପଣ୍ୟ ଦ୍ରବ୍ୟ ସଦୃଶ କିଣା…
Read More...

‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ଦୁଃଖ : ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ପାଇ ଖୁସିରେ ଫେରିଲେ ସାଧାରଣ ଲୋକ

ଭୁବନେଶ୍ୱର : ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ ଶୁଣିବାର ଧାରା ଜାରି ରଖିଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା…
Read More...

କହିଲେ ଜନେ ଶୁଣିଲେ ଜିଲ୍ଲାପାଳ : ଉପଖଣ୍ଡସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

(ରାଇରଙ୍ଗପୁର : ସତ୍ୟନାରାୟଣ ପଲ୍‌ );-ଜିଲ୍ଲାପାଳ ଶୁଣୁଛନ୍ତି ଅଭିଯୋଗ । ଅଭିଯୋଗ ନେଇ ଗୁହାରି କରୁଛନ୍ତି ଜନତା । ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇଣଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି…
Read More...

ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣାରେ ସୁପ୍ରିମ କୋର୍ଟଙ୍କ ଉଦବେଗ

ଦିଲ୍ଲୀ ; ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣାରେ ସୁପ୍ରିମ କୋର୍ଟଙ୍କ ଉଦବେଗ । ତିନି ଛାତ୍ରଛାତ୍ରୀଙ୍କ ରାଉ ଆଇଏଏସ କୋଚିଂ ସେଣ୍ଟର ମୃତ୍ୟୁକୁ ନେଇ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରକୁ ନୋଟିସ କରିଛନ୍ତି ସର୍ବୋଚ୍ଚ କୋର୍ଟ । କୋଚିଂ ସେଣ୍ଟରଗୁଡିକ ଡେଥ ଚାମ୍ବର ହୋଇଥିବା କ୍ଷୋଭର ସହ…
Read More...

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମ୍ମନୟ ପରିଷଦ ତରଫରୁ ବିଧାୟକ ନୀଳମାଧବ ହିକକାଙ୍କୁ…

ବିଷମ କଟକ: ରାୟଗଡ଼ା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା ଚଳିତ ନିର୍ବାଚନରେ ବିଧାୟକ ହୋଇ ଖୁପ୍ କମ୍ ଦିନରେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଜନ ସାଧାରଣ ଙ୍କ ସେବାରେ ନିଜର କାର୍ଯ୍ୟକାଳ ର ବହୁ ମୂଲ୍ୟବାନ…
Read More...

ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ; ଲାଗୁ ହେବ କେ.ୱାଇ.ସି, କଟିଯିବ ଅଯୋଗ୍ୟଙ୍କ ନାଁ;ମନ୍ତ୍ରୀ…

ଭୁବନେଶ୍ୱର; ୧୬ ଲକ୍ଷରୁ ଅଧିକ ଭୂତ ରାସନ କାର୍ଡଧାରୀ । ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ ।ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର ।୬ଲକ୍ଷ ୧୯ ହଜାର ୮୬୩ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ।କୌଣସି କାରଣରୁ ରାସନ…
Read More...

ନାଁ ,ନିୟମ ଓ ରଙ୍ଗ ବଦଳାଇବାରେ ମୋହନ ସରକାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତିରେ ନିୟମ ବଦଳାଇଛନ୍ତି କି…

ଭୁୁବନେଶ୍ୱର; ଭିଜିଲାନ୍ସ ମାମଲା ଚାଲୁଥିବା ଜଣେ oas ଅଧିକାରୀଙ୍କୁ କିଭଳି ଭାବେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଗଲା। ଯେଉଁ ଅଧିକାରୀ ବହୁଚର୍ଚିତ ବଲାଙ୍ଗୀର RI ନିଯୁକ୍ତି କେଲେଙ୍କାରୀ ରେ ଜଡିତ ଥିବାରୁ ଭିଜିଲାନ୍ସ ତଦନ୍ତ ଜାରି ରହିଛି।ଏ ବାବଦରେ…
Read More...

ଚିଟଫଣ୍ଡ କମ୍ପାନୀଙ୍କୁ ଶୀତଳ ଭଣ୍ଡାର ଦାୟିତ୍ୱ ଦେଇଥିଲା ବିଜେଡି ସରକାର ; କୃଷି ମନ୍ତ୍ରୀ

ଭୁବନେଶ୍ୱର; ସପ୍ତଦଶ ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ ।ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ। ୯୫ ହଜାର କୋଟି ଲେଖା ଅନୁଦାନକୁ ବ୍ୟୟ ମଞ୍ଜୁର ବିଲ୍ ପାରିତ କରାଯିବ। ସେପଟେ ଗୃହରେ ତତ୍କାଳୀନ ସରକାରଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କୃଷି ମନ୍ତ୍ରୀ ।…
Read More...

ନକଲି ବିହନ ଯୋଗାଣକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ; କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

ଭୁୁବନେଶ୍ୱର; ଚାଲିଛି ବିଧାନସଭା ଅଧିବେଶନ । ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ। ଆଜି କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି…
Read More...

ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ

ଭୁବନେଶ୍ୱର;(ହରପ୍ରସାଦ ବିଷୋୟୀ)’-ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଉଠାଇଲେ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ।  ୨୫ ଲକ୍ଷ ଭୂତ କାର୍ଡ ନେଇ ଉଠାଇଲେ ପ୍ରଶ୍ନ ।  ଯୋଗାଣ ମନ୍ତ୍ରୀ କହିଥିଲେ ,  ୬ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଥିଲେ,  ତାଙ୍କୁ ସାମିଲ କରିବେ କି ? ଯଦି ୨୫ ଲକ୍ଷ…
Read More...