ସିମ୍ ବକ୍ସ ସେଟ୍ଅପ୍ ଘଟଣା; ରାଜୁର ମାମୁଁକୁ ପୋଲିସର ମାରାଥନ ଜେରା
ଭୁବନେଶ୍ୱର( ରିପୋଟର୍ସ ଟୁଡେ);-ସିମ୍ ବକ୍ସ ସେଟ୍ଅପ୍ ଘଟଣାରେ ଗିରଫ ରାଜୁ ମଣ୍ଡଳ ରିମାଣ୍ଡର ଚତୁର୍ଥ ଦିନ । ରାଜୁର ମାମୁକୁ ପୋଲିସର ମାରାଥନ ଜେରା । ଦୀର୍ଘ ଘଣ୍ଟା ଧରି ଜେରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । କେବେ ଠାରୁ ରାଜୁ ମଣ୍ଡଳ ସିମ୍ ବକ୍ସ ସେଟ୍ଅପ୍ କାରବାର କରୁଥିଲା ? ପରିବାର…
Read More...
Read More...