ଭୁବନେଶ୍ୱର: ପ୍ରାଣୀ ସମ୍ପଦ ର ସୁରକ୍ଷା ଗୁରୁତ୍ୱପୂର୍ଣ | ପ୍ରଭାବିତ ହେବାକୁଥିବା ଜିଲ୍ଲାଗୁଡିକ ରେ 60 ହଜାର ପଶୁ ଙ୍କୁ ଆଶ୍ରୟ ସ୍ଥଳୀ କୁ ଅଣାଯିବାପାଇଁ ବ୍ୟବସ୍ଥା ହୋଇଛି | 1 ହଜାର ଗାଈ ଗୋରୁ ଆଶ୍ରୟ ସ୍ଥଳୀ ହୋଇଛି | 1 ହଜାର କୁଣ୍ଡା ଓ ଡ୍ରାଏ ଫୁଡ ବ୍ୟବସ୍ଥା ହୋଇଛି | ପଶୁ ଅସୁସ୍ଥ ବା ଆଘାତ ହେଲେ 1962 କୁ ଯୋଗାଯୋଗ କରନ୍ତୁ | 166 ଟି MV ମୋବାଇଲ ଭ୍ୟାନ ୟୁନିଟ| 294 ଭେଟନାରୀ ଷ୍ଟାପ ପ୍ରସ୍ତୁତ ହୋଇକି ଅଛନ୍ତି | 202 ଟି ରାପିଡ଼ ରେସ୍ପନ ଟିମ ପ୍ରସ୍ତୁତ| ଲାଇଭ ଶେଭିଂ ଟିମ 14 ଟି ଜିଲ୍ଲା ରେ ଅଛନ୍ତି | 1862 ଲାଇଫ ଷ୍ଟକ ଇନିସ୍ପେକ୍ଟର ପ୍ରସ୍ତୁତ ଅଛନ୍ତି | ସାଗର ମିତ୍ର ମାନେ ଲୋକଙ୍କୁ ବାର୍ତ୍ତା ଦେବା ସହ ସୁରକ୍ଷିତ ଜାଗାକୁ ଆଣିବାକୁ କାମ କରୁଛନ୍ତି | ପଘା ରେ ଗାଈ ଗୋରୁ ଙ୍କୁ ନ ବାନ୍ଧି ଉଚ୍ଚ ସ୍ଥାନ କୁ ଆଣିବା ପାଇଁ ନିବେଦନ କଲେ ପଶୁ ସମ୍ପଦ ମନ୍ତ୍ରୀ|