• Friday, May 8, 2026

Reporterstoday Logo Reporterstoday Logo - Reporters Today Odia

Editor
  • English
  • ହୋମ୍
  • ଓଡିଶା
  • ଦେଶ ବିଦେଶ
  • ଶିକ୍ଷା
  • ଅପରାଧ
  • ରାଜନୀତି
  • ଵାଣିଜ୍ୟ
  • ଖେଳ
  • ପ୍ରଯୁକ୍ତି ବିଦ୍ୟା
  • ଯୋଗାଯୋଗ
  • ଜୀବନ ପ୍ରଣାଳୀ
  • ଧର୍ମ
  • ବିଜ୍ଞାନ
  • ମନୋରଞ୍ଜନ
  • ସ୍ୱାସ୍ଥ୍ୟ
Reporters Today Odia
  • Home
  • ଓଡିଶା
  • ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଟ୍ୱିଟର ଓ ଏକ୍ସ ଆକାଉଣ୍ଟ ହ୍ୟାକ୍

ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଟ୍ୱିଟର ଓ ଏକ୍ସ ଆକାଉଣ୍ଟ ହ୍ୟାକ୍

ଓଡିଶାଅପରାଧ
By Chinmayee Swain On Jul 3, 2025
Share

ପୁରୀ-: ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କୁ ବି ଛାଡିଲେନି ସାଇବର ଅପରାଧି। ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍‌ କରିଛନ୍ତି ସାଇବର ଅପରାଧୀ। ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି। ଏ ନେଇ ସେ ରାଜ୍ୟ ପୋଲିସ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି ସୁଦର୍ଶନ।

ତେବେ ଘଟଣା ବାବଦରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ”ମୁଁ ଓଡ଼ିଶା ପୋଲିସର ସାଇବର୍ ସେଲ୍‌ରେ ଏହ ବିଷୟରେ ଅନୌପଚାରିକ ଅଭିଯୋଗ ଦାଖଲ କରିଛି। ଏହା ସହିତ ‘X’ସପୋର୍ଟ ଟିମ୍କୁ ମଧ୍ୟ ଜଣାଇଛି। ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ। ଏହା ଦ୍ୱିତୀୟଥର ପାଇଁ ମୋର ‘ଏକ୍ସ’ ହ୍ୟାକ୍ ହୋଇଛି। ମୋ ପାଖରେ ସାରା ବିଶ୍ୱରୁ ଅନେକ ଫଲୋଅର ଅଛନ୍ତି, ଏବଂ ମୁଁ ଆକାଉଣ୍ଟର ଦୁର୍ବ୍ୟବହାର ନେଇ ଗଭୀର ଚିନ୍ତିତ।” ଯଦି ଆକାଉଣ୍ଟରୁ କୌଣସି ମେସେଜ ଗଲେ ତାକୁ ଅଣଦେଖା କରିବାକୁ ସେ ଅପିଲ୍ କରିଛନ୍ତି।

sand artistSocial AccountSudarsan Pattnaik
Share FacebookTwitterGoogle+ReddItWhatsAppPinterestEmail
You might also like More from author
ଓଡିଶା

ଓଡିଶାରେ ଭିତ୍ତିଭୂମି ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ଉପହାର

ଓଡିଶା

ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ

ଓଡିଶା

AIIMSରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡିଶା

କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ କେନ୍ଦ୍ରରେ ପ୍ରସ୍ତାବ ନାହିଁ

Prev Next

ଓଡିଶା

ଓଡିଶାରେ ଭିତ୍ତିଭୂମି ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ଉପହାର

May 7, 2026

ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ…

May 7, 2026

AIIMSରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

May 7, 2026

କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ କେନ୍ଦ୍ରରେ ପ୍ରସ୍ତାବ ନାହିଁ

May 7, 2026

କେନ୍ଦୁଝରଠାରେ ରାଜ୍ୟବ୍ୟାପୀ ଶିଶୁ ଶ୍ରମ ନିବାରଣ ଅଭିଯାନର ଶୁଭାରମ୍ଭ

May 7, 2026

ଦାଣ୍ଡରେ ପଡି ହାଟରେ ଗଡୁଛି ଔପଦା ବନବିଭାଗର କଳି

May 6, 2026

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ ଜିଲ୍ଲା ଶିଳ୍ପ…

May 6, 2026

ଭାରତ

ଯୋଗୀଙ୍କୁ କାଳ ହୋଇଥିଲା ମନ୍ଦିରକୁ ନେଇ ରାଜନୀତି

May 6, 2026

ଆଞ୍ଚଳିକ ଦଳ ରାଜନୀତିର ଯୁଗ ଶେଷ !

May 5, 2026

ଭାଇ-ଭଉଣୀଙ୍କୁ ବିପଦ ୪ ତାରିଖ

May 4, 2026

ଅଡୁଆରେ ରାଜସ୍ଥାନ ରୟାଲ୍ସ୍ କ୍ୟାପ୍ଟେନ୍

Apr 30, 2026

କାଲି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ

Apr 22, 2026

ଘରେ ପଶି ଯୁବତୀଙ୍କୁ ହତ୍ୟା

Apr 22, 2026
Prev Next 1 of 2,401

Recent Posts

ଓଡିଶାରେ ଭିତ୍ତିଭୂମି ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ଉପହାର

May 7, 2026

‘ୟୁପିରେ ପରୀକ୍ଷା, ବଙ୍ଗରେ କାର୍ଯ୍ୟକାରୀ…’,…

May 7, 2026

ଗୌତମ ଗମ୍ଭୀରଙ୍କ ବିରୋଧରେ ଗୁରୁତର ଅଭିଯୋଗ

May 7, 2026

କ’ଣ ବୈଭବ ସୂର୍ଯ୍ୟବଂଶୀ ୨୧ ବର୍ଷ ବୟସରେ ଅବସର ନେବେ? ଜଣେ ଇଂରେଜ…

May 7, 2026

ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ…

May 7, 2026

ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କୌଣସି ସୁରକ୍ଷା ଗ୍ରହଣ କରିବାକୁ ମନା…

May 7, 2026

ପଞ୍ଜାବର ଏହି ଦ୍ରୁତ ବୋଲରଙ୍କ ୩୬ ବର୍ଷ ବୟସରେ ପରଲୋକ

May 7, 2026

ବିଶେଷ

ଯୋଗୀଙ୍କୁ କାଳ ହୋଇଥିଲା ମନ୍ଦିରକୁ ନେଇ ରାଜନୀତି

May 6, 2026

ଆଞ୍ଚଳିକ ଦଳ ରାଜନୀତିର ଯୁଗ ଶେଷ !

May 5, 2026

ସମୁଦ୍ର ତଳେ ଲୁଚି ରହିଥିବା ଗ୍ୟାସ କିପରି ପୃଷ୍ଠରେ ପହଞ୍ଚିଥାଏ?

Apr 15, 2026

ମାର୍ଚ୍ଚ ୩ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦେଖାଯିବ ‘ବ୍ଲଡ୍…

Mar 2, 2026

ହୋଲି ପୂର୍ବରୁ କରନ୍ତୁ ଏହି କାମ, ପ୍ରଶନ୍ନ ହେବେ ମା ଲକ୍ଷ୍ମୀ

Feb 26, 2026

ଅଜବ ଏହି ବୃକ୍ଷ, ୧୦୦ ବର୍ଷରେ ମାତ୍ର ଥରେ ଫୁଟେ ଫୁଲ

Feb 13, 2026
Prev Next 1 of 165
About Us
www.reporterstoday.com is a news web portal and monthly magazine where you can get the latest news.
Contact Us

[email protected]
LP-115, Prasanti Vihar, Housing Board Colony, Near Kiit College Bhubaneswar, Odisha, India 751024
7008420927
9937028982 / 7847944970

Share
    FacebookTwitterWhatsApp
Akruti to Odia Unicode Converter
© 2026 - Reporters Today Odia. All Rights Reserved.
Designed and Developed by Web Odisha
  • English
  • ହୋମ୍
  • ଓଡିଶା
  • ଦେଶ ବିଦେଶ
  • ଶିକ୍ଷା
  • ଅପରାଧ
  • ରାଜନୀତି
  • ଵାଣିଜ୍ୟ
  • ଖେଳ
  • ପ୍ରଯୁକ୍ତି ବିଦ୍ୟା
  • ଯୋଗାଯୋଗ
  • ଜୀବନ ପ୍ରଣାଳୀ
  • ଧର୍ମ
  • ବିଜ୍ଞାନ
  • ମନୋରଞ୍ଜନ
  • ସ୍ୱାସ୍ଥ୍ୟ