ଗଜପତି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମ ମୂଖ୍ୟ ଅଥିତି ଭାବେ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧକ୍ଷ ଗାବାରା ତିରୁପତି, ମାରୀୟମ ରାଇତ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଜେମ୍ସ୍ ରାଇକା ଓ ବୁଲୁ ରଇତ ଉପସ୍ତିତ ରହି ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ରୁ ଚର୍ଚ୍ଚ ଓ ମନ୍ଦିର ମାନଙ୍କୁ 5 ଲକ୍ଷ୍ୟ ଲେଖାଏଁ ଟଙ୍କା ପ୍ରୋଦାନ କରଯାଇଥିଲା | ଆଜୀ ବିଜେଡ଼ି ପାର୍ଟି ତରଫରୁ ଗାଇବା ପଞ୍ଚାୟତ କୁ ଯାଇ ଅନୁଦାନ ଦୀୟା ଯାଇଥିବା ଚର୍ଚ୍ଚ ଓ ମନ୍ଦୀର ର ଉଦ୍ଘାଟନ କରାଗଲା | ଏହି ଅବସରରେ ଗୁମ୍ମା ବ୍ଲକ ର ବିଡ଼ିଓ ଶରତ କୁମାର ରଥ ଓ ଏଇ ଏବଂ ଗ୍ରାମର ଅନେକ ଲୋକ ଉପସ୍ତିତ ରହିଥିଲେ | ଆଗାମୀ ଦିନ ରେ ବହୁ ପରିମାଣ ର ଯୋଜନା ଦିଆଯି ବୋଲି ବିଜେଡି ପକ୍ଷରୁ କୁହାଯାଇଛି |