ଆଶାଦିଦି ଶିବାନୀ ମଣ୍ଡଳଙ୍କ ଘରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

କେନ୍ଦ୍ରାପଡା; ଆଶାଦିଦି ଶିବାନୀ ମଣ୍ଡଳଙ୍କ ଘରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ । ଆଉ ତାଙ୍କୁ ତାଙ୍କୁ ଆବାସ ଯୋଜନାର ୱାର୍କଅର୍ଡର ଯୋଗାଇ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଡିଓ ନିଜେ ଯାଇ ଶିବାନୀ ଘରେ ପହଞ୍ଚିଥିଲେ । ସୂଚନାମୁତାବକ, ଆଶାଦିଦି ଶିବାନୀ, ବାତ୍ୟାରେ…
Read More...

ବାତ୍ୟା ଡ୍ୟୁଟି ସମୟରେ ଡାକ୍ତରଙ୍କୁ କାମୁଡିଲା ସାପ, ଆଇସିୟୁରେ ଡାକ୍ତର

କେନ୍ଦ୍ରାପଡା; ବାତ୍ୟା ‘ଦାନା’ ଗଲା ପରେ ଅନେକଙ୍କ ଦୁଃଖ ବଢିଛି । କାହାର ଘର ଭାଙ୍ଗି ଯାଇଛି ତ ଆଉ କାହାର ଫସନ ନଷ୍ଟ ହୋଇଛି । ଆଉ ବତ୍ୟା ବେଳେ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ ଏନଡିଆରଏଫ୍ ଟିମ୍, ଓଡ୍ରାଫ୍ ଟିମ୍, ଏବଂ ଡାକ୍ତର । ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ବଞ୍ଚାଇବା ପାଣି ପବନକୁ…
Read More...

ବାତ୍ୟା ସମୟରେ ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ

କେନ୍ଦ୍ରାପଡା; ମାନସଙ୍କ ସାହାସିକତାକୁ ସଲାମ୍  । ବତ୍ୟା ସମୟରେ ବନ୍ଧୁ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ ମାନସ କୁାମର ମଲ୍ଲିକ । ଟଙ୍କା ପାଇଥିଲେ ଫେରାଇଥିଲେ, ଆଉ ତା ସାଙ୍ଗକୁ  ନିଜେ ରୋଗୀ ଟେକି ଟେକି ଡାକ୍ତରଖାନାରେ ପହଞ୍ଚାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଡେରା…
Read More...

ଗଜଲକ୍ଷ୍ମୀ ପୂଜାର ଅଷ୍ଟମ ଦିନରେ ଲଡୁ ନିଲାମ ଓ ଲଟେରୀ ଉଠାଣ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ :ବହୁ ପ୍ରସିଦ୍ଧ ରାୟଗଡ଼ା ଜିଲ୍ଲା ବିଷମ କଟକ ସହର ଗଜଲକ୍ଷ୍ମୀ ପୂଜାର ଆଜି ଅଷ୍ଟମ ଦିନରେ ପୂଜା କମିଟି ତରଫରୁ ମା ଗଜଲକ୍ଷ୍ମୀ ଙ୍କ ଲଡୁ ନିଲାମ କାର୍ଯ୍ୟକ୍ରମ ରାତ୍ର ୯.୩୦ ସମୟରେ ଆରମ୍ଭ ହୋଇଥିଲା । ଏଥିରେ ବିଷମ କଟକ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତ ଲଡୁ…
Read More...

ଏସଆରସି କାର୍ଯ୍ୟାଳୟରେ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର;ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ।ଏସଆରସି କାର୍ଯ୍ୟାଳୟରେ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ପରିସ୍ଥିତି ପରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ,ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ । ମୁଖ୍ୟ ସଚିବ ,ଡିସି, ଏସଆରସି,କୃଷି…
Read More...

ଖଣ୍ଡପଡାରେ ବାଣ ତିଆରି ବେଳେ ବିସ୍ଫୋରଣ, ଜଣେ ଗୁରୁତର

ଖଣ୍ଡପଡା; ବାଣ ତିଆରି ବେଳେ ବିସ୍ଫୋରଣ ।ଖଣ୍ଡପଡାରେ ବାଣ ତିଆରି ବେଳେ ବିସ୍ଫୋରଣ, ଜଣେ ଗୁରୁତର । ନୟାଗଡ଼ ଜିଲ୍ଲା  ଫତେଗଡ ଥାନା ତରବାଲୋ ଗାଁରେ ବିସ୍ଫୋରଣ ।ତାଙ୍କ ଦେହର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଭର୍ତ୍ତି ।ତାଙ୍କ ଦେହର ପ୍ରାୟ…
Read More...

ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟ ସ୍ଥଗିତ

ଭୁବନେଶ୍ୱର;ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟ ସ୍ଥଗିତ । ପାଗ ଖରାପ ରହିଥିବାରୁ ସ୍ଥଗିତ ହେଲା ଗସ୍ତ କାର୍ଯ୍ୟକ୍ରମ ।ଆକାଶ ମାର୍ଗରୁ ପରିଦର୍ଶନ କରିଥାନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ବାତ୍ୟା ପରେ ଚିନ୍ତା ବଢାଇଛି…
Read More...

ବାରିପଦାରେ ଲଜିଷ୍ଟିକ୍ ଗାଡି ସହ ପ୍ରାୟ ୨୦ କେଜି ସୁନା ଜବତ, ୩ ଅଟକ

ବାରିପଦା; ୨୦ କେଜି ସୁନା ଜବତ । ବାରିପଦାରେ ଲଜିଷ୍ଟିକ୍ ଗାଡି ସହ ପ୍ରାୟ ୨୦ କେଜି ସୁନା ଜବତ, ୩ ଅଟକ ।ଏସକେସି ହାଇସ୍କୁଲ ଛକ ନିକଟରୁ ଧରିଲା ସିଟି/ଜିଏସଟି ଟିମ୍ ।କୋଲକତାରୁ ବାରିପଦା ଆସିଥିବା ବେଳେ ଧରାପଡିଲା ।ନିର୍ଦ୍ଧିଷ୍ଟ କିଛି ବ୍ୟବସାୟୀଙ୍କ ବିଲ୍ ମଧ୍ୟ ଜବତ,ତଦନ୍ତ ଜାରି ।
Read More...

ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ନିଲମ୍ବିତ

ଭୁବନେଶ୍ୱର;ଲୋକଙ୍କୁ କଟୁ କଥା କହି ୪ ନିଲମ୍ବିତ । ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ନିଲମ୍ବିତ ।୩ ପିଇଓଙ୍କ ସମେତ ଜଣେ ଆଇଆଇଙ୍କୁ ନିଲମ୍ବନ କଲେ ସରକାର ।ନିଲମ୍ବନ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହିଥିବା ଅଭିଯୋଗ ରହିଥିଲା…
Read More...

ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ

ଭୁବନେଶ୍ୱର; ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ୧ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି । କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି । ସର୍ବାଧିକ ରାଜ କନିକା, ଆଳି, ମହକ୍ଷକକ୍ଷଳ ପଡ଼ା…
Read More...