ଭାରତୀୟ ମହିଳା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ମହିଳା ସ୍ପ୍ରିଣ୍ଟର ପ୍ରୀତି ପାଲ । ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ୨ୟ ମେଡାଲ ଜିତି ଆଣିଲେ ସୁନାମ । ମହିଳା ୨୦୦ ମିଟର(T35) ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ…
Read More...

ଆଜି ପରେ ଦେଶରେ ବଦଳିବ ଅନେକ କିଛି ନିୟମ… ଜାଣନ୍ତୁ ସେଗୁଡିକ କ’ଣ ?

ବ୍ୟୁରୋ : ଆଜି ଠାରୁ ଦେଶରେ ଗୁରୁତ୍ଵଵହନ କରୁଥିବା ଅନେକ ନିୟମ ପରିବର୍ତ୍ତନ ହୋଇଛି । ଏଥିରେ ମୋବାଇଲ ଠାରୁ ଆରମ୍ଭ କରି ୟୁପିଆଇ, ଗୁଗଲ ଏପରିକି ଆଧାର କାର୍ଡ ସମ୍ପର୍କିତ କାର୍ଯ୍ୟ କ୍ଷେତ୍ରରେ କିଛି ନିୟମ ବଦଳିବ । ଏହି ପରିବର୍ତ୍ତନର ଉଦ୍ଧେଶ୍ୟ ହେଉଛି ବ୍ୟବହାରକାରୀଙ୍କ ଡିଜିଟାଲ ଏବଂ…
Read More...

କିସ୍‌ କରିବା ପାଇଁ ଫିଲ୍ମରେ କରାଯାଏ ଏମିତି ଟ୍ରିକ୍‌ : ପ୍ରକୃତରେ ହୁଏ ନାହିଁ କୌଣସି ଅନ୍ତରଙ୍ଗ ଦୃଶ୍ୟ ସୁଟିଂ…

ବ୍ୟୁରୋ : ବଲିଉଡ ହେଉ କି ଓଲିଉଡ଼ ଆଜିକାଲିର ଫିଲ୍ମ ପରି ପୂର୍ବରୁ ଏତେ ଅନ୍ତରଙ୍ଗ ଦୃଶ୍ୟ ନ ଥିଲା।ବର୍ତ୍ତମାନ OTT ପ୍ଲାଟଫର୍ମରେ ଏହି ସିନ ଗୁଡିକ ଅଧିକ ପ୍ରଚଳିତ। ଏମିତି କି ଏହି ଦୃଶ୍ୟ ଗୁଡିକ ନା ଥିଲେ ଫିଲ୍ମ ଟି ଏକପ୍ରକାର ଫିକା ବୋଲି କୁହାଯାଉଛି । କିନ୍ତୁ ଏସବୁ ସିନ୍‌ ସାମ୍ନାକୁ…
Read More...

ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି : ଏଣିକି ପ୍ରବଳ ବରଷିବ

ଭୁବନେଶ୍ୱର : ସୁଦୃଶ୍ୟ ଲଘୁଚାପ ବଙ୍ଗୋପସାଗରରେ ନେଲା ଅବପାତ ରୂପ। ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଲଘୁଚାପ ଉପକୂଳ ଅତିକ୍ରମ କରିବ। ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ବର୍ତ୍ତମାନ ଗୋପାଳପୁର ଠାରୁ ୧୮୦ କିମି ଓ…
Read More...

ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଉପରେ ଭାରତର ମହାମହିମ…
Read More...

୧୦ ଦିନ ପରେ ଆସିଲେ : ଗୃହରେ ପ୍ରଶ୍ନବାଣ ମାରିଲେ ବିରୋଧୀ ଦଳ ନେତା ନବୀନ

ଭୁବନେଶ୍ୱର : ଦ୍ଵିତୀୟ ପର୍ଯ୍ୟୟରେ ପ୍ରଥମ ଥର ପାଈଁ ଗୃହକୁ ଆସିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 10 ଦିନ ହେବ ବିଧାନସଭା ଚଳୁଥିଲେ ମଧ୍ୟ ଦିନଟିଏ ଆସୁ ନଥିଲେ। ଆଜି ଗୃହ ବିଭାଗ ଖର୍ଚ୍ଚ ଦାବୀ ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ଉପସ୍ଥିତି ପାଈଁ ଦାବୀ କରିଥିଲେ ବିଜେପି ବିଧାୟକ।…
Read More...

ବିଷାକ୍ତ ସାପ ଦଂଶନ ପରେ ଗୁଣିଆ ନିକଟରେ କରୁଥିଲେ ଚିକିତ୍ସା ଚାଷୀ ହେଲେ ଗୁରୁତର

ଟାଙ୍ଗି :(ରାକେଶ ଜଗଦେବ) ବିଷାକ୍ତ ତମ୍ପ ସାପ ଦଂଶନରେ ବୃଦ୍ଧ ଚାଷୀ ଗୁରୁତର। ଗୁରୁତର ଅବସ୍ଥାରେ ବୃଦ୍ଧ ଉଦ୍ଧାର। ପରେ ଚିକିତ୍ସା ପାଇଁ ଗୁଣିଆ ନିକଟରେ ଗୁରୁତର ଚାଷୀଙ୍କୁ ଚିକିତ୍ସା କରାଇଲେ ପରିବାର ଲୋକେ। ତେବେ ଅଧିକରୁ ଅଧିକ ଗୁରୁତର ହୋଇ ପଡିବାରୁ ଚାଷୀଙ୍କୁ ପରିବାର ଲୋକେ ଟାଙ୍ଗୀ…
Read More...

ବି ଫାର୍ମା ର ପ୍ରବେଷିକା ପରୀକ୍ଷାରେ ସାରା ରାଜ୍ୟରେ ୬୨ ତମ ର‌୍ୟାଙ୍କ ରଖି ଚର୍ଚ୍ଚା ରେ ସଞ୍ଜୟ

ଟାଙ୍ଗୀ: (ରାକେଶ କୁମାର ଜଗଦେବ୍‌) ଦୃଢ଼ ଇଚ୍ଛା ଶକ୍ତି ସହ ଅଦମ୍ୟ ସାହସ ଯେ ମଣିଷ କୁ କେଉଁଠି ପହଞ୍ଚାଇବ ତାହା କହିବା ମୁସ୍କିଲ । ସତରେ ସେହିଭଳି ଜଣେ ଯୁବକଙ୍କ କଥା ଆମେ କହୁଛୁ ଯାହା ଆପଣଙ୍କୁ ଚମକାଇ ଦେବ । କଥାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ସଂଜୟ କୁମାର…
Read More...

ଅପପୃଷ୍ଟି ରୋକିବାକୁ ସରକାର ନେବେ ପଦକ୍ଷେପ : ୨୦୨୪-୨୫ ଆର୍ଥିକ ବର୍ଷରେ ୯୮୬୨୦ ଶିଶୁ ଅପପୃଷ୍ଟିର ଶିକାର

ଭୁବନେଶ୍ୱର : ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦୨୪-୨୫ ଆର୍ଥିକ ବର୍ଷରେ ୯୮୬୨୦ ଶିଶୁ ଅପପୃଷ୍ଟିର ଶିକାରହୋଇଥିବା ସୂଚନା । ଅପପୃଷ୍ଟି ରୋକିବାକୁ ସରକାର ଏହି ସବୁ ପଦକ୍ଷେପ ନେଉଥିବା କହିଲେ ଉପ ମୁଖ୍ୟମନ୍ତ୍ରୀ । ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ…
Read More...

Breaking News : ରାଜ୍ୟରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା

ଭୁବନେଶ୍ୱର : ରାଜ୍ୟରେ ଖୋଲିବ 25 ଟି ନୂଆ ଅବକାରୀ ଥାନା। ବେଆଇନ ମଦ କାରବାର ଉପରେ ରୋକ ଲଗାଇବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ। ମୋଟ 16 ଟି ସ୍ଥାନରେ 25 ଟି ଅବକାରୀ ଥାନା ଖୋଲାଯିବ। କେବଳ ଗଞ୍ଜାମ ରେ 6 ଟି ନୂଆ ଅବକାରୀ ଥାନା ଖୋଲିବ ନେଇ ଦେଲେ ସୂଚନା । ତେବେ ଗଞ୍ଜାମ ରେ ୩ ଓ ବ୍ରହ୍ମପୁର…
Read More...