ବିଦ୍ୟୁତ ସେବା ପାଇବା ପାଇଁ ଦାବି ପତ୍ର ପ୍ରଦାନ

ମୟୂରଭଞ୍ଜ-: ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ଦୁର୍ଗମ ଅଞ୍ଚଳ ମାଣିକପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର ସୁରୁ ମୁଣ୍ଡାଙ୍କୁ ନିଜ ଘରେ ବିଦ୍ୟୁତ ସଂଯୋଗ ପାଇବା ପାଇଁ ଗତ ବର୍ଷ ଡିସେମ୍ବର ମାସରେ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ଟିପିଏନଓଡିଏଲର ଅନୁଭବ ସେବା କେନ୍ଦ୍ର ଅନଲାଇନ ମାଧ୍ୟମରେ…
Read More...

ଆଇଏସଏଫ ସମର୍ଥକମାନଙ୍କୁ ପୋଲିସ ଅଟକାଇବାରୁ ଆରମ୍ଭ ହୋଇଥିଲା ସଂଘର୍ଷ

ପଶ୍ଚିମବଙ୍ଗ-: ମୁର୍ଶିଦାବାଦ ପରେ, ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ୱାକଫ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ସମୟରେ ଭାରତୀୟ ଧର୍ମନିରପେକ୍ଷ ମୋର୍ଚ୍ଚା (ISF)ର ସମର୍ଥକମାନେ ପୋଲିସ ସହିତ ସଂଘର୍ଷ କରିବା ପରେ ହିଂସାତ୍ମକ ସଂଘର୍ଷ ଘଟିଛି। ଦଳୀୟ ନେତା ଏବଂ ଭାଙ୍ଗର ବିଧାୟକ ନୌଶଙ୍କ…
Read More...

ପ୍ରତିମୂର୍ତ୍ତୀ ପୋଡିଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗ୍ଣ ମାନସିକତାର ବ୍ୟକ୍ତି ହୋଇଥିବେ

ଭୁବନେଶ୍ୱର-: ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ…
Read More...

ଖେଳୁ ଖେଳୁ ଜଳାଶୟରେ ପଡି ଚାଲିଗଲା ଜୀବନ…

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାହାର୍ଦା ଗ୍ରାମ ରେ ଅଘଟଣ। ଦିନ ଦ୍ୱିପ୍ରହର ରେ ଖେଳୁଥିବା ବେଳେ  ନିକଟରେ ଥିବା ଜଳାଶୟରେ ରେ ପଡି ଦୁଇ  ଶିଶୁ କନ୍ୟା ମୃତ। ପ୍ରାପ୍ତ ସୂଚନା ମୁତାବକ ଦ୍ୱିପ୍ରହର   1.30   ସମୟରେ ଗ୍ରାମର  ଏକ  ଜଳାଶୟ ନିକଟରେ ଶେଖ ନିଜମୁଦ୍ଦିନ ଙ୍କ ଛଅ ବର୍ଷ ର ଝିଅ ଶବନା…
Read More...

ତ୍ୱରିତ ପ୍ରକ୍ରିୟାରେ କରାଯିବ ସମାଧାନ

ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପ…
Read More...

ନବଜାତ ଶିଶୁ ଚୋରୀ ହେଲେ ହସ୍ପିଟାଲ ଲାଇସେନ୍ସ ରଦ୍ଦ ହେବ- ସୁପ୍ରିମକୋର୍ଟ…

ନବଜାତ ଶିଶୁ ଚୋରୀ ହେଲେ ଦାୟୀ ରହିବ ହସ୍ପିଟାଲ । ଆଉ ଏଥିପାଇଁ ବାତିଲ ହେବ ହସ୍ପିଟାଲ ଲାଇସେନ୍ସ । ଶିଶୁ ଚୋରୀ ଉପରେ ଏପରି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯଦି ଯେ କୋଣସି ହସ୍ପିଟାଲରୁ ଶିଶୁ ଚୋରୀ ହୁଏ ତେବେ ରାଜ୍ୟ ସରକାର ସେହି…
Read More...

ତଦନ୍ତକାରୀ ସଂସ୍ଥା ଦ୍ବାରା ଜବତ ହେଉଥିବା ଟଙ୍କା ଥାନାରେ ନ ରହି ରିଲିଜ ହେବ

କଟକ-: ତଦନ୍ତକାରୀ ସଂସ୍ଥା ଦ୍ୱାରା ଚଢ଼ଉ କରି ଜବତ କରାଯାଉଥିବା ବିଭିନ୍ନ ସାମଗ୍ରୀ, ବର୍ଷ ବର୍ଷ ଧରି ବିଚାର ବିଭାଗୀୟ ହେପାଜାତରେ ପଡି ରହିବା ଲାଭ ଦାୟକ ନୁହେଁ । ଜବତ ସାମଗ୍ରୀଗୁଡିକୁ ଉପଯୁକ୍ତ ପ୍ରକ୍ରିୟାରେ ରିଲିଜ କରିବା ଉପରେ ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି…
Read More...

ଗୋଟିଏ ରାତିରେ ୩ଟି ସିରିଜ ଚୋରି

ସୁବର୍ଣ୍ଣପୁର -: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାରମ୍ବାର ଚୋରି ହେଉଛି । ଦୁର୍ବୃତ୍ତ ମାନେ ଖୋଲାଖୋଲି ଚୋରି କରୁଥିବା ବେଳେ ପୁଲିସ ଚୋରଙ୍କ ଟେର ପାଉନି । ଗତ ମାସରେ ବିନିକା ଥାନା ସମ୍ମୁଖ ସବ୍ ପୋଷ୍ଟ ଅଫିସରୁ କିଛି ଦୁର୍ବୃତ୍ତ ଚୋରି ଉଦ୍ୟମ କରି ୬ଟି…
Read More...

ମହିଳାଙ୍କ ଉପରେ ମାଡ଼ିଗଲା KIIT କଲେଜ୍ ବସ୍

ମହିଳାଙ୍କ ଉପରେ ମାଡ଼ିଗଲା KIIT କଲେଜ୍ ବସ୍। ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମହିଳାଙ୍କ ପରିଚୟ ମିଳିନାହିଁ। KIIT କଲେଜ୍ ବସ୍‌ଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା। ସେହି ସମୟରେ ମହିଳା ଜଣଙ୍କ ପଣ୍ଡା ଖୋଲିଆ…
Read More...

ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିବେ ଗଡକରୀ

ଭୁବନେଶ୍ବର-: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏପ୍ରିଲ ୧୭ରେ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ୧୭ରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ ପାଳନ କରିବେ । ଏହି ଉତ୍ସବରେ…
Read More...