ଆରମ୍ଭ ହୋଇଯାଇଛି ଆମାଜନର ମହାସେଲ… ସ୍ମାଟ ର୍ ଟିଭିରେ ୫୦ ହଜାର ଟଙ୍କାର ରିହାତି…

(ସଂଜୁକ୍ତା): ଆରମ୍ଭ ହୋଇଯାଇଛି ଭାରତର ବଡ ଅନଲାଇନ କମ୍ପାନୀ ଆମାଜନର ମହାସେଲ । ସ୍ମାର୍ଟ ଟିଭି ଉପରେ ୫୦ ହଜାର ଟଙ୍କା ପଯ୍ୟ ର୍ନ୍ତ ମିଳିବ ରିହାତି । ଫେଷ୍ଟିଭ ସିଜିନରେ ଗ୍ରାହକମାନଙ୍କୁ ମହାସେଲର ଅଫର ଦେଉଛନ୍ତି । ବିଭି୍ନ୍ନ କମ୍ପାନୀ । ଫ୍ଲିପକାର୍ଟର ‘ଦ ବିଗ୍ ବିଲିୟନ୍ ଡେଜ୍’ ସେଲ୍ ବ୍ୟତୀତ ଆମାଜନର ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍’ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଯାଇଛି । ଏଥିରେ ସ୍ମାର୍ଟ ଫୋନ୍, ଗେଜେଟ୍ସ, ଇଲେକ୍ଟ୍ରୋନିକ୍ସ ଓ ଫ୍ୟାଶନ୍ ସମେତ କେତେକ ଅନ୍ୟାନ ଡିଲ୍ସ ଉପରେ ବମ୍ପର ଅଫର୍ସ ମିଳୁଛି । ଯଦି ଆପଣ ଟିଭି କିଣିବା ପ୍ଲାନ କରୁଛନ୍ତି, ତେବେ ଏହି ସୁଯୋଗକୁ ହାତଛଡା କରନ୍ତୁନି । କାହିଁକି ନା ଆମାଜନ୍ ଟିଭି କିଣିଲେ ୫୦ ହଜାର ଟଙ୍କାର ଡିସକାଉଣ୍ଟ ଦେଉଛି । ଏହା ବ୍ୟତୀତ ଯଦି ଆପଣ ଟିଭି ଏକ୍ସଚେଂଜ୍ ବି କରିବାକୁ ଚାହୁଁଛନ୍ତି, ତେବେ ଏହା ଉପରେ ଆପଣଙ୍କୁ ୨୨ ହଜାର ଟଙ୍କାର ଫାଇଦା ମିଳିବ ।
ପ୍ରତ୍ୟେକ ସ୍ମାର୍ଟ ଟିଭି କିଣିବା ଉପରେ ୧,୨୯୯ ଟଙ୍କାରେ ୧ ବର୍ଷର ଏକ୍ସଟେଣ୍ଡେଡ୍ ୱାରେଣ୍ଟି ମିଳୁଛି । ଏହା ବ୍ୟତୀତ ଆମାଜନ୍ ୧୦% ପର୍ୟ୍ୟନ୍ତ ଏକ୍ସଟ୍ରା କ୍ୟାସବାକର ଅଫର୍ ଦେଉଛି ।

• ଚବଦ୍ଭବଗ୍ଦକ୍ଟଦ୍ଭସମ ୫୫-ସଦ୍ଭମଷ ଖଋଊ ଞଠ ଞଐ-୫୫ୠଢ୬୫୦ଊ ଉପରେ ୩୨% ଡିସକାଉଣ୍ଟ ସହିତ ୪୧,୯୧୦ ଟଙ୍କା ରେ ମିଳୁଛି । ଏହା ଉପରେ ୧୮,୯୦୦ ଟଙ୍କାର ଏକ୍ସଚେଂଜ ଅଫର୍ ଅଛି ।