ଲୋକସେବା ଭବନ ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ ଆରମ୍ଭ ହୋଇଛି । ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ରହିଛନ୍ତି । ବୈଠକରେ ରତ୍ନଭଣ୍ଡାର ଗଣତି ମଣତି ଏସଓପି ଉପରେ ମୋହର ଲାଗିପାରେ । କେବେ ରତ୍ନଭଣ୍ଡାର ଗଣତି ମଣତି ହେବ ସେନେଇ ମଧ୍ୟ ତାରିଖ ଚୂଡ଼ାନ୍ତ ହୋଇପାରେ ।