ଭେଜାଲ ମଦ : ଅପମିଶ୍ରିତ ମଦ ପିଇ ଚାଲିଗଲା ଦୁଇଜଣଙ୍କ ଜୀବନ

ଭୁବନେଶ୍ୱର : ବ୍ରହ୍ମପୁର ଚିକିଟି ଥାନା ଅଧୀନ ଅପମିଶ୍ରିତ ମଦ ପିଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅବକାରୀ ବିଭାଗର ଚେତା ଏବେ ପଶିଛି। ଦୁଇଜଣଙ୍କ ମୃତ୍ୟୁ ପରେ ଅବକାରୀ ବିଭାଗର ନିଦ ଭାଙ୍ଗିଲା ।ସମସ୍ତ ଜିଲ୍ଲା ଅବକାରୀ ଅଧିକ୍ଷକ ମାନଙ୍କୁ ଅବକାରୀ କମିଶନରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି ।…
Read More...

ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ଚାଲିଗଲା ୮ ଜଣଙ୍କ ଜୀବନ,୫ ଗୁରୁତର

ରିପୋଟର୍ସ ଟୁଡେ;- ବଜ୍ରପାତ ନେଲା ୮ ଜୀବନ । ୫ ଗୁରୁତର ହୋଇଥିବା ସୂଚନା । ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ଚାଲିଗଲା ୬ ଜଣଙ୍କ ଜୀବନ,୫ ଗୁରୁତର । ଭଦ୍ରକ ଆଗରପଡା ଭଗାରାମରେ ବିଲରେ କାମ କଲାବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ତ ବ୍ଳକ ଚାରିଗାଁରେ ବିଲରେ କାମ କରିବା ବେଳେ…
Read More...

ନୂଆ ଟିମ ଗଠନ କରିବେ ଚମ୍ପାଇ ସୋରେନ

ଝାଡଖଣ୍ଡ; ନୂଆ ଟିମ ଗଠନ କରିବେ ଚମ୍ପାଇ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳରେ କଣଠେସା ହୋଇଥିଲେ ଚମ୍ପାଇ ସୋରେନ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ରାଜନୀତିରୁ ସନ୍ନ୍ୟାସ, ଦଳୀୟ ଦାୟିତ୍ୱ କିମ୍ବା ବରିଷ୍ଠ ନେତାକ ହୋଇ ରହିବାକୁ ବିକଳ୍ପ ଦେଇଥିଲା ଦଳ । ତେବେ ଏହି…
Read More...

ରାଜ୍ୟସଭା ନିର୍ବାଚନ : କାହିଁକି ଦୁଇ ଜଣଙ୍କୁ ପ୍ରାର୍ଥୀ କଲା ବିଜେପି ?

ଭୁବନେଶ୍ୱର : ଆଜି ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ। କେବଳ ସେ ନୁହନ୍ତି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଓ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମମତା ନାମାଙ୍କନ…
Read More...

ପଶ୍ଚିମବଙ୍ଗରୁ ଆସିଲା ହଜାର ଟ୍ରକ ଆଳୁ : ଖାଉଟି ହେବେ ଖୁସି…

ଭୁବନେଶ୍ୱର : ଏଥର ଦୂର ହେବ ଆଳୁ ସଙ୍କଟ । ଶେଷରେ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଛାଡିଛନ୍ତି । ପଶ୍ଚିମବଙ୍ଗରୁ ଆଜି ହଜାରେ ଟ୍ରକ ଆଳୁ ଆସୁଛି । ଏହି ଆଳୁ ଟ୍ରକ ଓଡ଼ିଶାରେ ପହଞ୍ଚିବା ଆରମ୍ଭ ହୋଇସାରିଛି । ବାକି ପରିମାଣର ଆଳୁ ମଧ୍ୟ ଖୁବ ଜଲ୍ଦି ଓଡ଼ିଶାରେ ଆସି ପହଞ୍ଚିବ। ଜଗନ୍ନାଥଙ୍କ…
Read More...

ହତ୍ୟା କରି କରିଥିଲେ ଭିଡିଓ ଭାଇରାଲ : ୯ ଜଣ ହେଲେ ଗିରଫ

ପୁରୀ : ହତ୍ୟା କରି ଭିଡିଓ ଭାଇରାଲ କରିବା ପରେ ଗିରଫ ହେଲେ ୯ଜଣ, ୭ଜଣ ନାବାଳକ ହୋଇଥିବା ବେଳେ ୨ଜଣ ସାବାଳକ ସମ୍ପୃକ୍ତି । ଏଭଳି ଘଟଣା ଉପରେ ପ୍ରତିକ୍ରିୟା ରଖିଲେ ପୁରୀ ଏସପି। ଏହି ମାମଲରେ ଅନେକ ଜୁଭେନାଇଲ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ସିଡବ୍ଲ୍ଯୁସି ଓ ସିପିଓଙ୍କ ମାଧ୍ୟମରେ ସ୍ୱତନ୍ତ୍ର…
Read More...

ଟଙ୍କାଏ ବଢିବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି

ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନ ସହାୟତା ରାଶି ୧ ଟଙ୍କା ବୃଦ୍ଧି ହେବ। ପ୍ରତ୍ୟେକ ମିଲ ପିଛା ଦାମକୁ ଟଙ୍କାଏ ବଢ଼େଇଦିଆଯିବ। ଏନେଇ ସବିଶେଷ ସୂଚନା ଦେଇଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସୂଚନା ଅନୁଯାୟୀ, ଦରଦାମ ବୃଦ୍ଧି ହେଉଛି ମିଡ଼ ଡେ ମିଲ ପିଛା ଟଙ୍କାଏ…
Read More...

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର;ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଜେପି ବିଧାୟକଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନ ପତ୍ର ।ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ । ଗୋଟିଏ ସେଟ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ ।ଅଗସ୍ତି…
Read More...

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଘରେ ଘରେ ପହଞ୍ଚିବ ବିଜୁଳି

ଭୁବନେଶ୍ୱର; କଥା ଦେଇ କଥା ରଖିବ ବିଜେପି । ଘରେ ଘରେ ପହଞ୍ଚିବ ବିଜୁଳି । ଯେଉଁ ବ୍ୟକ୍ତି ବିଦ୍ୟୁତ ସେବାରୁ ବଞ୍ଚିତ ଥିବେ ସେମାନଙ୍କ ଘରେ ବିଦ୍ୟୁତ ସଂଯୋଗ କରାଯିବ । ବିଧାନସଭାରେ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।…
Read More...

ଅପରାଧୀଙ୍କୁ ନାହିଁ ଭୟ : ହତ୍ୟାକାଣ୍ଡର ଭିଡିଓ କଲେ ଭାଇରାଲ

ପୁରୀ : ପୁରୀରେ ବିଭତ୍ସ ହତ୍ୟାକାଣ୍ଡର ଲାଇଭ୍ ଭିଜୁଆଲ ଭାଇରାଲ। ହତ୍ଯାକାଣ୍ଡର ୧୨ଘଣ୍ଟା ପରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି  ଅପରାଧି। ଗତ ୧୯ତାରିଖ ସଂନ୍ଧ୍ୟାରେ ପୁରୀ ଟାଉନଥାନା ମାର୍କଣ୍ଡେଶ୍ୱର ସାହୀ ରାଧାଗୋବିନ୍ଦ ଲେନର ଦିବ୍ଯାଙ୍ଗ ହରିହର ସାହୁଙ୍କୁ ଖଣ୍ଡା ଓ…
Read More...