ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର | କଟକ ଜିଲ୍ଲା ସାଲେପୁର ସବ ଡିଭିଜନ ର ଆସିଷ୍ଟାଣ୍ଟ ଇଞ୍ଜିନିୟର | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେଅର୍ଜୁନ ସାହୁଙ୍କ ଉପରେ ଛାପା | ଏକାକାଳୀନ ୮ ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ |
ଭୁବନେଶ୍ୱର ଖଣ୍ଡଗିରି ବିହାର ସ୍ଥିତ ଘରେ ଭିଜିଲାନ୍ସର ରେଡ଼ | ଡେରାବିଷ ତହସିଲର ସଦନନ୍ଦପୁର ବିଲ୍ଡିଂ ରେ ରେଡ଼ | ଅଫିସ, କ୍ବାର୍ଟର, କେନ୍ଦ୍ରାପଡା ସ୍ଥିତ ସମ୍ପର୍କୀୟ ଙ୍କ ଘରେ ପଡିଛି ଛାପା | ସେହିପରି ପୈତୃକ ଘର ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ | ୮ ଡିଏସପି ଙ୍କ ନେତୃତ୍ବରେ ୮ ଇନ୍ସପେକ୍ଟର, ୭ ଏଏସଆଇ ଚଢ଼ାଉରେ ସାମିଲ ଅଛନ୍ତି |