ଗଞ୍ଜାମ(ରିପୋର୍ଟସ ଟୁଡେ) ଲାଞ୍ଚ ମାଗି ଫସିଲେ ଆସିଷ୍ଟାଣ୍ଟ ଇଂଜିନିୟର । ୫୦,୦୦୦ ହଜାର ଟଙ୍କା କଣ୍ଟ୍ରାକ୍ଟରକୁ ଇଂଜିନିୟର ଇଶ୍ୱର ଦାସ ଲାଞ୍ଚ ମାଗି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ବଗୁଡା ବ୍ଲକର ରିଭର ଇରିଗେସନ ପ୍ରଜେକ୍ଟର ମେଜରମେଣ୍ଟ କରିବା ଉଦ୍ଦେଶ୍ୟରେ କଣ୍ଟ୍ରାକ୍ଟରକୁ ଲାଞ୍ଚ ମାଗିଥିଲେ । ଭିଜିଲାନ୍ସ ଟିମ ଏକ ସଂଙ୍ଗରେ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ।