ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଜାତି ଭିତ୍ତିକ ଜନଗଣନା ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ଆଜି ବିଜେଡିର ମୁଖପାତ୍ର ଇପ୍ସିତା ସାହୁ ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଦଳୀୟ ଭିତ୍ତି ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଥିବା ବେଳେ । ବିଜେବି ଅନେକ ପ୍ରେସ କନଫେରେନସ କରି ଓଡିଶା ବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଇପ୍ସିତା ସାହୁ ।