ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଜୟନ୍ତୀ ଓ ଓକିଲ ଦିବସ ପାଳିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଜୟନ୍ତୀ ଓ ଓକିଲ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସୁବିଧା କେନ୍ଦ୍ର ପରିସର ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ପ୍ରତାପ ପୁରୋହିତ ସଭାପତିତ୍ବ କରି ଆଇନଜୀବୀ ନିଷ୍ଠାର ସହ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କରିବା ଉପରେ ଗୁରୁତ୍ବ ରୁତ୍ବାରୋପ କରିଥିଲେ ବରିଷ୍ଠ ଆଇନଜୀବୀ ବ୍ୟୋମକେଶ ଦାସ, ଇନ୍ଦ୍ରମଣି ମଣି ଦାସ, ଶ୍ୟାମା ଓଁ ପ୍ରସାଦ ମିଶ୍ର, ପ୍ରଦୀପ ପୁରୋହିତ ପ୍ରମ୍ ପ୍ରମୁଖ ମଧୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲୋ ଅଞ୍ଜଳି କୁମ୍ଭାର ମଧୁବାବୁଙ୍କ ଉପରେ କବିତା ଆବୃତ୍ତି କରିଥିଲୋ ଶେଷରେ ସଂଘ ସମ୍ପାଦକ ଗଦାଧର ନେଗୀ ଧନ୍ୟବାଦ ଅର୍ପଣ କରିଥିଲୋ ଜିଲା ଓକିଲ ସଂଘ ସଦସ୍ୟ ଶରତ ଭୋଇ, ସତ୍ୟନାରାୟଣ ମିଶ୍ର, ଆଦିକନ୍ଦ ପାଣିଗ୍ରାହୀ, ସ୍ବାଧୀନ ମେହେର, ଦଶରଥ ମାହାଣା, ଭଗବତୀ ପ୍ରସାଦ ମିଶ୍ର, ଅଟଳ ବିହାରୀ ମହାପାତ୍ର, ସୀତାରାମ ପ୍ରସାଦ ମିଶ୍ର, ସନ୍ତୋଷ ମେହେର, ଉପାନନ୍ଦ ପୁରୋହିତ, ରାମଶଙ୍କର ମେହେର, ଦେବେନ୍ଦ୍ର ପଡ଼ିଆ, ଓଁକାର ପ୍ରସାଦ ପଧାନ, ଚମ୍ପେଶ୍ଵର ଥନାପତି, ରାଜେନ୍ଦ୍ର ଅଗ୍ରୱାଲ, ଦେବକିଶୋର ମିଶ୍ର, ଶିବନାରାୟଣ ମହାପାତ୍ର, ବିପିନ ବିଦ୍ୟାଧର, ଅବକାଶ ମିଶ୍ର, ପ୍ରିୟଜିତ ମିଶ୍ର, ରସାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲୋ