ଲଣ୍ଡନରେ “ଲେମନ ପାନୀ” ବନାଉଛନ୍ତି ପ୍ରିୟଙ୍କା ଚୋପ୍ରା
ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଲଣ୍ଡନରେ ନିଜର ସମୟକୁ ଫୁଲ ଉପଭୋଗ କରୁଛନ୍ତି । ସେ ସେଠାରେ ନିଜର ସିରିଜ୍ ସିଟାଡେଲର ସୁଟିଂ କରିବା ସହ ଖୁବ୍ ବୁଲାବୁଲି ମଧ୍ୟ କରୁଛନ୍ତି । ସେ ଲଣ୍ଡନର ସଡ଼କରେ ବୁଲାବୁଲି କରି ନିଜର ଏକ ସେଲଫି ସେୟାର କରିଛନ୍ତି ।
(ମୁମ୍ବାଇ) : .ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଲଣ୍ଡନରେ ନିଜର ସମୟକୁ ଫୁଲ ଉପଭୋଗ କରୁଛନ୍ତି । ସେ ସେଠାରେ ନିଜର ସିରିଜ୍ ସିଟାଡେଲର ସୁଟିଂ କରିବା ସହ ଖୁବ୍ ବୁଲାବୁଲି ମଧ୍ୟ କରୁଛନ୍ତି । ସେ ଲଣ୍ଡନର ସଡ଼କରେ ବୁଲାବୁଲି କରି ନିଜର ଏକ ସେଲଫି ସେୟାର କରିଛନ୍ତି । ଏହି ସେଲଫିରେ ସେ ଲେଖିଛନ୍ତି କି ସେ ଲେମ୍ୱୁ ପାଣି ପ୍ରସ୍ତୁତ କରୁଛନ୍ତି ।
ଫଟୋରେ ପ୍ରିୟଙ୍କା ଚୋପ୍ରା ୟେଲୋ ଓ ଗ୍ରୀନ୍ କଲରର ଟି-ସର୍ଟ ଓ ମ୍ୟାଚିଙ୍ଗ୍ ସନଗ୍ଲାସ ପିନ୍ଧିଛନ୍ତି । ତାଙ୍କର କେଶ ଖୋଲା ରହିଛି । ନିଜର ଏହି ସେଲଫିକୁ ସେୟାର କରି ଲେଖିଛନ୍ତି – ଲେମ୍ୱୁ ପାଣି ତିଆରି କରୁଛି । ଏହାସହ ସେ ଲେମ୍ୱୁ ଓ ହାର୍ଟ ଇମୋଜି ଲଗାଇଛନ୍ତି । ପ୍ରିୟଙ୍କା ଚୋପ୍ରା ପ୍ରଶଂସକଙ୍କୁ ପ୍ରତିଦିନ ନିଜ ଜୀବନର ଝଲକ ସେୟାର କରିଥାନ୍ତି। କିଛି ଦିନ ପୂର୍ବରୁ ସେ ଲଣ୍ଡନରେ ନିଜର ବନ୍ଧୁଙ୍କ ସହ ବୁଲିବାର ନଜର ଆସିଥିଲେ । ଏହା ବ୍ୟତୀତ ସେ ନିଜର କିଛି ଭଲ ଷ୍ଟାଇଲିଷ୍ଟ ଫଟୋ ଗୁଡ଼ିକ ସହ ସେୟାର କରିଥିଲେ , ଯେଉଁଥିରେ ସେ ହ୍ୱାଇଟ୍ ଟପ୍ ସହ ମେଟାଲିକ୍ ସ୍କର୍ଟ ଓ ହିଲ୍ସ ପିନ୍ଧିଥିବାର ନଜର ଆସିଥିଲେ