ନୂଆଦିଲ୍ଲୀ : ପ୍ରକାଶ ପାଇଲା ୟୁପିଏସ ଫଳାଫଳ । ଶୁଭମ କୁମାର ଆଇଏଏସ ଟପ୍ପର, ଜାଗ୍ରତି ଅଓ୍ବସ୍ତି ୨ୟ ଓ ଅଙ୍କିତା ଜୈନ ୩ୟ ସ୍ଥାନରେ ରହିଛନ୍ତି । ଶୁଭମ ଆଇଆଇଟି ବମ୍ବେରୁ ସିବିଲି ଇଞ୍ଜିନିୟରିଂରେ ପାଠପଢା ଶେଷ କରିଥିବା ବେଳେ ଜାଗୃତି ଭୋପାଳ ଏମଏଏନଆଇଟିରୁ ଇଲେକଟ୍ରିକାଲ ଇଞ୍ଜିନୟରିଂରେ ପାଠପଢା ଶେଷ କରିଛନ୍ତି ।