କାଳହେଲା ରାସ୍ତାପାରି

ମହିଳାଙ୍କ ଉପରେ ମାଡିଗଲା ବସ୍

ଭଦ୍ରକରେ ଜଣେ ମହିଳା ରାସ୍ତା ପାର୍ ହେଉଥିବା ସମୟରେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ,ଟାଉନ ଥାନା ପୋଲିସ୍ ପହଞ୍ôଚ ତଦନ୍ତ ଜାରିରଖିଛି ।