ମହାକାଶରୁ ୨୦୨୫ରେ ଫେରିବେ ସୁନିତା ଓ୍ବିଲିୟମ୍ସ ଓ ସାଥି ମହାକାଶଚାରୀ ବୁଚ୍ ଓ୍ବିଲମୋର

ୱାସିଂଟନ : ପୃଥିବୀ ପୃଷ୍ଠକୁ ଫେରିବେ ସୁନିତା ଓ୍ବିଲିୟମ୍ସ । ୨୦୨୫ ଫେବୃଆରୀରେ ମହାକାଶରୁ ଫେରିବେ ସୁନିତା। ଏବଂ ତାଙ୍କ ସହ ମହାକାଶ ଯାତ୍ରା କରିଥିବା ବୁଚ୍ ଓ୍ବିଲମୋର । ସାଥି ମହାକାଶଚାରୀ ବୁଚ୍ ଓ୍ବିଲମୋରଙ୍କ ସହ ସେ ଆହୁରି ପ୍ରାୟ ୮୦ ଦିନ ମହାକାଶରେ ବିତାଇବା ପରେ ବୋଙ୍ଗର ଷ୍ଟାରଲାଇନର…
Read More...

ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓଡିଆ ପୁଅ ପ୍ରଣବ ଦାସ

ଯାଜପୁର; ସ୍ୱର୍ଣ୍ଣ ପଦକ ହାସଲ କଲେ ପ୍ରଣବ । ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓଡିଆ ପୁଅ ପ୍ରଣବ ଦାସ । ତେବେ ପ୍ରଣବଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳାରେ । ନିଜର କଠିନ ପରିଶ୍ରମ ପାଇଁ ସେ ଦେଶ ପାଇଁ ଆଣିଛନ୍ତି ଗୌରବ । ଉତ୍ତରାଖଣ୍ଡରେ ଚାଲିଥିବା ଜାତୀୟ…
Read More...

୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି; ଏହାର ପ୍ରଭାବରେ ରାଜ୍ୟରେ ତିନି ଦିନ ଧରି ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର; ପୁଣି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଫଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟରେ ତିନି ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ କିଛି କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ଯାହା…
Read More...

ଜନ୍ମାଷ୍ଟମୀ ଉପଲକ୍ଷେ ମହାପ୍ରଭୁଙ୍କର ହୁଏ ଏହି ନୀତି… ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ପୁରୀ : ଲୀଳାମୟ ସେ କାଳିଆ ସାଆନ୍ତ । ତା’ ପାଖେ ହୁଏ ବାରମାସେ ତେର ପର୍ବ କେବେ ସେ ସୁନାରେ ସଜେଇ ହୁଏ ତ କେବେ ନିଏ ସେ ମା’ ଦେବକୀଙ୍କ ରୁପ । ହଁ ଆଜ୍ଞା ବିଶ୍ୱନିୟନ୍ତା ଶ୍ରୀ ହରି । କଳିଯୁଗେ ସେ ଶ୍ରୀ ଜଗନ୍ନାଥ ବେଶେ ରତ୍ନ ସିଂହାସନେ ବସନ୍ତି । ତାଙ୍କର ମାନବୀୟ ଲାଳା ଖେଳା ଭକ୍ତଙ୍କୁ କରେ…
Read More...

ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୪ ଗୋଟି ଜେଲ୍ ଉପରେ ଚଢ଼ାଉ

ନୟାଗଡ଼; ନୟାଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଜେଲରେ ଚଢ଼ାଉ। ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲା ର ୪ ଗୋଟି ଜେଲ୍ ଉପରେ ଚଢ଼ାଉ। ନୟାଗଡ଼ ଉପ କାରାଗାର, ଖଣ୍ଡପଡା ଉପ କାରାଗାର, ଦଶପଲ୍ଲା ଉପ କାରାଗାର ଓ ରଣପୁର ଉପ କାରାଗାର ରହିଛି। ଜେଲ ଭିତରେ ନିଶା କାରବାର ହେଉଥ‌ିବା ଅଭିଯୋଗ ହେଉଥିଲା। ଭୋର ୪…
Read More...

ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯିବ ଟଙ୍କା; ୪୮ ଲକ୍ଷ ମହିଳା ବନିବେ ଲକ୍ଷପତି ଦିଦି

ରିପୋଟର୍ସ ଟୁଡେ;- ୪୮ ଲକ୍ଷ ମହିଳା ବନିବେ ଲକ୍ଷପତି ଦିଦି । ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯିବ ଟଙ୍କା । ଲକ୍ଷପତି ଦିଦି ମାଧ୍ୟମରେ ୨୫ଶହ କୋଟିର ଅର୍ଥ ରାଶିର ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ । ଏଥିରେ ୪ ଲକ୍ଷ ୩୦ ହଜାର ସ୍ୱୟଂ ସହାୟକ ଗ୍ରୁପର ୪୮ ଲକ୍ଷ ସଦସ୍ୟ ହେବେ ଉପକୃତ । ଏଥିସହ…
Read More...

ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀରେ ହୁଏ ରାହୁରେଖା ଲାଗି ନୀତି

ଭୁବନେଶ୍ୱର : ରାହୁରେଖା ଲାଗି ନୀତି। ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି…
Read More...

ILS ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର; ଆଉ ନାହାନ୍ତି ILS ବୈଜ୍ଞାନିକ ସନ୍ଦୀପ ମିଶ୍ର । ଭୁବନେଶ୍ୱର ଘରୁ ସନ୍ଦୀପଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସେ ଥିଲେ ଜଣେ ବିଜ୍ଞ ପୁରୁଷ । ଯିଏ ଲୋକଙ୍କୁ ସେବାରେ ସମର୍ପିତ ଥିଲେ ସେ ଆଜି ଏତେ ବଡ ନିଷ୍ପତ୍ତି ନେଲେ କାହିଁକି । ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ସ୍ତନ କର୍କଟ…
Read More...

୧୫୬ ଔଷଧ ଉପରେ ଲାଗିଲା ପ୍ରତିବନ୍ଧକ

ଭୁବନେଶ୍ୱର; ୧୫୬ ଔଷଧ ଉପରେ ଲାଗିଲା ପ୍ରତିବନ୍ଧକ । ଜ୍ୱର, ଥଣ୍ଡା ଆଲାର୍ଜି ପରି ଫିକ୍ସ ଡୋଜ୍ କମ୍ବିନେସନ ମେଡିସିନକୁ ବ୍ୟାନ କରାଯାଇଛି । କାରଣ ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା କିଛି ନିର୍ଦ୍ଧିଷ୍ଟ ମେଡିସିନ ଉପରେ କଟକଣା ଲଗାଯାଇଛି । ତେବେ ଏହି ସବୁ ମେଡିସିନରେ ଅନେକ…
Read More...

ଭଡା ଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ବାଲେଶ୍ୱର;(ରିପୋଟର୍ସ ଟୁଡେ) ;-ଦେହୁର୍ଦା ସ୍ଥିତ ଭଡା ଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଭୋଗରୋଇ ବ୍ଳକ ମନ୍ଦାରସାହି ପଞ୍ଚାୟତରେ ।…
Read More...