+୩ ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ;ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର;- +୩ ନାମଲେଖାରେ ଗାଇଡଲାଇନରେ ପରିବର୍ତ୍ତନ ହୋଇଥିବା କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । କେଉଁମାନେ ଆବେଦନ କରିପାରିବେ କେଉଁମାନେ କରିପାରିବେ ନାହିଁ ସେନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଥିଲା । ଯାହାକୁ ପରିବର୍ତ୍ତନ କରାଯାଇଛି…
Read More...

ବିରୋଧୀଙ୍କ ହୋହାଲ୍ଲା; ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର (ରିପୋଟର୍ସ ଟୁଡେ);-ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ୪ଟା ଯାଏଁ ଗୃହ ମୁଲତବୀ । ପୁଣି ଥରେ ଗୃହରେ ହଟ୍ଟଗୋଳ ହେବାରୁୁ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । OBC,SC/ST ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋହାଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେଡିର ନାରାବାଜି ।
Read More...

ସିରିଜ ଘୂର୍ଣ୍ଣିବଳୟ;ପ୍ରବଳ ବର୍ଷା କାଚିବ, ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ରିପୋଟର୍ସ ଟୁଡେ);- ରାଜ୍ୟରେ ଦୁଇ ସପ୍ତାହ ମଧ୍ୟରେ ପ୍ରବଳ ବର୍ଷା କାଚିବ । କାରଣ ଓଡିଶା ଉପରେ ସିରିଜ ଘୂର୍ଣ୍ଣିବଳୟରହିଛି । ଯାହାଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ପ୍ରଥମ ସପ୍ତାହରେ…
Read More...

ASI ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ; ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ASI ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ରାଜ୍ୟସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ବା ଏସଓପି ଅନୁସାରେ ବାହର ଓ ବିତର ରତ୍ନଭଣ୍ଡାରରୁ ଆଲିମିରା ଓ ସିନ୍ଦୁକ ସ୍ଥାନାନ୍ତରିତ ହୋଇସାରିଛି । ଏହାପରେ ASI…
Read More...

ଆୟବହିର୍ଭୂତ ସମ୍ପତି ଠୂଳ ଅଭିଯୋଗରେ ଗିରଫ ହେଲେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ

ଭୁବନେଶ୍ୱର;(ରିପୋଟର୍ସ ଟୁଡେ);- ଆୟବହିର୍ଭୂତ ସମ୍ପତି ଠୂଳ ଅଭିଯୋଗରେ ଗିରଫ ହେଲେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆଜି ବିଜୟଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କାରଣ ଭିଜିଲାନ୍ସି ତାଙ୍କ ବାସଭବନ ସମେତ ଅନ୍ୟାନ୍ୟ…
Read More...

Viral Content : ଦେଢ଼ ଘଣ୍ଟାରେ ୧ ମିଲିୟନ ଏବଂ ୧୨ ଘଣ୍ଟା ମଧ୍ୟରେ ୟୁଟ୍ୟୁବ ଗୋଲଡେନ ବଟନ

ଭୁବନେଶ୍ୱର : ଫୁଟବଲ ଖେଳାଳିରୁ ହେଲେ କଣ୍ଟେଣ୍ଟ କ୍ରିଏଟର। ପର୍ତ୍ତୁଗାର୍ଲର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ କ୍ରୀଡା ଟ୍ୟାଲେନଟା ପାଇଁ ସେ ବେଶ ଜଣାଶୁଣା। ପଡିଆ ମଝିରେ ନିଜ ଦକ୍ଷତା ଦେଖାଇ ଢେର ରେକର୍ଡ ଭାଙ୍ଗିବାରେ ମାହିର ରୋନାଲଡୋ । ରୋନାଲଡୋଙ୍କ ନୂଆ ରେକର୍ଡ, ଏହା ତ…
Read More...

ଆସିଲା ସର୍ଭେ ରିପୋର୍ଟ : ମୋଦିଙ୍କ ପରେ କିଏ ହେବେ ସେହି ଆସନର ଅଧିକାରୀ ?

ଭୁବନେଶ୍ୱର : ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଆସନରେ କିଏ ବସିବେ ? ବିଜେପିର କିଏ ସେହି ହେଭି ୱେଟ ? ଯିଏ ଗ୍ରହଣ କରିବେ ମୋଦିଙ୍କ ସ୍ଥାନ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟ ନିର୍ବାଚନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ୭୩ ବର୍ଷ ବୟସରେ କ୍ରମାଗତ…
Read More...

ନିଜେ କଲେ କଲେକ୍ସନ୍ : ଲୋକ ଲଗାଇ କଲେ ଚୋରି

 କାଲିମେଳା : ପୁଲିସ ହାତରେ ଧରା ପଡିଲେ ଦୁଇ ଡ଼କାୟତ । ଗତ ୨୦ ତାରିଖରେ ଭାରତ ଫାଇନାନ୍ସ ଇନକ୍ଲୁଜନ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ପକ୍ଷରୁ ପଡ଼ିଆ ଥାନାରେ ଏକ ଲୁଟ ଅଭିଯୋଗ ହୋଇଥିଲା। ଦୁଇ ଏଜେଣ୍ଟ ଲୋନ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଉଣ୍ଢ୍ରୁକୋଣ୍ଡା ପୋଲ ନିକଟରେ ତିନି ଜଣ…
Read More...

ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉପରୁ ହଟିଯିବ A1 ଓ A2 ଲେବଲ

ଭୁବନେଶ୍ୱର :ଏଥର ଦୁଗ୍ଧଜାତ ଦ୍ରବ୍ୟ ଉପରେ ରହିବନି A1 ଓ A2 ଲେବଲ। ଏନେଇ ନିର୍ଦ୍ଦେଶନାମା ଜାରି କରିଛି FSSAI । ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ ଲେବଲ ଲେଖିବା ଦ୍ୱାରା ବିଭ୍ରାନ୍ତ ସୃଷ୍ଟି ହେଉଥିବା କହିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ । ସମସ୍ତ ପ୍ରକାର ଦୁଗ୍ଧ ଏବଂ…
Read More...

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ; ୧୫ ଜିଲ୍କାକୁ ୟେଲୋ ୱାର୍ଣ୍ଣିଂ

ଓଡିଶା( ରିପୋଟର୍ସ ଟୁଡେ);- ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ଫଳରେ ଓଡିଶାରେ ବର୍ଷା ଜାରି । ଉତ୍ତର ଦିଗକୁ ଲଘୁଚାପ ଗତି କରୁଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ପକ୍ଷରୁ ସୂଚନା ମିଳିଛି । ଆହୁରି ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ…
Read More...